ମୋ ଶାଶୁ ଆସି ଅଫିସରେ ହଙ୍ଗାମା କରିକି ଯାଇଥିଲେ, ମୋ ଝିଅକୁ ଲାଇନ ମାରୁଛି, ଚାକିରୀରୁ ବାହାର କରିଦିଅ କାହିଁକି ? ଏପରି କହିଲେ RJ Kp

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୫ ବର୍ଷରେ ଥରେ ସ୍ଵାମୀ ବଦଳିବା ଦରକାର ! ତେବେ ସୂଚନା ମୁତାବିକRJ KP ଓ RJ ଗୁଡ୍ଡିଙ୍କ ସ୍ଵର ବହୁତ ଲୋକ ଶୁଣିବାକୁ ପାଇଛନ୍ତି । ତେବେ ରେଡିଓରେ ନିଜର ମଧୁର କଥାରେ ସମସ୍ତଙ୍କୁ ଦିୱାନା ବନାଉଥିବା ଯୋଡି RJ KP ଓ RJ ଗୁଡି ନିଜର ବୈବାହିକ ଜୀବନୀକୁ ନେଇ ଗମାଧ୍ୟମ୍ନରେ ନିଜର କିଛି ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ କି ଗୁଡି କହିଥିଲେ । ଯେ ଆମ ଘରେ ମୋ ବାହାଘର ପାଇଁ ବହୁତ ପ୍ରସ୍ତାବ ଆସୁଥିଲା ।

ଯେହେତୁ ମୁଁ ଜବ କରୁଥିଲି । ତେଣୁ ମୁଁ ମାରେଜ ପରେ ମଧ୍ୟ ଜବ କଣ୍ଟିନ୍ୟୁ କରିବାକୁ ଚାହୁଁଥିଲି । ହେଲେ ଯିଏ ବାହାଘର ପ୍ରସ୍ତାବ ନେଇକି ଆସୁଥିଲା । ସେ ଯେତେବେଳେ ମୋର ଜବକୁ ନେଇକି କିଛି କହୁଥିଲା । ସେଠି ମୁଁ ଡାଇରେକ୍ଟ ସେ ମାରେଜ ପ୍ରପୋଜାଲକୁ ମନା କରିଦେଉଥିଲି । କାରଣ ମୁଁ ଜବ କରିକି ନିଜର ଗୋଟିଏ ପରିଚୟରେ ରହିବା ପାଇଁ ଚାହୁଁଥିଲି । ବାହାଘର ପରେ ଜବ କରିବାକୁ ମନା କରିବେ ତ ସେଠାରେ ମୋର ବାହା ହେବାର ହିଁ ନାହିଁ ।

ହେଲେ ମୋର ଆଉ KP ଙ୍କର ଯେତେବେଳେ ପ୍ରେମ ଆରମ୍ଭ ହୋଇଥିଲା । ସେତେବେଳେ ତାଙ୍କୁ ମୁ ମାରେଜ କରିବି କି ନାହିଁ ତାହା ତ ଠିକ ନଥିଲା ।ହେଲେ KP ମୋତେ କହିଥିଲେ ଯେ ତୁ ତମ ଘରେ ବୁଝା ଆଉ ମୁଁ ଆମ ଘରେ ବୁଝେଇବି । ଯଦି ତମ ଘରେ ରାଜି ହେଇଯିବେ । ତେବେ ଯାଇ ଆମେ ବାହା ହୋଇଯିବା । ତେବେ RJ KP ଙ୍କ କହିବା ଆଧାରରେ ମୁଁ ଯେତେବେଳେ ଗୁଡିଙ୍କୁ ଭଲ ପାଉଥିଲି ।

ସେତେବେଳେ ଆମ ଅଫିସକୁ ଆସି ମୋ ଶାଶୁ ମାନେ ଗୁଡିଙ୍କ ମାମା ଆସି ମୋତେ ମନା କରିଥିଲେ । ମୋ ଝିଅକୁ ଭଲ ପାଇବ ନାହିଁ । ଆଉ ଯଦି ମୋ ଝିଅକୁ ଭଲ ପାଇବୁ ଚାକିରୀରୁ ତମକୁ ବାହାର କରିଦିଆଯିବ । ତେବେ ଏହିପରି ଭାବରେ କିଛି ସମସ୍ଯା ଘାତପ୍ରାତିଘତ ପରେ ମଧ୍ୟ ଆମ ୨ ଜଣଙ୍କର ବାହାଘର ହୋଇଯାଇଥିଲା ।

ହେଲେ ଯେହେତୁ ଆମେ ଦୁହେଁ ଦୁହିଙ୍କୁ ଆଗରୁ ଜାଣିଥିଲୁ । ଆମ ମଧ୍ୟରେ ସବୁବେଳେ ଏମିତି ଥଟ୍ଟା ମଜା ଲାଗିରହିଥାଏ । ଗୁଡି କୁହନ୍ତି ଯେ ୫ ବର୍ଷରେ ଥରେ ସରକାର ବଦଳ କରାଯାଉଛି । ୧୦ ବର୍ଷ ପରେ ମୁଁ ତମକୁ ବଦଳ କରିଦେବି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *