ଓଡିଶା ପୋଲିସ ମାନଙ୍କର ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଛନ୍ତି କି ଓଡିଶା ରେ ସରକାରୀ ପୋଲିସ ଅଫିସର ମାନଙ୍କର ମାସିକ ଦରମା କେତେ ! କିପରି ଜଣେ ପୋଲିସ ଅଫିସର ଙ୍କ ପୋଷାକ କୁ ଦେଖି ତାଙ୍କ ଦରମା ଏବଂ ଡିଭିଜନ ବିଷୟରେ ଅନୁମାନ କରିପାରିବା ଆସନ୍ତୁ ଜାଣିବା ଆମ ପେଜ୍ ମାଧ୍ୟମରେ । ଏବେ ଆପଣଙ୍କୁ ଜଣାଇବି କେଉଁ ଅଫିସର କେମିତି ପୋଷାକ ପିନ୍ଧିଥାଏ ଏବଂ ସେମାନଙ୍କ ଦରମା କେତେ ।


ଓଡିଶା ପୋଲିସ ର ସବୁଠାରୁ ତଳ ପୋଷ୍ଟ ରେ ରହିଥାନ୍ତି କନେଷ୍ଟବଳ ସେମାନଙ୍କ ଡ୍ରେସ ରେ କୌଣସି ଷ୍ଟାର ଏବଂ ଷ୍ଟ୍ରିପ ରହିନଥାଏ କେବଳ ଡ୍ରେସ ରେ ଓପି ବା ଓଡିଶା ପୋଲିସ ଲେଖାଥାଏ । ଏହା ଉପର ପୋଷ୍ଟ ରେ ରହିଥାଏ ହେଡ କନେଷ୍ଟବଳ ସେମାନଙ୍କ ଡ୍ରେସ ର ହାତ ଉପରେ ଗୋଟିଏ ଧଳା ଷ୍ଟ୍ରିପ ରହିଥାଏ । ତାପରେ ଆସିବେ ହାବିଲଦାର ଯାହାଙ୍କ ଡ୍ରେସ ର ହାତ ଉପରେ ତିନୋଟି ଧଳା ଷ୍ଟ୍ରିପ ରହିଥାଏ । ଏମାନେ ହେଲେ ସବୁଠାରୁ କମ ରାଙ୍କ ର ପୋଲିସ । ଏମାନଙ୍କ ଦରମା ୨୨୦୦୦ ରୁ ୩୦୦୦ ଭିତରେ ରହିଥାଏ ।

ତେବେ ସବୁଠାରୁ ଲୋ ପୋଷ୍ଟ ରେ ଆସିବେ ଏଏସଆଇ ସେମାନଙ୍କର ଗୋଟିଏ ଷ୍ଟାର ଏବଂ ଡ୍ରେସ ରେ ଗୋଟେ ନାଲି ଏବଂ କଳା ଷ୍ଟ୍ରିପ ରହିଥାଏ, ତା ଉପରେ ଆସିବେ ସବ ଇନେସ୍ପେକ୍ଟର ତାଙ୍କର ଦୁଇଟି ଷ୍ଟାର ରହିଥାଏ । ତା ଉପରେ ଆସିବେ ଇନେସ୍ପେକ୍ଟର ଏମାନଙ୍କର ତିନୋଟି ଷ୍ଟାର ରହିଥାଏ ।


ଶେଷରେ ଆସିବେ ଡ଼ିଏସପି ଏମାନଙ୍କର ତିନୋଟି ଷ୍ଟାର ରହିଥାଏ ମାତ୍ର କୌଣସି ଷ୍ଟ୍ରିପ ନଥାଏ । ଏମାନେ ଗଲେ ଓପିଏସ ତଥା ଓଡିଶା ପୋଲିସ ଏମାନଙ୍କର ଦରମା ଚାଳିଶି ରୁ ପଚାଶ ହଜାର ଭିତରେ । ତେବେ ବର୍ତ୍ତମାନ ଜାଣିବା ଆଇପିଏସ ତଥା ଇଣ୍ଡିଆନ ପୋଲିସ ଫୋର୍ସ ବିଷୟରେ । ପ୍ରଥମେ ଆସିବେ ଏଏସପି ତାଙ୍କ ପୋଷାକରେ କେବଳ ଗୋଟିଏ ଅଶୋକ ସ୍ତମ୍ବ ଥାଏ, ତାପରେ ଏସପି ଏହାଙ୍କର କେବଳ ଗୋଟିଏ ଷ୍ଟାର ଓ ଗୋଟିଏ ଅଶୋକ ସ୍ତମ୍ବ ରହିଥାଏ, SP-SR GRADE ଙ୍କ ର ପୋଷାକରେ ଗୋଟିଏ ଅଶୋକ ସ୍ତମ୍ବ ଓ ୨ଟି ଷ୍ଟାର ରହିଥାଏ ।


ତେବେ ତାପରେ ଆସିବେ ଡ଼ିଆଇଜି ୟାଙ୍କର କେବଳ ତିନୋଟି ଷ୍ଟାର ଓ ଗୋଟିଏ ଅଶୋକ ସ୍ତମ୍ବ ଥାଏ । ତାପରେ ଆଇଜି ଙ୍କର ଗୋଟେ ଷ୍ଟାର ଏବଂ ତଳେ ଖଣ୍ଡା ଚିତ୍ର ରହିଥାଏ ।
ଏବେ ଆସିବେ ଡ଼ିଜିପି ୟାଙ୍କ ପୋଷ୍ଟ ସବୁଠାରୁ ଉଛରେ ଏବଂ ପୋଷାକରେ କେବଳ ଗୋଟିଏ ଅଶୋକ ଷ୍ଟାମ୍ବ ତଳେ ଗୋଟିଏ ଖଣ୍ଡା ଥାଏ । ଡିଜିପି ଙ୍କ ଦରମା ୨୨୫୦୦୦ ଟଙ୍କା ଆଇଜି ଙ୍କର ଦରମ ୨,୦୫୦୦୦ ଟଙ୍କା । ଏବଂ ସମସ୍ତ ଆଇପିଏସ୍ ଙ୍କ ଦରମା ୬୦ ହଜାର ରୁ ଦୁଇ ଲକ୍ଷ ଟଙ୍କା ପଯ୍ୟନ୍ତ । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *