ବନ୍ଧୁଗଣ, ସୂଚନା ଅନୁଯାୟୀ ଘଟଣା ଟି କିଛି ଏଭଳି ଯେ ଆପଣ ଜାଣିଲେ ଚକିତ ହୋଇଯିବେ ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଥାନା ସାମ୍ନାରେ ଜଣେ ମହିଳା କହିଛନ୍ତି ଯେ, ମହିଳା ଜଣକ ପ୍ରଥମେ ଗୋଟିଏ ପୁଅ ସହିତ ଏହିଭଳି ଭଲ ପାଇ ରହିଥିଲା । ରହିବା ଭିତରେ ଶାରୀରିକ ସମ୍ପର୍କ ଥିଲା ଏବଂ ଉଭୟ ଙ୍କର ୨ ଟି ଛୁଆ ଥିଲା । ଏହାପରେ ଆଉ ଜଣେ ପୁଅ କୁ ମେଡିକାଲ ଯିବା ଭିତରେ ଅଟୋ ଭିତରେ ଭଲପାଇ ବସିଲେ ।
ଦୁହେଁ ଦୁହିଁଙ୍କୁ ଭଲ ପାଇଲେ ଏବଂ ଭଲପାରିବା ଭିତରେ ଏମାନଙ୍କ ସମ୍ପର୍କ ରହିଲା ୩ ବର୍ଷ । ୩ ବର୍ଷ ଭିତରେ ସେମାନେ ଘରଭଡା ନେଇ ରହିଲେ । ଏହାପରେ ତାଙ୍କ ଆଗ ସ୍ଵାମୀ ଜାଣି ପାରିଲେ ଏବଂ ପ୍ରଥମ ସ୍ଵାମୀ ଜାଣିବା ପରେ ଥାନା କେସ ଭଲମନ୍ଦ କରି ସ୍ତ୍ରୀ କୁ ଛାଡିଦେଲେ । ପ୍ରଥମ ସ୍ଵାମୀ କହିଲେ ଯେ ତୁ ତ ଆଉ ଜଣଙ୍କ ସହିତ ରହିଲୁ ମୁଁ ତତେ ଆଉ କାହିଁକି ରଖିବି ?
ବର୍ତ୍ତମାନ ସେ ମହିଳା ଚାହୁଁଛନ୍ତି ଯେ ସେ ପୁଅ କୁ ଥାନା ଭିତରୁ ବାହାର କରି ଉଭୟଙ୍କ ବାହାଘର କରିଲେ ମହିଳା ଜଣଙ୍କ ଖୁସି ହେବେ । ଏହାପରେ ତାଙ୍କ ସାଙ୍ଗରେ ଆସିଥିବା ମହିଳା ଜଣକ କହିଲେ ଯେ ମୁଁ ଋକ୍ଵେଷ୍ଟ କରୁଛି ମି-ଡି-ଆ ଭାଇ ମାନଙ୍କୁ ଏହି ଭଉଣୀ ଙ୍କୁ ନ୍ୟାୟ ଦିଆଯାଉ । ମାତ୍ର ଯଦି ପୁଅ ର ଅନ୍ୟ ଜାଗାରେ ବିବାହ କରିବାର ଇଛା ଥିଲା ତେବେ ମହିଳା ସାଙ୍ଗରେ ରହୁଥିଲେ କିଭଳି ଏବଂ ୩୦ ହଜାର ଟଙ୍କା ଘରେ ପଶି ସ୍ତ୍ରୀ ପକ୍ଷରୁ ଚୋରୀ କଲା କିଭଳି ବୋଲି ମହିଳା ଜଣଙ୍କ ପ୍ରଶ୍ନ କରିଛନ୍ତି ।
ବର୍ତ୍ତମାନ ଯୁବକ ଜଣକ ଙ୍କର ଆଉ ଏକ ଝିଅ ସଙ୍ଗେ କୋର୍ଟ ମ୍ୟାରେଜ ମଧ୍ୟ ସାରିଛି ଏବଂ ଜଗନ୍ନାଥ ମନ୍ଦିରରେ ବାହାଘର ର ଆୟୋଜନ ଚାଲୁଥିବା ସମୟରେ ମହିଳା ଏବଂ ମହିଳା ସମିତି ରୁ ମହିଳା ମାନେ ଯାଇ ଏହାକୁ ଅଟକାଇ ଯୁବକକୁ ଥାନା କୁ ନେଇକି ଆସିଲେ ।
ମାତ୍ର ଆଜିଭଳି ଦିନରେ କିଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି ତାହା ମୁଣ୍ଡବ୍ୟଥା ର କାରଣ ସାଜିଛି । ୨ ଟି ଛୁଆ ର ମା’ ଙ୍କୁ ପୁଣି ଆଉ ଜଣେ ଅବାଡୁଅ ଯୁବକ ସାଙ୍ଗେ ପ୍ରେମ ହେଉଛି ଏବଂ ଆଗପଛ ନ ବିଚାରୀ ପ୍ରେମିକ ସାଙ୍ଗରେ ଫେରାର । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।