ଏମାନେ ହେଲେ Tarng ଟିଭି ହୀରୋ ମାନଙ୍କର Real life ସ୍ତ୍ରୀ, ନଂ 1 ଙ୍କ ସ୍ତ୍ରୀ ଲାଗନ୍ତି ବହୁତ ସୁନ୍ଦର

ବନ୍ଧୁଗଣ, ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଧାରାବାହିକ ଗୁଡିକୁ ଆପଣ ନିଶ୍ଚିତ ଭାବରେ ଦେଖୁଥିବେ । ସାଧାରଣତ କେତେକ ଲୋକେ ହିନ୍ଦୀ ସିରିୟଲ ଦେଖିବାକୁ ଭଲ ପାଉଥିବା ସମୟରେ ଅନ୍ୟ କେତେକ ଓଡିଆ ସିରିୟଲ ଦେଖିବାକୁ ଭଲ ପାଇଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ତରଂଗ ଟିଭି ରେ ପ୍ରସାରିତ ହେଉଥିବା ପ୍ରସିଦ୍ଧ ଧାରାବାହିକ ରେ ଅଭିନୟ କରୁଥିବା ହିରୋ ମାନଙ୍କ ପ୍ରକୃତ ଜୀବନ ସାଥି ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ଅଭିଜିତ ଦାସ ;- ଅଭିଜିତ “ଝିଅ ଆମ୍ଭର ନୂଆ ବୋହୂ” ସିରିୟଲ ରେ ଶିବ ଭୂମିକାରେ ଖୁବ ଚମତ୍କାରୀ ଅଭିନୟ କରିଛନ୍ତି । ଅଭିଜିତ ଙ୍କ ସ୍ତ୍ରୀ ଙ୍କ ନାମ ହେଉଅଛି ନୀଳିମା ଦାସ । ଅଭିଜିତ ଏବଂ ନୀଳିମା ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୨- ସନୋଜ କୁମାର ;- ଆପଣ ମାନେ ସନୋଜ ଙ୍କୁ “ସିନ୍ଦୁରର ଅଧିକାର” ସିରିୟଲ ରେ ଆରଭ ଭୂମିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖୁଥିବେ । ସେ ବର୍ତ୍ତମାନ ରିୟଲ ଲାଇଫ ରେ ଶିଂଗଲ ଅଛନ୍ତି ।

୩- ଲିଙ୍କୁନ ଚୌଧୁରୀ ;- ଲିଙ୍କୁନ ଙ୍କୁ “ସିନ୍ଦୁରର ଅଧିକାର” ସିରିୟଲ ରେ ଲିଡ ଆକ୍ଟର ଭାବରେ ମିଟୁ ଭୂମିକରେ ଅଭିନୟ କରିଥିବାର ନିଶ୍ଚିତ ଦେଖିଥିବେ । ଲିଙ୍କୁନ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି “ସ୍ଵାଗତିକା ସାହାଣୀ” । ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି ।

୪- ଶପ୍ଲୀନ ମିଶ୍ର ;- “ତାରିଣୀ ଆଖିର ତରା” ସିରିୟଲ ରେ ଶପ୍ଲୀନ ଙ୍କୁ ତୁଷାର ଭୂମିକାରେ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚିତ ଦେଖିଥିବେ । ସୂଚନା ଅନୁଯାୟୀ ଶପ୍ଲୀନ ଅଭିନେତ୍ରୀ ଶୁଶ୍ରୀ ସବିତା ଙ୍କୁ ଡେଟ କରୁଛନ୍ତି ।

୫- ଦେବ ମହାନ୍ତି ;- “ତାରିଣୀ ଆଖିର ତାରା” ସିରିୟଲ ରେ ଦେବ ସେକେଣ୍ଡ ଲିଡ ଆକ୍ଟର ତରୁଣ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ଦେବ ରିୟଲ ଲାଇଫ ରେ ଶିଂଗଲ ଅଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକେ ବହୁତ ପସନ୍ଦ କରିଆସୁଛନ୍ତି । ଏଥିପାଇଁ ଅନେକ ଝିଅ ତାଙ୍କ ଅଭିନୟ ରେ ମୁଗ୍ଧ ହୋଇ ତାଙ୍କୁ ପ୍ରୋପୋଜ ମଧ୍ୟ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *