ଆସନ୍ତା କାଲି ବିବାହ କରିବେ ଅଭିନେତ୍ରୀ Gungun, ସାରିଲା ମେହେନ୍ଦି, ଦେଖନ୍ତୁ ସେ କାହାକୁ କରୁଛନ୍ତି ବିବାହ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ଯତୀତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।

ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ଓଡିଆ ଅଭିନେତ୍ରୀ ସୋମାଲିନ୍ ତାଙ୍କ ପୁରୁଷ ବନ୍ଧୁ ନିଶୀଥଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।ସୋମାଲିନ୍ ଙ୍କ ପରେ ଆଉ ଜଣେ ଓଡିଆ ଅଭିନେତ୍ରୀ ଏବେ ବିବାହ କରିବାକୁ ଯାଉଛନ୍ତି । ତେବେ କିଏ ଏହି ଓଡିଆ ଅଭିନେତ୍ରୀ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଗୁନଗୁନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଗୁନଗୁନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଓଡିଆ ଇଣ୍ଡଷ୍ଟ୍ରିର କାମ କରି ଗୁନଗୁନ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ତେବେ ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଗୁନଗୁନ । ଗୁନଗୁନଙ୍କ ହାତରେ ମେହେନ୍ଦି ଲାଗି ସାରିଛି ଏବଂ ଆସନ୍ତା ୩୦ ତାରିଖରେ ଗୁନଗୁନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି । ନିଜ ବିବାହ ବିଷୟରେ ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି । ବନ୍ଧୁଗଣ ଆସିବା ଦିନରୁ ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଓ ଫଟୋ ଅପଲୋଡ କରନ୍ତି ।

ଗତ କିଛି ସମୟ ତଳେ ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ମେହେନ୍ଦି ଫଟୋ ଗୁଡିକ ଅପଲୋଡ କରିଛନ୍ତି ଯାହା ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଗୁନଗୁନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *