ଗମ୍ଭୀର ହୋଇ ବସିଥିଲେ ଧୋନୀ, ମନ ଦୁଃଖରେ ବସିଥିଲା ଝିଅ, ଚେନ୍ନାଇ ଜିତିଲା ବାପାଙ୍କୁ ଧରି କାନ୍ଦିଲା ଧୋନୀଙ୍କ କୁନି ଝିଅ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚେନ୍ନାଇ ଜିତିଲା ଖୁସିରେ ବାପାଙ୍କୁ ଧରି କାନ୍ଦିଲା ଝିଅ ! ତେବେ ୨୦୨୩ IPL ଫାଇନାଲ ମ୍ଯାଚରେ ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ଧମାକାଦାର କ୍ରିକେଟ ଲଢେଇ ଚାଲିଥିଲା । କିଏ ଜିତିବ ଓ କିଏ ହାରିବ ? ଏହି କଥାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବହୁତ ବଡ ଏକ ପ୍ରଶ୍ନ ଉଙ୍କି ମାରୁଥିଲା ? ହେଲେ ନିଜ ନିଜ ଦଳର ଜିତ ହେବାର ଆଶା ନେଇ କ୍ରିକେଟକୁ ଏଞ୍ଜୟ କରୁଥିଲେ କ୍ରିକେଟପ୍ରେମୀ । ସେଥିମଧ୍ୟରେ ପୁଣି ବର୍ଷା ବାଧକ ସାଜିଥିଲା ।

ଯାହାକୁ ନେଇ ମହେନ୍ଦ୍ର ସିଂହ ଧୋନୀ ସଂପୂର୍ଣ୍ଣ ଭାବେ ଗୁମ୍ ହୋଇ ବସିଯାଇଥିଲେ । କାରଣ ସେ ନିଜ ଦଳର ବିଜୟ ହେବାର ଭାବନାରେ ବେଶ ଆଶାବାନ୍ଧିଥିଲେ । ତେବେ ମ୍ଯାଚ ଶେଷ ବେଳକୁ ୧୦ ରନର ଟାର୍ଗେଟ ରହିଥିଲା ଚେନ୍ନାଇ ଆଗରେ । ତାପରେ ରବୀନ୍ଦ୍ର ଜାଡେଜା ମଇଦାନ ଉପରକୁ ଯାଇଥିଲେ । ପ୍ରଥମେ ମାରିଥିଲେ ଛକା ଓ ତାପରେ ମାରିଥିଲେ ଚଉକା । ଯାହାକୁ ଦେଖି ଖୁସିରେ ଭାବଭରା ହୋଇପଡିଥିଲେ ଧୋନୀ ।

ଆଉ ପଡିଆ ମଧ୍ୟକୁ ଓହ୍ଲାଇ ଆସି ଜାଡେଜାଙ୍କୁ ଧରି ଆଲିଙ୍ଗନ କରି ପକାଇଥିଲେ । ଖାଲି ସେତିକି କାହିଁକି ବାପାଙ୍କ ଖୁସି ଦେଖି ପଡିଆ ମଧ୍ୟକୁ ଧୋନୀଙ୍କ ଝିଅ ମଧ୍ୟ ଧାଇଁ ଆସିଥିଲା । ଆଉ ବାପାଙ୍କୁ ଧରି ଖୁସିରେ କାନ୍ଦି ପକାଇଥିଲା । ତାପରେ ବାପାଙ୍କ ଆଖରୁ ଖୁସରେ ଝଋ ପଡୁଥିବା ଲୁହକୁ ମଧ୍ୟ କୁନି ଝିଅ ନିଜ ହାତରେ ପୋଛି ଦେଇଥିଲା । ଏପରି ଦୃଶ୍ୟକୁ ଯିଏ ବି ଦେଖୁଥିଲେ । ସେ ସତରେ ଭାବୁକ ହୋଇ କାନ୍ଦି ପକାଉଥିଲେ ।

ତେବେ ଚେନ୍ନାଇ ସୁପର କିଙ୍ଗ ଫାଇନାଲର ବିଜୟ ସମୟର ଏଭଳି କିଛି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଦେଇଛି । ଆଉ ସମସ୍ତେ କହୁଛନ୍ତି ମହେନ୍ଦ୍ର ସିଂହ ଧୋନୀ କେବଳ ଜଣେ କ୍ରିକେଟର ନୁହନ୍ତି । ବଂର ସେ ହେଉଛନ୍ତି କୋଟି କୋଟି କ୍ରିକେଟ ପ୍ରେମୀଙ୍କର ଇମୋଶନଙ୍କ ସହିତ ଯୋଡା ଜଣେ ହୃଦୟବାନ ବ୍ୟକ୍ତିତ୍ବ । ଜିଏକି  ଆରମ୍ଭରୁ ହିଁ CSK ସହିତ ଯୋଡି ହୋଇ ରହିଛନ୍ତି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏହା ସହ କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂହଙ୍କୁ ନେଇ ଆପଣଙ୍କର ମତାମତ ଆମକୁ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *