ସାମ୍ନାକୁ ଆସିଲା ଛାତି ଥରାଇ ଦେଲା ଭଳି ଦୃଶ୍ୟ ! ହଠାତ ଯେତେବେଳେ ହାବୁଡିଲା ମହାବଳ ବାଘ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ, ସାଧାରଣତ ଏହି ପୃଥିବୀର ବିଭିନ୍ନ ଦେଶ ମାନଙ୍କରେ କିଛି ନା କିଛି ଏଭଳି ଘଟଣା ମାନ ହୋଇଥାଏ, ଯାହା ସମସ୍ତଙ୍କୁ ଚକିତ କରିଦେଇଥାଏ । କିଛି ଏହିଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆ ରେ ଘୁରି ବୁଲୁଛି ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ବନ୍ଧୁଗଣ ଏହି ଦୃଶ୍ୟ ଟି ଛାତି ଥରାଇ ଦେଲା ଭଳି ଘଟଣା ଅଟେ । ଡରାଇ ଦେଲା ଭଳି ଦୃଶ୍ୟ ଅଟେ । ଏହି ଦୃଶ୍ୟ ଟି ହେଉଛି କର୍ଣ୍ଣାଟକ ବନୀର ଘାଟ ଜାତୀୟ ପାର୍କ ର ।

ଉଟି କୁ ଯାଉଥିବା କିଛି ପର୍ଯ୍ୟଟକ ଙ୍କ ସାମ୍ନା କୁ ହଟାତ ଚାଲି ଆସିଥିଲା ରୋୟାଲ ବେଙ୍ଗଲ ଟାଇଗର । ସେ ସାମ୍ନା କୁ ଆସି ଉପସ୍ଥିତ ଥିବା ପର୍ଯ୍ୟଟକ ଙ୍କ କାରକ କୁ ବେସ କିଛି ସମୟ ପାଇଁ ଦେଖିବା ପରେ ଟାଣିବାକୁ ଆରମ୍ଭ କରିଥିଲା ମହାବଳ ବାଘ । କାର ର ପଛ ଭାଗକୁ କାମୁଡିବା ସହିତ ଏହାକୁ ଟାଣିବାକୁ ଲାଗିଥିଲା । ପାଖରେ ଥିବା ଅନ୍ୟ ପର୍ଯ୍ୟଟକ ମଧ୍ୟ ଏହାକୁ ଦେଖିଥିଲେ ଏବଂ ନିଜ ଫୋନ ରେ ରେକର୍ଡ କରିଥିଲେ ।

ବାଘର ଏଭଳି ହରକତ ସମସ୍ତେ ଦେଖିଥିଲେ ସିନା କିନ୍ତୁ କେହି କିଛି କରିବାକୁ ସାହାସ କରି ନଥିଲେ । ଏହି ସଂପୂର୍ଣ୍ଣ ଘଟଣା କୁ ନିଜ ଫୋନ ରେ କଏଦ କରି ପୋଷ୍ଟ କରିଛନ୍ତି ଶିଳ୍ପପତି ଆନନ୍ଦ ବଏନ୍ଦ୍ରା । ବାଘକୁ ବୋଧ ହୁଏ କାର ପସନ୍ଦ ଆସିଛି ତେଣୁ ସେ ଏହାକୁ ଟାଣୁଛି ବୋଲି କହି ଭିଡିଓ ଟ୍ଵିଟ କରିଛନ୍ତି ଆନନ୍ଦ । ମାତ୍ର ଏହି ଦୃଶ୍ୟ ବହୁତ ଭୟାନକ ଅଟେ ।

ତେବେ ଏହିଭଳି ବାଘ ଯଦି ଆପଣଙ୍କ ସମୁଖରେ ଆସି ଛିଡା ହୋଇଯିବ ଆପଣ ଚିନ୍ତା କରି ପାରୁଥିବେ କେତେ ଏହା ଭୟାନକ ହୋଇଥିବ ? ଆପଣଙ୍କ ମୁଣ୍ଡରେ ହଟାତ ବୁଦ୍ଧି ପଶିବନି ଯେ ଆପଣ କଣ କରିବେ ? କିନ୍ତୁ ଅତ୍ୟନ୍ତ ନ ଡରି ଏହିଭଳି ଶାନ୍ତ ହୋଇ ଅପେକ୍ଷା କରି ରହିବେ ଯେ ବାଘ ଟି ଆପଣଙ୍କ ନିକଟରୁ କେବେ ଅଲଗା ସ୍ଥାନ କୁ ଯିବ । ଏହାପରେ ଆପଣ ସତର୍କତା ର ସହିତ ସେଠାରୁ ଚାଲିଯାଇପାରନ୍ତି ।

ଯେହେତୁ ବାଘ ଏକ ହିଂସ୍ର ଅଟେ ଏଣୁ ଆପଣଙ୍କୁ ବୁଦ୍ଧିମାନତାର ସହିତ ନ ଡରି ପରିସ୍ଥିତି ର ସାମ୍ନା କରିବାକୁ ହେବ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *