ଝିଅ ହେବା ବୟସରେ ଟିଭିର ଏହି 6 ଜଣ ଅଭିନେତ୍ରୀଙ୍କୁ ହେବାକୁ ପଡିଲା ବୋହୁ, 4 ନମ୍ବର ଅଭିନେତ୍ରୀ ତ ସମସ୍ତଙ୍କ ଫେବରେଟ

ଆଜି କାଲି ଲୋକମାନେ ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦେଖୁଥିବେ ଏବଂ ସେହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ଆପଣଙ୍କ ପ୍ରିୟ ଥିବେ । ତେବେ ଆଜି ଆମେ ସେହି ଛୋଟ ପରଦାର କିଛି ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିବା ଯିଏ ବହୁତ କମ ବୟସ ରେ ହିଁ ବୋହୁ ର ଚରିତ୍ର କୁ ଖୁବ ଭଲରେ କରି ପାରିଛନ୍ତି ।


୧- ପ୍ରଥମ ରେ ହେଉଛି ହିନା ଖାନ । ତେବେ ଷ୍ଟାରପଲସ ରେ ପ୍ରସାରିତ ଧାରାବାହିକ ୟେ ରିସ୍ତା କ୍ୟା କହ୍ଲାତା ରେ ଅକ୍ସରା ଭୂମିକା ରେ ନିଜର ଅଭିନୟ ଯାଦୁ ଦେଖାଇ ସାରିଛନ୍ତି । ତେବେ ଆପଣ ମାନେ କଣ ଜାଣିଛନ୍ତି ହିନା ଖାନ ମାତ୍ର ୧୮ ବର୍ଷ ର ଥିଲେ ।


୨- ପ୍ରତୁଷା ବାନରଜି ମଧ୍ୟ ଟିଭିମଧ୍ୟତୁ ର ଜଣେ ସଫଳ ଅଭିନେତ୍ରୀ ମଧ୍ୟ । ତେବେ ପ୍ରତ୍ୟୁଷା ଏହି ଅଭିନୟ କରୁଥିବା ସମୟରେ ତାଙ୍କର ବୟସ୍ ମାତ୍ର ୧୮ ବର୍ଷ ଥିଲା କିନ୍ତୁ ସେ ନିଜର ଅଭିନୟ ରେ କୌଣସି ବି ଉଣା ଆଣି ନଥିଲେ ।


୩- ତୃତୀୟ ରେ ହେଉଛନ୍ତି ଅବିକା ଗୋର । ତେବେ ବାଳିକା ବଧୂ ରେ ଛୋଟ ଆନନ୍ଦି ଭୁମିକା ରେ ନଜର ଆସିଥିଲେ ଅବିକା ତେବେ ସେ ଏହି ଧାରାବାହିକ ରେ ବୋହୁ ର ଅଭିନୟ କରିଥିଲେ ଏବଂ ଦର୍ଶକ ମାନେ ଖୁବ ପସନ୍ଦ ବି କରିଥିଲେ ତେବେ ସେତେବେଳେ ତାଙ୍କୁ ମାତ୍ର ୯ ବର୍ଷ ଏଵଂ ୧୫ ବର୍ଷ ରେ ସେ ଶଶୁରାଲ ସିମର କା ରେ ନଜର ଆସିଥିଲେ ।


୪- ଚତୁର୍ଥ ରେ ହେଉଛନ୍ତି କାଞ୍ଚି ସିଂହ । ତେବେ ଆପଣ କାଞ୍ଚି କୁ ଅନେକ ଧାରାବାହିକ ରେ ଅଭିନୟ କରିଥିବାର ଦେଖିଥିବେ ତାଙ୍କର ସୁନ୍ଦର ଏବଂ ସରଳ ଅଭିନୟ ସମସ୍ତ ଙ୍କ ହୃଦୟ କୁ ଜିଣି ପାରି ଥିଲା । ତେବେ ସେ ଅବନି ଭୂମିକା ରେ କାମ କରୁଥିବା ସମୟରେ ତାଙ୍କ ବୟସ ମାତ୍ର ୧୬ ବର୍ଷ ଥିଲା ।


୫- ପଞ୍ଚମ ରେ ହେଉଛନ୍ତି କୃଷ୍ଟଲ ଡ଼ି ସୁଜା । ତେବେ ଷ୍ଟାର ପ୍ଲସ ରେ ଆସିଥିବା ଧାରାବାହିକ ଏକ ହଜାର ମେ ମେରୀ ବେହେନା ହେ ରେ ସେ ଏକ ବୋହୁ ର ଭୂମିକାରେ ନଜର ଆସିଥିଲେ ଏବଂ ସେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ଥିଲା । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *