‘ଝିଅ ପାଇଁ କେତେ ଟଙ୍କା ନବ କୁହ ?’ Sumit ଙ୍କ ସାଙ୍ଗ Tapaswini ଙ୍କ ବାପାଙ୍କୁ ଫୋନ କରି ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ ଏହି Video

ବନ୍ଧୁଗଣ, ତପସ୍ଵିନୀ ଏବଂ ଡାକ୍ତର ସୁମିତ ଙ୍କ ଘଟଣା ବର୍ତ୍ତମାନ ଆହୁରି ଅଧିକ ଘୁଡେଇ ହେବାରେ ଲାଗିଛି ।  ତପସ୍ଵିନୀ ସହିତ ନାନା ପ୍ରକାର ଅନ୍ୟାୟ ସହିତ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ପତ୍ନୀ ତଥା ଏକ ବୋହୂ ର ଅଧିକାର ମିଳିଲା ନାହିଁ । ବର୍ତ୍ତମାନ ସୂଚନା ଅନୁଯାୟୀ ସୁମିତ ଙ୍କ ଜଣେ ସାଙ୍ଗ ତପସ୍ଵିନୀ ଙ୍କ ବାପା ଙ୍କୁ ଫୋନ କରି କହିଛନ୍ତି ଯେ, ଶୁଣନ୍ତୁ ମଉସା, ଆପଣଙ୍କ ଜ୍ଵାଇଁ ଆପଣଙ୍କ ଝିଅ କୁ ଆଦୌ ରଖିବାକୁ ଚାହୁଁ ନାହାଁନ୍ତି ।

ଆପଣଙ୍କର କଣ ଦରକାର କୁହନ୍ତୁ ସେ ଚାହୁଞ୍ଚନ୍ତି ଏହାକୁ ସଂପୂର୍ଣ୍ଣ ଭାବେ ଡିସମିସ କରିବାକୁ । ଏହାପରେ ତପସ୍ଵିନୀ ଙ୍କ ବାପା କୁହନ୍ତି ଯେ ସୁମିତ ଙ୍କୁ କହିଦିଅନ୍ତୁ ଯେ ତାଙ୍କୁ କେତେ ଟଙ୍କା ଦରକାର କିଣିବାକୁ ? ଏହାପରେ ସୁମିତ ଙ୍କ ସାଙ୍ଗ କୁହନ୍ତି ଯେ, ହଁ ପରା ସେ ଟିକେ ଅଲଗା ପ୍ରକାରର ସେ ତ ଘରକୁ ଯାଉନି ।

ମାତ୍ର ତପସ୍ଵିନୀ ଙ୍କ ବାପା କୁହନ୍ତି ଯେ ଯେତେ ଅଲଗା ପ୍ରକାରର ହେଲେ ମଧ୍ୟ ଏଠାରୁ ଯେଉଁ ପୃଥିବୀ ପଞ୍ଚାୟତ ଅଛି ସେ ପର୍ଯ୍ୟନ୍ତ ଗଲେ ମଧ୍ୟ ଆମର ତାକୁ ଛାଡିବାର ନାହିଁ । ସେ ଯେମିତି କହୁଛି ଯେ ଦେଢ ବର୍ଷ ଝିଅ ସାଙ୍ଗେ ରିଲେସନ ରଖି ବିବାହ କରି ଘର ସଂସାର କରି ତାକୁ ଛାଡିଦେବ ତା ସହିତ ସମ୍ପର୍କ ରଖିବ ନାହିଁ । ମାତ୍ର ଆମ୍ଭର ମଧ୍ୟ ତାକୁ ଛାଡିବାର ନାହିଁ ।

ମାତ୍ର ସେ କେତେ ଟଙ୍କା ନବ କୁହ ସେ ଝିଅ କୁ ନବ ? ଏହାପରେ ସୁମିତ ଙ୍କ ସାଙ୍ଗ କୁହନ୍ତି ଯେ ଶୁଣନ୍ତୁ ମଉସା ସେ ଯାହା ଆପଣଙ୍କ ଝିଅ କୁ ନେଇ ରଖିଥାନ୍ତେ, ମେନ ଜିନିଷ ତାଙ୍କ ଘରେ ତାଙ୍କୁ କେହି ସପୋର୍ଟ କରୁ ନାହାଁନ୍ତି । ମାତ୍ର ତପସ୍ଵିନୀ ବାପା ଙ୍କର କହିବା କଥା ଯେ ସପୋର୍ଟ ନ କରନ୍ତୁ ଯେତେବେଳେ ସେ ବାହା ହୋଇଥିଲା ଘରକୁ ପଚାରିଥିଲା କି ? ତେବେ ବନ୍ଧୁଗଣ ଏହିଭଳି ଯୁକ୍ତି ତପସ୍ଵିନୀ ବାପା ଏବଂ ସୁମିତ ଙ୍କ ସାଙ୍ଗ ମଧ୍ୟରେ ହୋଇଛି ।

ଏ ସବୁ କୁ ଦେଖିଲେ ଜଣା ପଡୁଛି ଯେ ସୁମିତ ଗୋଟେ ପରେ ଗୋଟେ ଡ୍ରାମା କରି ଚାଲିଛନ୍ତି । ସୁମିତ ଙ୍କୁ ଜନତା ଙ୍କ ପ୍ରଶ୍ନ ଯଦି ବିଚ୍ଛେଦ ଚାହୁଁଛନ୍ତି ସେ ତେବେ କେଉଁ କାରଣ ବଶତ ଗୋଟେ ଝିଅ ର ଜୀବନ କୁ ନଷ୍ଟ କରିଲେ ? ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *