ମାର୍କେଟକୁ ଆସିଲା ଭାଇରାଲ ବୟ Santanu ଙ୍କ ନୂଆ ଗୀତ ‘ମଟନ ଝୋଳ’, ଗୀତ ଶୁଣିଲେ ହସି ହସି ଗଡିବେ ଆପଣ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ ଭାଇରାଲ ବଏ ସାନ୍ତନୁଙ୍କ ବିଷୟରେ । ବର୍ତ୍ତମାନ ସମୟରେ ସେ ଦିନକୁ ଦିନ ଅନେକ ମାତ୍ରାରେ ଲୋକପ୍ରିୟତା ହାସଲ କରିବାର ଲାଗିଛନ୍ତି । ତାଙ୍କୁ ପ୍ରାୟ ସମସ୍ତ ଲୋକ ପସନ୍ଦ କରିଥାନ୍ତି । ସେ ଏବେ ବିଶେଷ ରୂପରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବର୍ତ୍ତମାନ ସମୟରେ ତାଙ୍କୁ ନେଇ ସବୁଆଡେ ଚର୍ଚ୍ଚା । ଏହା ସହିତ ତାଙ୍କର ଅତି ସୁନ୍ଦର ଗୀତ ଏବଂ ଗାଇବା ଶୈଳିକୁ ନେଇ ଚାରିଆଡେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।


ସେ ଓଡ଼ିଆ ସଙ୍ଗୀତ କଳାକାର ହ୍ୟୁମାନ ସଗାରଙ୍କ ଭଳି ଅବିକଳ ଗୀତ ଗାଉଥିବାର ଲୋକେ କହୁଛନ୍ତି । ତେବେ ତାଙ୍କ ଗୀତକୁ ସଭିଏଁ ପ୍ରସଂଶା କରିବା ସହିତ ସେହି ଗୀତକୁ ହ୍ୟୁମାନ ସାଗରଙ୍କ ସହିତ ତୁଳନା କରିଛନ୍ତି । ସେ ଓଡ଼ିଶାର ଏକ ସଙ୍ଗୀତ ରିୟାଲିଟି ସୋରେ ଖୁବ ସୁନ୍ଦର ଗୀତ ଗାଇଥିବାର ମଧ୍ୟ ଜଣାପଡିଛି । ସେହି ସୋରେ ତାଙ୍କର ଗୀତ ଗାଇବା ସହିତ ଅନେକ ପ୍ରକାର ମଜଳିଆ କଥା କହିବା ମଧ୍ୟ ଲୋକ ମାନଙ୍କୁ ଖୁବ ଆକର୍ଷିତ କରିଛି ।

ସେ ଅନେକ ମଜଳିଆ କଥା ଏବଂ ଅଭିନୟ କରି ଅନେକ ଦର୍ଶକ ମାନଙ୍କ ହୃଦୟ ଜିତିପାରିଛନ୍ତି । ବର୍ତ୍ତମାନ ସମୟରେ ସେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ । ଅନେକ ଲୋକ ତାଙ୍କ ଗୀତକୁ ନେଇ ସର୍ଟ ଭିଡିଓ ତିଆରି କରୁଛନ୍ତି ତ ଅନେକ ଲୋକ ରିଲସ ଭିଡିଓ ତିଆରି କରୁଛନ୍ତି । ତେବେ ଅନ୍ୟ ଏକ ସବୁଠାରୁ ବଡ଼ କଥା ହେଉଛି ଭାଇରାଲ ବଏ ଶାନ୍ତନ କୁମାରଙ୍କ ଏକ ସୁନ୍ଦର ଅଲବମ ଗୀତ ମଧ୍ୟ ୟୁଟ୍ୟୁବରେ ରିଲିଜ ହୋଇଛି ।

ସେହି ଭିଡିଓଟି ଖୁବ ସୁନ୍ଦର ଭାବରର ନିର୍ମିତ ହୋଇଛି ଏବଂ ତାହାକୁ ଦର୍ଶକ ମାନର ଅନେକ ମାତ୍ରାରେ ପସନ୍ଦ କରିଛନ୍ତି । ସେହି ଗୀତକୁ ନିଜେ ଗାଇଛନ୍ତି ଭାଇରାଲ ବଏ ସାନ୍ତନୁ ।
ଏହି ମ୍ୟୁଜିକ ଭିଡିଓଟି ଯୁବ ପିଢ଼ିଙ୍କୁ ଅତି ପସନ୍ଦ ଆସିବା ଭଳି ହୋଇଛି । ତେବେ ଗୀତଟି ହେଉଛି ମଟନ ଝୋଳ । ତେବେ ଏଥିରେ ଶାନ୍ତନୁ ଙ୍କ ସହିତ ଗାୟିକା ନେହା ମଧ୍ୟ ଅଛନ୍ତି । ତେବେ ଗୀତ ଲେଖିଛନ୍ତି ଟୁନୁ ପଟ୍ଟନାୟକ ।


ଏମଏମଆର ଷ୍ଟୁଡ଼ିଓ ରେ ଏହାର ରେକର୍ଡ କରାଯାଇଛି । ବର୍ତ୍ତମାନ ଏହି ଗୀତ କୁ ତିନି ଲକ୍ଷ ରୁ ଅଧିକ ଭିୟୁ ମଧ୍ୟ ମିଳି ସାରିଲାଣି । ତେବେ ସେ ଅତି ସୁନ୍ଦର ଭାବରେ ଗାଇଛନ୍ତି ଯେ ଦର୍ଶକ ମାନଙ୍କୁ ତାହା ବେଶ ପସନ୍ଦ ଆସିଛି । ତେବେ ବର୍ତମାନ ଗୋଟେ ଗୀତ ଗାଇବା ପାଇଁ ପ୍ରାୟ ୩ ହଜାର ଟଙ୍କା ନେଉଛନ୍ତି ବୋଲି ସୂଚନା ମିଳିଛି ଓ ଦିନକୁ ପ୍ରାୟ ୧୦ ଟି ଗୀତ ଗାଉଛନ୍ତି ସେ ବୋଲି ଜଣା ପଡିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *