ଝିଅକୁ ଏକୁଟିଆ ଦେଖି କମେଣ୍ଟ ମାରୁଥିଲା ଯୁବକ, ଝିଅର ବାପାଙ୍କ ମାଡରେ ଉତୁରିଗଲା ଗଲା କମେଣ୍ଟ ମାରିବାର ନିଶା ! ଦେଖନ୍ତୁ ଏହି ଦୃଶ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅକୁ କମେଣ୍ଟ ମାରିବା ପଡିଲା ମହଙ୍ଗା ! ଝିଅର  ବାପା ମାଡରେ ରସିଲା ପ୍ରେମିକ ଘାଇଲା ! ସୂଚନା ମୁତାବିକ ଜଣେ ଯୁବତୀଙ୍କୁ ଏକୁଟିଆ ଦେଖି ଜଣେ ଯୁବକ ତାଙ୍କୁ କମେଣ୍ଟ ମାରିଥିଲେ । ତେବେ ଯୁବକ ଜଣଙ୍କ ଝିଅଟିକୁ ଅସଭ୍ୟ ଭାଷାରେ କମେଣ୍ଟ ମାରୁଥିଲା । ତେବେ ଯୁବତୀ ଜଣଙ୍କ ଏପରି କମେଣ୍ଟ ଶୁଣିକି ଭାଙ୍ଗି ପଡିଥିଲେ । ହେଲେ ଏହି ଦୃଶ୍ୟ ଯୁବତୀ ଜଣଙ୍କର ବାପାଙ୍କ ଆଖିରେ ପଡି ଯାଇଥିଲା ।

ତାପରେ ସେଠାକାର ଦୃଶ୍ୟ କିଛି ଅଲଗା ହୋଇଯାଇଥିଲା । ଯୁବକ ଜଣଙ୍କ କମେଣ୍ଟ ମାରିବାର ଭୁଲ କାମଟି ତାଙ୍କ ଉପରେ ଭାରୀ ପଡିଯାଇଥିଲା । ଝିଅର ବାପା କାହିଁକି ମୋ ଝିଅକୁ କମେଣ୍ଟ ମାରିଲୁ ପଚାରି ପକାରୀ ଯୁବକ ଜଣଙ୍କୁ ପିଟିବାକୁ ଆରମ୍ଭ କରିଦେଇଥିଲେ । ଆଉ ତାପରେ ଯୁବକର ଡ୍ରେସକୁ ଟାଣି ଧରି ନିର୍ଦ୍ଧୂମ ମାଡ ମାରିବାକୁ ଲାଗିଥିଲେ । ତେବେ ଏପରି ମାଡ ଖାଇବା ପରେ ଯୁବକ ଜଣଙ୍କର ରଙ୍ଗିଲ ନିଶା ମୁଣ୍ଡରୁ ସଂପୂର୍ଣ୍ଣ ପଳାଇଯାଇଥିଲା ।

କିଛି ସମୟ ପାଇଁ ଯୁବକ ଜଣଙ୍କ କଣ କରିବ କଣ କରିବ ନାହିଁ ଭାବି ଭାବି ମୁଣ୍ଡରେ ହାତ ଦେଇ ବସିଥିଲା । କିନ୍ତୁ ଝିଅର ବାପା ଜଣଙ୍କ ନିଜ ଝିଅକୁ ସେହି ପୁଅଟି ଏଭଳି ରାସ୍ତା ମଝିରେ ଅସଭ୍ୟ କମେଣ୍ଟ ମାରିବାର ଦୃଶ୍ୟ ବାପା ବରଦାସ୍ତ କରିପାରିନଥିଲେ । ଖାଲି ସେହି ବାପା କାହିଁକି ତାଙ୍କ ଜାଗାରେ କୌଣସି ଝିଅର ବାପା, ଭାଇ ଜିଏବି ଥିଲେ । ସେ ମଧ୍ୟ ଏଭଳି କିଛି ପଦକ୍ଷେପ ନେବାକୁ ପଛାଇ ନଥାନ୍ତେ ।

ଯୁବକ ଜଣଙ୍କୁ ମାଡ ମାରି ମାରି ଆଉ ଏପରି ନକରିବାକୁ ଉଚିତ ଶିକ୍ଷା ଦେଇଥିଲେ ଉକ୍ତ ଯୁବତୀ ଜଣଙ୍କର ବାପା । ତେବେ ଏପରି ମାଡରେ ଘାଇଲା ହୋଇ ଆଉ କେବେବି ଏମିତି ଭୁଲ କରିବିନି କହି ନିଜର ରଙ୍ଗିଲା ନିଶାକୁ ଯୁବକ ଜଣଙ୍କ କାଢିଦେଇଥିଲା । ତେବେ ଏପରି ଏକ ଦୃଶ୍ୟ ବର୍ତ୍ତମାନ ସମୟରେ ସୋସିଆଲ ଏମିଡିଆରେ ବେଶ ଭାଇରାଲ ହେବାରେ ଲାଗି ପଡିଛି ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏପରି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଏହା ସହ ଏପରି ଘଟଣା ଜାଣିବା ପରେ ଆପଣଙ୍କର ମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *