‘ମତେ ମୋ ଝିଅର ପାଟି ଶୁଭିଲା, ଗଲା ବେଳକୁ ୨ ଜଣ ତାକୁ…’ ହେ ଭଗବାନ ! ମହିଳା ଜଣଙ୍କ ନିଜ କୁନି ଝିଅ ବିଷୟରେ ଯାହା କହିଲେ ଶୁଣି ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଥିବା ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଗଣମଧ୍ୟମ ସାମ୍ନାରେ ନିଜ ଅଭିଯୋଗ ରଖିଛନ୍ତି ।

ମହିଳା ଜଣକଙ୍କ କହିବା ମୁତାବକ-‘ମୋ ଛୁଆ ବରଗଛ ପାଖରେ ଦୋଳି ଖେଳୁ ଥିଲା । ଦୁଇଟି ପିଲା ଆସି ମୋ ଝିଅକୁ ଡାଖିଲେ ମୋ ଝିଅ ନ ଯିବା ଦ୍ଵାରା ମୋ ଝିଅର ଡ୍ରେସ ଚିରିଲେ ଆଉ ତାକୁ ମାରିଲେ । ତାର ତଣ୍ଟିକୁ ଚିପି ବରଗଛରେ ପିଟି ଦେଲେ । ମୋ ଝିଅ ଅଚେତ ହେବା ପରେ ମୋ ବଡ ଦେଢଶୁର ଆସି ପହଞ୍ଚିଲେ । ମୁଁ ସେହି ଦିନ ଏଫଆଇଆର ଦେଇଥିଲି ଆଉ ପୋଲିସ ବାଲା କହିଲେ ଆମେ ସେହିଦିନ ଆରେଷ୍ଟ କରିବୁ ।

ସାଙ୍ଗେ ସାଙ୍ଗେ ପଚରା ଉଚରା କରିବାକୁ ଆସିଲେ । ଏହା ପରେ ଆମକୁ କହିଲେ ତମେ ଘରକୁ ପଳେଇ ଯାଅ ଆମେ ଦୋଷୀକୁ ଆରେଷ୍ଟ କରିବୁ । ଆମେ ଘରକୁ ଆସି ଗଲୁ ତା ପରଦିନ ଗଲୁ ଆମକୁ ଚାରସିଟ ଧରେଇଲେ । ଆଜି ଆମେ ଆସିଛୁ ପଟା ମୁଣ୍ଡେଇ ଡେଟ ଶୁଣିବା ପାଇଁ । କେବଳ ମୁଁ ଚାହୁଁଛି ମୋ ଝିଅର ନ୍ୟାୟ ଦରକାର । କେବଳ ଦୋଷୀକୁ ଦଣ୍ଡ ଦେବା ଦରକାର ।

ଦୋଷୀ ଫାଶୀ ପାଇବା ଦରକାର’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ମହିଳା ଜଣକ ଦୁଇଟି ଅଭିଯୁକ୍ତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *