ପଡିଆ ଭିତରକୁ ଦୌଡି ଯାଇ ସ୍ଵାମୀଙ୍କୁ ଆଲିଙ୍ଗନ କରିଲେ ଜାଡେଜାଙ୍କ ସ୍ତ୍ରୀ ! ପ୍ରସଂଶକ କହିଲେ ଯୋଡି ହେବ ତ ଏମିତି !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପଡିଆ ଭିତରକୁ ଦୌଡିଗଲେ ଜାଡେଯା ଙ୍କ ସ୍ତ୍ରୀ ! ତେବେ ଖବର ଅନୁଯାଇ ୨୦୨୩ IPL ଫାଇନାଲ ମ୍ଯାଚ ଦିନ ଯେତେବେଳେ CSK ଜିତିଥିଲା । ଲକ୍ଷ ଲକ୍ଷ CSK ଟିମ ଲଭର ତଥା କ୍ରିକେଟ ପ୍ରେମୀ ଧୋନୀ ବାହିନୀର ବିଜୟ ଦେଖି ଖୁସି  ଭରା ହୋଇଯାଇଥିଲେ । ଆଉ ସେତିକି ବେଳେ ଚେନ୍ନାଇ ସୁପର କିଙ୍ଗ ର ସମସ୍ତ ଟିମ ମେମ୍ବର ଖୁସିରେ ନାଚି ଉଠିଲେ । ଖାଲି CSK ର ଟିମ ମେମ୍ବର କାହିଁକି ଟିମ ମେମ୍ବରଙ୍କ ଘର ପରିବାର ଲୋକ ମଧ୍ୟ ଖୁସିରେ ଭାବ ବିହ୍ଵଳ ହୋଇଯାଇଥିଲେ ।

ତେବେ ମ୍ଯାଚ ର ଶେଷ ୨ ବଲରେ ଜାଡେଜା ଗୋଟିଏ ଚଉକା ଓ ଗୋଟିଏ ଛକା ମାରି ନିଜ ଦଳ CSKକୁ ଜିତାଇଦେଇଥିଲେ । ଯେଉଁ ମୂହୁର୍ତ୍ତ କ୍ରିକେଟ ପ୍ରେମୀଙ୍କ ପାଇଁ ବହୁତ ହିଁ ଭଲ ରୋମାଞ୍ଚକ ଭରା ଦୃଶ୍ୟ ରହିଥିଲା । ଏହି ଯେପରି ମ୍ଯାଚ ଫାଇନାଲ ଦିନ CSK ଟିମ ର ବିଜୟ ପରେ ନିଜ ସ୍ଵାମୀ ଜାଡେଯାଙ୍କ ସଫଳତା ଦେଖି ଖୁସିରେ ଫାଟି ପଡିଥିଲେ ତାଙ୍କ ସ୍ତ୍ରୀ ରିଭା ଜାଡେଜା । ମ୍ଯାଚ ସରୁ ସରୁ ସଙ୍ଗେ ସଙ୍ଗେ ପାଭିଲିଅନରୁ ସିଧାସଳଖ ପଡିଆ ମଧ୍ୟକୁ ଦଉଡି ଆସିଥିଲେ ଜାଡେଜାଙ୍କ ଧର୍ମପତ୍ନୀ ।

ଏହାପରେ ସଙ୍ଗେ ସଙ୍ଗେ ନିଜ ସ୍ଵାମୀଙ୍କ ପାଦ ଛୁଇଁ ତାଙ୍କୁ ପ୍ରଣାମ କରିବା ସହ ତାଙ୍କୁ ଖୁସିରେ ଆଲିଙ୍ଗନ ମଧ୍ୟ କରି ପକାଇଥିଲେ । ଯାହାର ଦୃଶ୍ୟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏ ଫୋନରୁ ସେ ଫୋନ ଘୁରି ବୁଲୁଛି । ସମସ୍ତେ ମଧ୍ୟ ସେହି ମୂହୁର୍ତ୍ତର ଜାଡେଜା ଓ ତାଙ୍କ ସ୍ତ୍ରୀଙ୍କ ଫୋଟ ଓ ଭିଡିଓ ଦେଖି ଯୋଡିକୁ ଅନେକ ପ୍ରଶଂଷା ମଧ୍ୟ କରୁଛନ୍ତି । କମେଣ୍ଟରେ ଅନେକ ୟୁଜର କହୁଛନ୍ତି ଯୋଡି ହେବ ତ ଏମିତି ।

ଜଣଙ୍କ ଖୁସିରେ ଅନ୍ୟ ଜଣେ ନିଜର ଖୁସିକୁ ଖୋଜିପାଇଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ସଫଳତା ତାଙ୍କ ସ୍ତ୍ରୀ ନିଜ ସଫଳତା ଭାବିନେଇଛନ୍ତି । ଏବଂ ସ୍ଵାମୀଙ୍କ ଖୁସିରେ ନିଜେ ଖୁସି ହୋଇ ଭାବ ବିହ୍ଵଳ ମଧ୍ୟ ହୋଇପାଡିଥିଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏହା ସହ ରବୀନ୍ଦ୍ର ଜାଡେଜା ଓ ତାଙ୍କ ଧର୍ମପତ୍ନୀଙ୍କ ଯୋଡି ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *