‘ଆମେ ସାନ ବୋଲି କଣ ଖାଲି ପିଠା ଖାଇବୁ’ ପ୍ରଥମାଷ୍ଟମୀ ରେ ସାନ ପିଲାମାନଙ୍କର ଦୁଃଖ ଜଣାଇ ଏହି ପିଲାଟି ଯାହା କହୁଛି, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସମସ୍ତ ଲୋକ ସୋସିଆଲ ମିଡିଆର ବ୍ୟବହାରରେ ଘରେ ରହି ଦେଶ ବିଦେଶରେ ଚାଲୁ ଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ଗତ କାଲି ଥିଲା ପ୍ରଥମାଷ୍ଟମୀ । ଆମ ହିନ୍ଦୁ ଧର୍ମରେ ପ୍ରଥମାଷ୍ଟମୀର ବହୁତ ବଡ ମହତ୍ଵ ରହିଛି ।

ପ୍ରତି ବର୍ଷ ଏହି ପର୍ବକୁ ବହୁତ ଧୁମଧାମର ସହ ପାଳନ କରାଯାଇଥାଏ । ବନ୍ଧୁଗଣ ଏହି ପର୍ବରେ ଘର ବଡ ପିଲା ମାନଙ୍କ ପାଇଁ ନୂଆ ଡ୍ରେସ ଅଣା ଯାଇଥାଏ । ଗତ କାଲି ସୋସିଆଲ ମିଡିଆରେ ଏକ ଛୋଟ ଛୁଆର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଛୋଟ ପିଲାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ଛୋଟ ଛୁଆଟି ଏମିତି କିଛି କଥା କହୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ବି ନିଜ ହସ ରୋକିପାରିବେ ନାହିଁ । ଛୁଆଟି ଭିଡିଓରେ କହୁଛି’ପ୍ରଥମାଷ୍ଟମୀରେ ଆମର କଣ କିଛି ଅଧିକାର ନାହିଁ । ତମେ ବଡ ମଝିଆ ନୂଆ ଡ୍ରେସ ପିନ୍ଧିବ ଆଉ ଆମେ କଣ ପିଠା ଖାଇବୁ । ବହୁତ ବାଧୁଛି ମୋ ସାଙ୍ଗ ମାନେ କହୁଛନ୍ତି ତୁ ତିନି ନମ୍ବର ତୁ ଅଷ୍ଟମୀ ହେବୁ ନାହିଁ।

ତେଣୁ ବାପା ମା ମାନଙ୍କୁ ମୁ ଅନୁରୋଧ କରୁଛି, ସାନ ପୁଅ ପାଇଁ ଖଣ୍ଡେ ଖଣ୍ଡେ ଡ୍ରେସ ତ ଆଣ’ । ବନ୍ଧୁଗଣ ଏହି ଛୁଆର ପରିଚୟ ବିଷୟରେ କୌଣସି ସୂଚନା ମିଳି ନାହିଁ । ହେଲେ ଛୁଆଟି ଯେଉଁ ଭଳି ଭାବରେ ନିଜ ମନର କଷ୍ଟ ବିଷୟରେ କହୁଛି ତାକୁ ଦେଖି ସମସ୍ତ ଲୋକ ମନୋରଞ୍ଜନ କରୁଛନ୍ତି ।

ପ୍ରଥମାଷ୍ଟମୀରେ ସାନ ପିଲା ମାନଙ୍କର କଷ୍ଟ କଣ ଏହି ପିଲାଟି କହିଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *