ହିନ୍ଦୀ ପ୍ରୋଜେକ୍ଟରେ Anubhav ! କେଉଁ ଫିଲ୍ମରୁ ସେ କରିବେ Bollywood ଡେବ୍ୟୁ ? ଏ ନେଇ କଣ କହିଲେ Anubhav Mohanty, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଓଡିଆ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁଭବ ମହାନ୍ତି । ଅନୁଭବ ମହାନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଅନୁଭବ ମହାନ୍ତି ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି ।

ହେଲେ ଗତ କିଛି ସମୟ ହେବ ଅନୁଭବ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବନ୍ଧୁଗଣ ଖବର ମିଳିଛି ଅନୁଭବ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଅନୁଭବ ଏବେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ଅନୁଭବ ମହାନ୍ତି ଏକ ସାକ୍ଷାତ୍କାରରେ କହିଥିଲେ ତାଙ୍କର ଦୁଇଟି ହିନ୍ଦୀ ମ୍ୟୁଜିକ ଭିଡିଓ ଆସିବାକୁ ଯାଉଛି । ତାଙ୍କର ଗୋଟେ ମ୍ୟୁଜିକ ଭିଡିଓର ସୁଟିଙ୍ଗ ଶେଷ ହୋଇଥିବା ବେଳେ ଆଉ ଗୋଟେ ମ୍ୟୁଜିକ ଭିଡିଓର ସୁଟିଙ୍ଗ ଆରମ୍ଭ ହେବାକୁ ଯାଉଛି ।

ଅନୁଭବ ସେହି ସାକ୍ଷାତ୍କାରରେ କହିଥିଲେ, ତାଙ୍କର ଦୁଇଟି ହିନ୍ଦୀ ମ୍ୟୁଜିକ ଭିଡିଓ ଆସୁଛି । ତେବେ ଗୋଟେର ସୁଟିଙ୍ଗ ଶେଷ ହୋଇଯାଇଥିବା ବେଳେ ଆଉ ଗୋଟେ ମ୍ୟୁଜିକ ଭିଡିଓର ସୁଟିଙ୍ଗ ଶେଷ ହୋଇନି । ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ସେ ସମୟ ଦେଇ ପାରୁ ନାହାନ୍ତି । ବନ୍ଧୁଗଣ ଖୁବ ଶୀଘ୍ର ଅନୁଭବଙ୍କ ହିନ୍ଦୀ ଭିଡିଓ ଆମେ ଦେଖିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *