ଜମିରେ ହଳ କରୁଥିବା ବେଳେ ମାଛି ନେଇଗଲା ଜୀବନ, ସରପଞ୍ଚଙ୍କୁ ହରାଇ ସମସ୍ତ ଗ୍ରାମବାସୀ ଶୋକଭରା ହୋଇଯାଇଛନ୍ତି, ଦେଖନ୍ତୁ ହୃଦୟ ବିଦାରକ ଦ୍ରୁଶ୍ଯ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଛି ନେଇଗଲା ସରପଞ୍ଚଙ୍କ ଜୀବନ ! ତେବେ ସୂଚନା ମୁତାବିକ ଜଣେ ଭଲ ବିଶ୍ଵସ୍ତ ସରପଞ୍ଚ ସନାତନ କୁମାର ପ୍ରଧାନଙ୍କୁ ହରାଇ ଶୋକଭରା ହୋଇପଡିଛନ୍ତି ସମଗ୍ର ଗ୍ରାମବାସୀ । ସକାଳୁ ସକାଳୁ ଚାଷ କରିବା ପାଇଁ ସରପଞ୍ଚ ଜଣଙ୍କ ନିଜ ବିଲକୁ ଯାଇଥିଲେ । ସେଠାରେ ପ୍ରତିଦିନ ସେ ଚାଷ କାର୍ଯ୍ୟ କରିବାରେ ଲାଗି ପଡିଥିଲେ । ହେଲେ ସେହି ଚାଷ କରୁ କରୁ ଯେ ତାଙ୍କର ଜୀବନ ଏପରି ହଟାତ ପଳାଇବ । ସ କେବେ ବି ସ୍ଵପ୍ନରେ ସୁଦ୍ଧା ଭବିନଥିଲେ ।

କାରଣ ସରପଞ୍ଚ ଜଣଙ୍କ ଚାଷ କାର୍ଯ୍ୟ କରୁଥିବା ସମୟରେ ହଟାତ ମାଟି ତଳୁ କିଛି ବିଷକ୍ତ ମାଛି ବାହାରିଥିଲା । ତେବେ ସାମାନ୍ୟ ମାଛିକୁ ଦେଖି କିଛି କୁଆଡୁ ଭାବି ନଥିଲେ ସରପଞ୍ଚ । ହେଲେ ହଟାତ ସେହି ମାଛି ମାନଙ୍କ ଆକ୍ରମଣର ଶିକାର ହୋଇଯାଇଥିଲେ ଗ୍ରାମର ସରପଞ୍ଚ । ତେବେ ମାଛି ମାନଙ୍କ କବଳରୁ ବର୍ତ୍ତିବା ପାଇଁ ସରପଞ୍ଚ ଜଣଙ୍କ ଧାଇଁ ଧାଇଁ ଗ୍ରାମ ଅଭିମୁଖେ ଦୌଡିଥିଲେ । ଯାହାକି ଏକ CC ଟିଭିରେ ଏପରି କିଛି ଦ୍ରୁଶ୍ଯ କଏଦ ହୋଇଛି ।

ଯେଉଁଠାରେ କି ସରପଞ୍ଚଙ୍କ ସମେତ ଆଉ ୨ ଜଣ ମଧ୍ୟ ମାଛି ମାନଙ୍କ କବଳରୁ ନିଜକୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡୁଥାନ୍ତି । ହେଲେ ସେହି ବିଷାକ୍ତ ମାଛି ମାନଙ୍କ ଆକ୍ରମଣରୁ ସରପଞ୍ଚଙ୍କ ସ୍ଵାସ୍ଥବସ୍ତା ଗୁରୁତର ହୋଇଯାଇଥିଲା । ତାଙ୍କୁ ମେଡିକାଲକୁ ନେବା ପରେ ତାଙ୍କର ସେଠାରେ ଦେହାନ୍ତ ଘଟି ଥିଲା । ଯାହା ପରେ ଗ୍ରାମସାରା ସରପଞ୍ଚଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିଲେ ।

ବିଶେଷ କରି ସରପଞ୍ଚଙ୍କ ଘର ପରିବାର ଓ ତାଙ୍କ ଧର୍ମପତ୍ନୀ ଏପରି ଏକ ହୃଦୟବିଦାରକ ଘଟଣା ପରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଏପରି କିଛି ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ପଂଚାୟତର ଏକ ଗ୍ରାମରେ ଦେଖିବାକୁ ମିଳିଛି । ତେବେ ସାମାନ୍ୟ ମାଛି ମଧ୍ୟ ଏପରି ଭାବେ ଗୋଡାଇ ଗୋଡାଇ ଜଣଙ୍କ ଜୀବନ ପ୍ରତି ପ୍ରାଣଘାତୀ ସାଜିପାରେ ।

ଏହା ଶୁଣିବା ପରେ ବହୁତ ଭୟ ଲାଗୁଛି । ହେଲେ ଜଣେ ଅତି ପ୍ରିୟର ସରପଞ୍ଚଙ୍କୁ ହରାଇକୁଡୁତାଇ ପଂଚାୟତ ଅଧୀନ ସମସ୍ତ ଲୋକ ତାଙ୍କୁ ମନେ ପକାଇ ପକାଇ ଝୁରୁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *