ଗଜବ ହେଇଗଲା ! ଆକାଶରୁ ହେଲା ମାଛ ବର୍ଷା, ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଆଚମ୍ବିତ କରିଦେଉଥିବା କିଛି ଖବର ବିଷୟରେ କହିବୁ । ଯାହାକି ବର୍ଷ ଆରମ୍ଭ ହେଉ ହେଉ ଶୁଣିବାକୁ ମିଳୁଛି । ଏହିଭଳି ଖବର ଆପଣ ଆଗରୁ କେବେ ବି ଶୁଣି ନ ଥିବେ କିମ୍ବା ଦେଖି ନ ଥିବେ । ଏହି ସବୁ ଖବର ବହୁତ ହିଁ ଭିନ୍ନ ପ୍ରକାରର ଅଟେ । ଯେମିତି କି ଦୁନିଆରେ ଏମିତି ବି ଗୋଟିଏ ସ୍ଥାନ ଅଛି ଯେଉଁଠି ଆକାଶରୁ ମାଛର ବର୍ଷା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହିଭଳି କିକି ଅଦ୍ଭୁତ୍ତ ଖବର ବିଷୟରେ । ମଧ୍ୟପ୍ରଦେଶର ବେତୁଲରେ ନୂଆ ବର୍ଷରେ ଏକ ଅଦ୍ଭୁତ ଭିଡିଓ ସାମ୍ନାକୁ ଆସିଛି ।

ଯାହାକୁ ଦେଖି ଲୋକମାନେ ବହୁତ ଖୁସି ଅଛନ୍ତି । ଜିଲ୍ଲା ହସ୍ପିଟାଲରେ ଝିଅ ଜନ୍ମ ହେବା ପରେ ସୁନା ଓ ଚାନ୍ଦିର ଲକେଟ ବଣ୍ଟା ଗଲା । ବେତୁଲର ଜିଲ୍ଲା ହସ୍ପିଟାଲରେ ନୂଆ ବର୍ଷରେ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କ ସ୍ଵାଗତ କରିବା ପାଇଁ ହାତରେ କିଛି ଫୁଲ ନେଇ ସମାଜସେବୀ ପହଞ୍ଚି ଯାଇ ଥିଲେ ।

ଏତିକି ନୁହେଁ ଝିଅମାନଙ୍କ ଜନ୍ମ କରିଥିବା ମା ମାନଙ୍କୁ ବି ସମ୍ମାନ କରାଗଲା । ସମାଜସେବୀଙ୍କ ଏହି ଘଟଣା ବର୍ତ୍ତମାନ ସେହି ଅଞ୍ଚଳରେ ଚର୍ଚାର ବିଷୟ ହୋଇ ଯାଇଛି । କହିଦେଉଛୁ କି ମୋଟ ୨୩ ଟି ଲକେଟ ବଣ୍ଟା ଗଲା । ଯେଉଁଥିରେ ୨୦୨୨ରେ ଜନ୍ମ ଗ୍ରହଣ କରିଥିବା ୩ ଜଣ ଝିଅଙ୍କୁ ସୁନା ଓ ୨୦୨୧ରେ ଜନ୍ମ ଗ୍ରହଣ କରିଥିବା ୨୦ ଜଣ ଝିଅକୁ ଚାନ୍ଦିର ଲକେଟ ଦିଆଗଲା ।

ଅନ୍ୟ ଏକ ଖବର ପ୍ରେମୀ ଯୁଗଲ ସହ ଯୋଡି ଅଛି । ଏଥିରେ ୫୭ ବର୍ଷର ବୟଫ୍ରେନ୍ଡ ଅଛି ଓ ତାର ୨୩ ବର୍ଷର ଗର୍ଲଫ୍ରେନ୍ଡ ଅଛି । ବୟସ ମଧ୍ୟରେ ଏତେ ପାର୍ଥକ୍ୟ ଏହା ଏମାନଙ୍କର ସବୁଠୁ ବଡ ଖାସ କଥା ଅଟେ । ସବୁଠୁ ବଡ କଥା ହେଉଛି କି ଦୁଇ ଜଣ ହିଁ ଟିକଟକ ଉପରେ ବହୁତ ପପୁଳାର ଅଟନ୍ତି । ବିବାହ ପରେ ବୟଫ୍ରେନ୍ଡ ନିଜର ଗର୍ଲଫ୍ରେନ୍ଡର ଚାକିରି ଛଡାଇ ଦେଲା । ବର୍ତ୍ତମାନ ଏହି ଯୋଡି ବିଷୟରେ ସମସ୍ତେ ଚର୍ଚା କରୁଛନ୍ତି ।

ତୃତୀୟ ଆଶ୍ଚର୍ଯ୍ୟ କରି ଦେଉଥିବା ଖବର ଆମାରିକାର ଅଟେ । ଯେଉଁଠି ଅଚାନକ ଆକାଶରୁ ମାଛର ବର୍ଷା କାରଣରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଆମରିକାର ଟେକ୍ସାସର ଏକ ଅଞ୍ଚଳରେ ଏହିଭଳି କିଛି ହୋଇଛି । ଦିନେ ଏହି ଅଞ୍ଚଳରେ ବର୍ଷା ହେଲା ଓ ଆକାଶରୁ ମାଛ ବି ପଡୁଥିଲା । ଲୋକମାନେ ଏହାର ଲାଭ ବି ଉଠାଇଲେ ଓ ମାଛକୁ ଜମା କରି ଘରକୁ ନେଇ ଗଲେ । ଆକାଶରୁ ଯେତେବେଳେ ମାଛ ପଡୁଥିଲା ତେବେ ଲୋକମାନେ ଚିନ୍ତା କରିଲେ କି ବରଫ ଖଣ୍ଡ ପଡୁଛି ସେଥିପାଇଁ ପ୍ରଥମେ କେହି ବି ବାହାରକୁ ଆସିଲେ ନାହିଁ ।

କିନ୍ତୁ ଯେତେବେଳେ ବର୍ଷା କମ ହେଲା ତେବେ ଲୋକମାନେ ଦେଖିଲେ କି ରାସ୍ତାରେ ମାଛ ପଡିଛନ୍ତି । ଯେତେବେଳେ ବାତ୍ୟା ସମୁଦ୍ର ଦେଇ ସ୍ଥଳଭାଗକୁ ଆସିଥାଏ ତେବେ ସେ ନିଜ ସହିତ ଛୋଟ ମାଛ, କଙ୍କଡା, ବେଙ୍ଗ ଓ ଅନ୍ୟ ଜୀବକୁ ଆଣି ସ୍ଥଳ ଭାଗରେ ଫୋପାଡି ଦିଏ । ତେବେ ଏହି ଲେଖାଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *