କଣ ଆପଣ ଜାଣିଛନ୍ତି Bollywood ର ସୁନ୍ଦରୀ ହିରୋଇନ ମାନଙ୍କ ପ୍ରଥମ Boyfreind ଙ୍କୁ, 5 ନମ୍ବର ଅଭିନେତ୍ରୀ ଫେମସ ହେବା ମାତ୍ରେ ଭୁଲିଗଲେ ନିଜ ପ୍ରଥମ ପ୍ରେମିକଙ୍କୁ

ବନ୍ଧୁଗଣ ଅଭିନେତ୍ରୀ ମାନେ ନିଜର ଜୀବନ ଶୈଳୀ କୁ ନେଇ ବହୁତ ସଚେତ ଥାନ୍ତି । ଏବଂ ମିଡ଼ିଆ ଠାରୁ ସବୁବେଳେ ଦୂରରେ ରହିଥାନ୍ତି । ଏବଂ ଏଥିପାଇଁ ସବୁବେଳେ ଚର୍ଚ୍ଚା ର କେନ୍ଦ୍ର ମଧ୍ୟ ହୋଇ ଥାନ୍ତି । ଏହି ଅଭିନେତ୍ରୀ ମାନେ ନିଜ ଜୀଵନ ରେ ପ୍ରେମ କରିଥାନ୍ତି ଏବଂ ତାହା କେତେବେଳେ ସଫଳ ହୁଏ ତ କେତେବେଳେ ଅସଫଳ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ବଲିଉଡ ର କିଛି ଅଭିନେତ୍ରୀ ମାନଂକ ର ଅସଫଳ ପ୍ରେମ ସମ୍ପର୍କ ।


୧- ପ୍ରଥମ ରେ ହେଉଛନ୍ତି ଆଲିଆ ଭଟ୍ଟ । ତେବେ ଆଲିଆ ବର୍ତ୍ତମାନ ଅଭିନେତା ରଣବିର କପୂର ଙ୍କ ସହ ଦେଖିବାକୁ ମିଳୁଛନ୍ତି କିନ୍ତୁ ଏହି ସମ୍ପର୍କ ପୂର୍ବ ରୁ ସେ ଆଉ ଜଣେ ଅଭିନେତା ଙ୍କ ସହ ପ୍ରେମ ସମ୍ପର୍କ ରେ ଥିଲେ ତେବେ ସେହି ଅଭିନେତା ହେଉଛନ୍ତି ସିଦ୍ଧାର୍ଥ ମଲହୋତ୍ରା । ତେବେ ଦୁହେଁ ଏକାଠି ବଲିଉଡ ରେ ଏଣ୍ଟ୍ରି ମା-ରି-ଥିଲେ ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକନ । ତେବେ ବଲିଉଡ ର ନମ୍ଭର ୧ ରେ ରହୁଥିବା ଅଭିନେତ୍ରୀ ହେଉଛନ୍ତି ଦୀପିକା ତେବେ ସେ ଅଭିନେତା ରଣବିର ସିଂହ ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । କିନ୍ତୁ ଏହା ପୂର୍ବରୁ ଦୀପିକା ଙ୍କ ର ଅନେକ ପୁଅ ଙ୍କ ସହ ପ୍ରେମ ସମ୍ପର୍କ ଥିଲା ତେବେ ସେ ରଣବିର କପୂର ଙ୍କ ସହ ମଧ୍ୟ ଥିଲେ ଏବଂ ଏହା ପୂର୍ବରୁ ସେ ଅଭିନେତା ନିହାର ପାଣ୍ଡ୍ୟା ଙ୍କ ସହ ରିଲେସନ ରେ ଥିଲେ ତେବେ ତାଙ୍କର ପରେ ବ୍ରେକଅପ ହୋଇ ଯାଇଥିଲା ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ତେବେ ବଲିଉଡ ରୁ ହଲିଉଡ଼ ପର୍ଯ୍ୟନ୍ତ ନିଜର ଅଭିନୟ ର ଯାଦୁ ଢାଳି ସାରିଛନ୍ତି । ତେବେ ପ୍ରିୟଙ୍କା ବର୍ତ୍ତମାନ ହଲିଉଡ଼ ଅଭିନେତା ନିକ ଜୋନ୍ସ ଙ୍କ ସହ ବିବାହ କରି ସାରିଛନ୍ତି । ତେବେ ଏହା ପୂର୍ବରୁ ସେ ଅଭିନେତା ଅସୀମ ମର୍ଚାଣ୍ଟ ଙ୍କ ସହ ରିଲେସନ ରେ ଥିଲେ । ତେବେ ପରେ କୌଣସି କାରଣ ଯୋଗୁ ଦୁହେଁ ଅଲଗା ହୋଇ ଯାଇଥିଲେ ।


୪- ଚତୁର୍ଥ ରେ ହେଉଛନ୍ତି ଅନୁଷ୍କା ଶର୍ମା । ତେବେ ଅନୁଷ୍କା ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ବିରାଟ ଙ୍କୁ ବିବାହ କରି ଖୁସି ରେ ଅଛନ୍ତି ତେବେ ବିରାଟ ଙ୍କ ପୂର୍ବ ରୁ ଅନୁଷ୍କା ଜୋହେବ ଙ୍କ ସହ ରିଲେସନ ରେ ଥିଲେ ତେବେ ଦୁହେଁ ଖୁସି ରେ ଥିଲେ କିନ୍ତୁ କିଛି ସମୟ ପରେ ଦୁହିଁଙ୍କ ବ୍ରେକଅପ ହୋଇ ଯାଇଥିଲା ।


୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ଐଶ୍ୱର୍ଯ୍ୟ ରାୟ । ତେବେ ଐଶ୍ ଅଭିଷେକ ଵଚନ ଙ୍କୁ ବିବାହ କରି ସାରିଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ । ତେବେ ସମସ୍ତେ ଐଶ୍ ଏବଂ ସଲମାନ ଙ୍କ ସମ୍ପର୍କ ବିଷୟରେ ତ ଜାଣିଥିବେ କିନ୍ତୁ ସର୍ଵ ପ୍ରଥମେ ଐଶ୍ୱର୍ଯ୍ୟ ରାଜୀବ ମୂଲ ଚନ୍ଦାନି । ତେବେ ଦୁହେଁ ଏକ ସଙ୍ଗରେ ନିଜର ମଡେଲିଙ୍ଗ କ୍ୟାରିଅର ଆରମ୍ଭ କରିଥିଲେ ତେବେ ପରେ ଐଶ୍ୱର୍ଯ୍ୟ ରାୟ ଫିଲ୍ମରେ ଲୋକପ୍ରିୟ ହେବା ପରେ ଦୁହିଙ୍କ ମଧ୍ୟରେ ବ୍ରେକପ ହୋଇ ଯାଇଥିଲା ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *