Big Update: Borewell ଭିତରେ ସାପ ସହ ଦୀର୍ଘ 5 ଦିନ ଧରି ଲଢେଇ କରୁଥିଲେ Rahul, ସାମ୍ନାକୁ ଆସିଲା ଛାତିଥରା Video…

ବନ୍ଧୁଗଣ ଏବେ ସମସ୍ତ ସ୍ଥାନରେ କେବଳ ଗୋଟିଏ ଘଟଣାର ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ହେଉଛି ବୋରୱେଲ ଭିତରେ ଫସିଥିବା ରାହୁଲର । ତେବେ ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ।

ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ବନ୍ଧୁଗଣ 105 ଘଣ୍ଟା ପର୍ଯ୍ୟନ୍ତ ରାହୁଲ ବୋରୱେଲ ଭିତରେ ସଂଘର୍ଷ କରିଛନ୍ତି । ତେବେ ଗତ କାଲି ଜଣା ପଡିଥିଲା ଯେ ରାହୁଲ ସାପ ସହ ଲଢେଇ କରିଛନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ବୋରୱେଲ ଭିତରକୁ ଏକ ସାପ ଆସିଯାଇଥିଲା । ସାପକୁ ଦେଖି ରାହୁଲ ପ୍ରଥମେ ଭୟ କରିଥିଲା ହେଲେ ତା ପରେ ସାପ ସହ ଲଢେଇ କରିଥିଲା ରାହୁଲ । ଗତ କାଲି ସାପ ସହ ଲଢେଇ କରିବା ପରେ ରାହୁଲକୁ ଉଦ୍ଧାର କରଯାଇଥିଲା । ଛତିଶଗଡ ମୁଖ୍ୟମନ୍ତ୍ରୀ କାଲି ସୂଚନା ଦେଇ କହିଥିଲେ ଯେ, ଏନଡିଆରଏଫ ଯବାନ ଅନିଲଙ୍କ ହାତରେ ରାହୁଲ ଆସିଥିଲା ।

ଯବାନ ଜଣକ ଅତି ସତର୍କତାର ସହ ରାହୁଲକୁ ବୋରୱେଲରୁ ବାହାରକୁ ଆଣିଥିଲେ । ବନ୍ଧୁଗଣ ଜଣେ ଦିବ୍ୟାଙ୍ଗ ବାଳକର ଏଭଳି ସାହସିକତାକୁ ଦେଖି ସାରା ଭାରତ ବାସୀ ଏବେ ରାହୁଲର ପ୍ରଶଂସା କରୁଛନ୍ତି । ଏତେ କମ ବର୍ଷରେ ବି ଏତେ ସାହାସ ପ୍ରଥମ ଥର ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *