ଦେଢଶୁର ମୋର ଫୋଟ ଉଠାଇ ଥିଲେ, ଦିବ୍ୟ ସେହି ଫୋଟକୁ ମୋତେ ଫ୍ରେମ କରି ଗିଫ୍ଟ ଦେଇଥିଲେ, କୋଉଠି ରଖିବି ଜାଣିପାରିନଥିଲି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦେଢଶୁର ମୋର ଫୋଟୋ ଉଠାଇଥିଲେ ! ତେବେ ସୋସିଆଲ ମିଡିଆରେ ନିଜର ଭ୍ଲଗ ପାଇଁ ଓଡିଶାବାସୀଙ୍କର ବହୁତ ସାରା ଭଲ ପାଇବା ପାଇଥିବା ଜଣେ ଭ୍ଲଗର ମିଡିଆ ସାମ୍ନାରେ ନିଜର ବାହାଘର ଓ ପ୍ରେମକୁ ନେଇ ନିଜର ମତ ଶେୟାର କରିଛନ୍ତି । ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟର ନିରୁ ଭାଉଜ । ତେବେ ନିରୁଙ୍କ କହିବା ଆଧାରରେ ଆମେ ଦିବ୍ୟଙ୍କର ଓ ମୋର ଛୋଟ ବେଳର ହିଁ ସାଙ୍ଗ ।

ତାପରେ ଛୋଟ ବେଳରୁ ନେଇକରି ବଡ ହେବା ପର୍ଯ୍ୟନ୍ତ ଆମର ସେହିପରି ବନ୍ଧୁତା ଭଲ ଥିଲା । ତାପରେ ସେହି ଭଲ ପାଇବା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ହେଲେ ସେହି ଭଲ ପାଇବା ଯେତିକି ଆମ ପାଇଁ ଭଲ ଥିଲା । ସେତିକି କଷ୍ଟସାଧ୍ୟ ମଧ୍ୟ ଥିଲା । ଯେମିତିକି ଥରେ ଦିବ୍ୟ ମୋ ପାଇଁ ଗୋଟିଏ ବହୁତ ବଡ ଫ୍ରେମର ଫୋଟ ପଠାଇଥିଲେ । ଯେଉଁଥିରେ ତାଙ୍କର ଓ ମୋର ବହୁତ ସାରା ଫୋଟ ସଜା ହେଇକି ରକ୍ଷା ଯାଇଥିଲା ।

ମୁଁ ତ ସେହି ଫ୍ରେମକୁ ନେବା ପାଇଁ ମନା କରିଦେଇଥିଲି । ହେଲେ ସେ ମୋଟ ବାଧ୍ୟ କଲେକି ନାହିଁ ଯାହା ହେଇଯାଉ ତୁ ନେଇକି ଯିବୁ । ସେହି ଫୋଟ ଫ୍ରେମରେ ପୁଣି ଜୋଉ ସବୁ ଫୋଟ ଥିଲା । ସେ ସବୁ ଫୋଟ ଆମ ଦୁହିଙ୍କର ମୋର ଏବେର ହିସାବରେ ଯିଏ ଦେଢଶୁର ହେବେ । ସେହି ସେତେବେଳେ ବାହାଘର ପୂର୍ବରୁ ଦିବ୍ୟ ଆଉ ମୋର ଫୋଟ ଉଠାଇଥିଲେ । ଖାଲି ସେହି ଗିଫ୍ଟ ନୁହେଁ ବହୁତ ସାରା ଦିବ୍ୟ ଦେଇଥିବା ଗିଫ୍ଟ ମୋ ବେଡରୁମରେ ମୁଁ ସାଇତିକି ରଖିଛି ।

ଯାହା ହେଲେ ବି ସେ ସବୁ ମୋର ପୁରୁଣା ଦିନର ସ୍ମୃତି ଥିଲା । ଘରେ ଏହି ସବୁ ବିଷୟରେ କାଳେ ଜାଣିଦେବେ ଏସବୁ ଭାବିକି ବହୁତ ଡର ଲାଗୁଥିଲା । ତାପରେ ଫାଇନାଲି ଘର ଲୋକ ରାଜି ନହେବାରୁ ମୁଁ ତାଙ୍କ ସହ ଘରୁ ପଳାଇ ଆସିଥିଲି । ଏବେ ବାହାଘରର ଏତେ କିଛି ବର୍ଷ ପରେ ଯାଇ ଘର ଲୋକ କିଛି ମାତ୍ରାରେ ଦିବ୍ୟ ଆଉ ମୋ ସମ୍ପର୍କକୁ ବୁଝିବାରେ ଲାଗିଛନ୍ତି ।

ସବୁ ବେଳେ ଦିବ୍ୟ ଭାଇ ଓ ନିରୁ ଭାଉଜଙ୍କ ଯୋଡି ଏପରି ହସଖୁସିରେ ରହିଥାଉ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *