Bollywood ର ଏହି 5 ଅଭିନେତାଙ୍କ ପାଇଁ ଫେମସ ହିରୋଇନ ମାନଙ୍କ ମଧ୍ୟରେ ହୋଇଥିଲା କ୍ୟାଟ ଫାଇଟ, 3 ନମ୍ବର ଯୋଡି ତ ଏବେ ବି ପରସ୍ପର ର ମୁହଁ ଦେଖିବାକୁ ଚାହାଁନ୍ତି ନାହିଁ

ନମସ୍କାର ବନ୍ଧୁଗଣ ତେବେ ଆମ ବଲିଉଡ କୁ ମାୟା ନଗରୀ ବୋଲି ମଧ୍ୟ କୁହାଯାଏ । ଏଠାରେ କେତେବେଳେ କଣ ହୋଇଯାଏ ତାହା କେହି ଜାଣି ପାରନ୍ତି ନାହିଁ । ତେବେ ଏଠାରେ ପ୍ରେମ ବିଚ୍ଛେଦ ବହୁତ ସାଧାରଣ କଥା ମଧ୍ୟ । ଏହି ବଲିଉଡ ଜଗତରେ ଅନେକ ସୁନ୍ଦରୀ ସୁନ୍ଦରୀ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ସେମାନଙ୍କ ଭିତରେ କିଛି ନା କିଛି କାରଣ କୁ ନେଇ କ୍ୟାଟ ଫାଇଟ ବା ଶୀତଳ ଯୁଦ୍ଧ ଲାଗି ରହିଥାଏ । କେତେବେଳେ କୌଣସି ଫିଲ୍ମ ପାଇଁ ତ କେତେବେଳେ କୌଣସି ଭୂମିକା ପାଇଁ । ତେବେ ଆଜି ଆମେ ଆପଣ ଙ୍କୁ ସେହି ଅଭିନେତ୍ରୀ ମାନଙ୍କ କ୍ୟାଟ ଫାଇଟ ବିଷୟରେ କହିବୁ ଯେଉଁମାନେ ଗୋଟିଏ ଅଭିନେତା ପାଇଁ ଅନ୍ୟ ଜଣଙ୍କର ଶତ୍ରୁ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ସବୁ ଅଭିନେତ୍ରୀ ମାନେ କିଏ ।

୧- ଲିଷ୍ଟ ର ପ୍ରଥମ ରେ ଅଛନ୍ତି ଅମୃତା ସିଂହ ଏବଂ କରିନା କପୂର । ତେବେ କରିନା ଏବଂ ଅମୃତା ଙ୍କ ମଝିରେ ବୟସ ର ବହୁତ ବଡ଼ ପାର୍ଥକ୍ୟ ରହିଛି । ତେବେ ସେମାନଙ୍କ ଭିତରେ ଝଗଡା ହେବାର କାରଣ ହେଉଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ । ତେବେ ସେଫ ଙ୍କ ପ୍ରଥମ ପତ୍ନୀ ଥିଲେ ଅମୃତା ସିଂହ ତେବେ ସୈଫ ପରେ ତାଙ୍କୁ ଛାଡ଼ପତ୍ର ଦେଇ କରିନା ଙ୍କୁ ବିବାହ କରିଥିଲେ ଏବଂ ଦୀର୍ଘ ୧୩ ବର୍ଷ ଧରି ଏହି ଦୁଇ ଜଣ ଙ୍କ ଭିତରେ ଶତ୍ରୁତା ରହିଛି ।

୨- ଦ୍ଵିତୀୟ ରେ ହେଉଛନ୍ତି ଜୁହି ଚାୱଲା ଏବଂ ରୀନା ଦତ୍ତ । ତେବେ ବଲିଉଡ ର ପରଫେକ୍ସନିଷ୍ଟ ଅଭିନେତା ଆମୀର ଖାନ ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ ତେବେ ଆମୀର ଏବଂ ଜୁହି ଙ୍କ ପ୍ରେମ ର କଥା ଯେତେବେଳେ ଚାରିଆଡେ ଘୁରି ବୁଲିଲା ସେତେବେଳେ ଆମୀର ଙ୍କ ପତ୍ନୀ ରୀନା ଜୁହି ଙ୍କୁ ନିଜ ସ୍ୱାମୀ ଠାରୁ ଦୂରେଇ ରହିବା ପାଇଁ କହିଥିଲେ ତେବେ ଏହା ପରେ ମଧ୍ୟ ଜୁହି ଆମୀର ଙ୍କ ଠାରୁ ଦୂରେଇ ନଥିଲେ ତେବେ ଏହା ପରଠାରୁ ଏହି ଦୁଇ ଜଣଙ୍କ ଭିତରେ ଚାଲିଛି କ୍ୟାଟ ଫାଇଟ ।


୩- ତୃତୀୟ ରେ ହେଉଛନ୍ତି ଐଶ୍ୱର୍ଯ୍ୟ ରୟ ଏବଂ ରାଣୀ ମୁଖାର୍ଜୀ । ତେବେ ବଲିଉଡ ର ଅଭିନେତା ଅଭିଷେକ ଵଚନ ଙ୍କୁ ନେଇ ଏହି ଦୁଇ ଅଭିନେତ୍ରୀ ମାନଙ୍କ ଭିତରେ ହୋଇଥିଲା ଝଗଡା । ତେବେ ଅଭିଷେକ ଐଶ୍ୱର୍ଯ୍ୟ ଙ୍କୁ ବିବାହ କରିବା ପୂର୍ବରୁ ହିଁ ରାଣୀ ମୁଖାର୍ଜୀ ଙ୍କ ସହ ପ୍ରେମ ସମ୍ପର୍କ ରେ ଥିଲେ । ତେବେ ରାଣୀ ଐଶ୍ୱର୍ଯ୍ୟ ଙ୍କୁ ଅଭିଷେକ ଙ୍କ ଠାରୁ ଦୁରେଇ ଯିବା ପାଇଁ କହିଥିଲେ କିନ୍ତୁ ସେ ମାନି ନଥିଲେ ଏବଂ ଏହା ପରଠାରୁ ଦୁଇ ଜଣଙ୍କ ଭିତରେ ବହୁତ ଝଗଡା ହୋଇଥିଲା ଏବଂ ଦୁହେଁ କୌଣସି ପୋଗ୍ରାମ ଏବଂ ପାର୍ଟି ରେ ଏକାଠି ମଧ୍ୟ ନଜର ଆସି ନଥିଲେ ।


୪- ଚତୁର୍ଥ ରେ ହେଉଛନ୍ତି ଡ଼ିମ୍ପଲ କପାଡ଼ିଆ ଏବଂ ପୂଜା ଦେଓଲ । ତେବେ ବଲିଉଡ ର ସୁପରଷ୍ଟାର ସନି ଦେଓଲ ଙ୍କ ପ୍ରେମ ରେ ପଡି ଯାଇଥିଲେ ଡ଼ିମ୍ପଲ କପାଡ଼ିଆ ତେବେ ଦୁହେଁ ଏକାଠି ବହୁତ ସ୍ଥାନରେ ନଜର ମଧ୍ୟ ଆସିଥିଲେ । ତେବେ ଏହି ଖବର ପରେ ସନି ଙ୍କ ପତ୍ନୀ ପୂଜା ଡ଼ିମ୍ପଲ ଙ୍କୁ ମନା କରିଥିଲେ ସନି ଙ୍କ ସହ ମିଶିବାକୁ ଏବଂ ଏହା ପରେ ଦୁଇ ଜଣଙ୍କ ଭିତରେ କେବେବି ଭଲ ସଂପର୍କ ହୋଇ ପାରି ନାହିଁ ।

୫- ପଞ୍ଚମ ରେ ହେଉଛନ୍ତି କ୍ୟାଟ୍ରିନା କେଫ ଏବଂ ଐଶ୍ୱର୍ଯ୍ୟ ରୟ । ତେବେ କ୍ୟାଟ୍ରିନା ଏବଂ ଐଶ୍ଵର୍ଯ୍ୟା ଙ୍କ ଭିତରେ କ୍ୟାଟ ଫାଇଟ ର କାରଣ ହେଉଛନ୍ତି ବଲିଉଡ ର ଦବଙ୍ଗ ସଲମାନ ଖାନ । ତେବେ ଐଶ୍ଵର୍ଯ୍ୟା କ୍ୟାଟ୍ରିନା ଙ୍କୁ ଫୋନ କରି ନିଜର ଏବଂ ସଲମାନ ଙ୍କ ର ରିଲେସନ ବିଷୟରେ କହିଥିଲେ ଏବଂ ସେ ଚାହୁଁ ନାହାନ୍ତି କି ତାଙ୍କ ସହ ମଧ୍ୟ କୌଣସି ଖରାପ ବ୍ୟବହାର ହେଉ ବୋଲି କିନ୍ତୁ କ୍ୟାଟ୍ରିନା ଐଶ୍ଵର୍ଯ୍ୟା ଙ୍କୁ ଚୁପ କରାଇ ତାଙ୍କ ସହ କେବେବି କଥା ନ ହେବା ପାଇଁ କହି ଦେଇଥିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *