Varsha ଙ୍କ ନାଁ ରେ ଏକ ସାଂଘାତିକ ଅଭିଯୋଗ ଆଣିଲେ Anubhav, ସେ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଡ଼ିଆ ସିନେମା ଜଗତ ର ଅନୁଭବ ଏବଂ ବର୍ଷାଙ୍କ ଯୋଡି କୁ ଖୁବ ଭଲ ଭାବରେ ଜାଣିଥିବେ । ଏହି ଯୋଡି ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ଅନେକ ହିଟ ସିନେମା ଇଣ୍ଡଷ୍ଟ୍ରି କୁ ପ୍ରଦାନ କରିଛନ୍ତି ତେବେ ଏହି ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଏହି ଯୋଡି ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏହା ପ୍ରେମ ବିବାହ ଥିଲା ।

ଏହି ବିବାହ ରେ ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ଗତବର୍ଷ ବର୍ଷା ଅନୁଭବ ଙ୍କ ନାମ ରେ ତାଙ୍କ ଉପରେ ନିରର୍ଯାତନାଆ ଏବଂ ତାଙ୍କୁ ଅତୟାଚାର କରା ଯାଉଛି ବୋଲି କେଶ କରିଥିଲେ ଏବଂ ଏହି ଖବର ଚାରିଆଡେ ବ୍ୟାପି ମଧ୍ୟ ଯାଇଥିଲା ତାପରେ ସେ ଦୁଇ ଜଣଙ୍କୁ ଅନେକ ପ୍ରଶ୍ନ ର ଘେରରେ ରହିବାକୁ ପଡିଥିଲା । ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳର ଜଣେ ଏମପି ଅଛନ୍ତି ଏବଂ ସେଥିପାଇଁ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା ।

ତେବେ ଅନୁଭବ ମିଡ଼ିଆ ରେ କହି ଥିଲେ କି ବର୍ଷା ପ୍ରଥମ ଦିନରୁ ତାଙ୍କ ସହ କୌଣସି ସମ୍ବନ୍ଧ ରଖିବା ପାଇଁ ମନା କରି ଦେଇଥିଲେ ଏବଂ ସେ ନିଜ ବାପ ଘରେ ଅଧିକ ସମୟ ବିତାଉ ଥିଲେ ଏବଂ ଅନୁଭବ ଙ୍କ ପରିବାର ସହ କୌଣସି ପ୍ରକାରର ଭଲ ସଂପର୍କ ରଖୁ ନଥିଲେ ଏହା ଛଡା ସେ ଅନୁଭ ଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ସେ ତାଙ୍କର କୌଣସି ଉତ୍ସବରେ ମଧ୍ୟ ଯୋଗଦାନ କରୁ ନଥିଲେ ଏବଂ ନିଜ ପରିବାର ଲୋକ ଙ୍କ ଆଗରେ ସର୍ଵଦା ତାଙ୍କୁ ଅପମାନ ଦେଇ ଆସୁ ଥିଲେ ତେଣୁ ଅନୁଭବ ବର୍ଷା ଙ୍କ ଠାରୁ ବର୍ତ୍ତମାନ ଛାଡପତ୍ର ଚାହୁଁଛନ୍ତି ।

ତେବେ ଏହି ସମ୍ବନ୍ଧରେ ବର୍ଷା ସିଧାସଳଖ ଭାବେ କିଛି କହି ନ ଥିଲେ । ତେବେ ଏହି କିଛି ଦିନ ତଳେ ମଧ୍ୟ ବର୍ଷା ଅନୁଭବ ଙ୍କ ର ଏକ ପୁରୁଣା ଝଗଡା ଭିଡିଓ ଭାଇରାଲ ହୋଇଥିଲା ତେବେ ଆଜି ଅନୁଭବ କୋର୍ଟ ରେ ସାଖିଦେବାକୁ ଆସିଥିଲେ ଏବଂ ସେଇ ଠାରେ ମିଡ଼ିଆ ତାଙ୍କୁ ଏହି ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ । ତେବେ ଅନୁଭବ କହିଥିଲେ କି ସେ ଏବେ କିଛି ଦିନ ହେବ ଜାଣିବାକୁ ପାଇଲେ କି ବର୍ଷା ପ୍ରିୟଦର୍ଶିନୀ ଙ୍କ ପାଖରେ ଅନେକ ଜାଲି ପ୍ରମାଣ ପତ୍ର ସବୁ ରହିଛି ।

ସେ ନିଜର ଅନେକ ପରିଚୟ ପତ୍ର ମଧ୍ୟ ରଖିଛନ୍ତି । ତେବେ ଏହା ଛଡା ସେ କହିଛନ୍ତି କି ଯଦି ବର୍ଷା ଙ୍କୁ ଏ ବିଷୟରେ କିଛି କହିବାର ଅଛି ତେବେ ସେ ନିଜେ ଆସି ମିଡ଼ିଆ ଆଗରେ କୁହନ୍ତୁ କାହା ମାଧ୍ୟମରେ କହିବା ଠାରୁ ନିଜେ ଆସି କହିବା ବହୁତ ଭଲ ହେବ ଏବଂ ସେ ଏହା ମଧ୍ୟ କହିଥିଲେ କି ଯେଉଁ ବ୍ୟକ୍ତି ର ଗୋଟିଏ ନୁହେଁ ଅନେକ ଗୁଡିଏ ପରିଚୟ ପତ୍ର ଥାଏ ତେବେ ସେ ମଣିଷ ବହୁତ ଖତରନାକ ।

ଶେଷ ରେ ଅନୁଭବ କହିଛନ୍ତି କି ସେ ବର୍ଷା ଙ୍କ ନାମରେ ଏହି ଅଭିଯୋଗ ରଖିଛନ୍ତି କି ତାଙ୍କ ପାଖରେ ଅନେକ ଜାଲି ପ୍ରମାଣ ପତ୍ର ସବୁ ରହିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *