ପୁଣି ଥରେ ଭିଡିଓ ଛାଡିଲେ Anubhav, କହିଲେ ‘ମତେ ମାରି ସାରିଲଣି, ଆଉ ମରିବାକୁ ନେଇ ଡରାଅ ନାହିଁ, ମୋର ଶେଷ ଇଛା ତୁମେ ମତେ…’ ଦେଖନ୍ତୁ Video

ବନ୍ଧୁଗଣ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ବିବାଦ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । କୋର୍ଟ ମଧ୍ୟ ନିଜ ସିଦ୍ଧାନ୍ତ ରେ ପହଞ୍ଚି ପାରୁ ନାହାନ୍ତି । କାରଣ ବିଷୟ ବସ୍ତୁ ଟି ଅଡୁଆ ସୂତା ଭଳି ଘୁଡାଇ ହୋଇ ରହିଛି । ଗୋଟିଏ ପାର୍ଶ୍ଵ ରେ ଅନୁଭବ ବର୍ଷା ଙ୍କ ସହିତ ରହିବାକୁ ଚାହୁଁ ନଥିବା ବେଳେ ବର୍ଷା କିନ୍ତୁ ଅନୁଭବ ଙ୍କୁ ଛାଡିବାକୁ ନାରାଜ । ତେବେ ସଂପର୍କ କେବେ ମଧ୍ୟ ଗୋଟେ ତରଫା ହୁଏ ନାହିଁ ଉଭୟ ପାର୍ଶ୍ଵରୁ ସମ୍ପର୍କ ସ୍ଵଇଛା ତଥା ଆନନ୍ଦ ମନରେ କରିଲେ ସେହି ସମ୍ପର୍କ ର ମୂଲ୍ୟ ରହିଥାଏ ।

ଯେଉଁ ସମ୍ପର୍କ ରେ ପ୍ରେମ ସନ୍ନମାନ ନଥାଏ ସେ ସମ୍ପର୍କ ର ସତରେ କୌଣସି ମୂଲ୍ୟ ନଥାଏ । ଏବଂ ବାଧ୍ୟ ବାଧକତାରେ କୌଣସି ସମ୍ପର୍କ ତିଷ୍ଠି ନାହିଁ କି ତିଷ୍ଠି ନଥାଏ । ବିବାହ ଏକ ପବିତ୍ର ବନ୍ଧନ ଅଟେ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗିବା ଆରମ୍ଭ ହେଲେ ସେହି ସମ୍ପର୍କରେ ନିଶ୍ଚିତ ଭାବରେ ଫାଟ ସୃଷ୍ଟି ହୋଇଥାଏ ।

ସୂଚନା ଅନୁଯାୟୀ ଅନୁଭବ ପୁନ୍ନର୍ବାର ଆଉ ଭି-ଡି-ଓ ମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କୁ ଦୁଃଖ ରେ ଭାଙ୍ଗିପଡି କହିଛନ୍ତି ଯେ, ମୋର ଶୁଭ ଚିନ୍ତକ, ମୋର ଫ୍ୟାନ୍ସ ମାନଙ୍କୁ ମୁଁ ବାସ କହିବାକୁ ଚାହୁଁଥିଲି ଯେ ଆପଣଙ୍କର ଅନୁଭବ ସାରା ଜୀବନ କେବଳ ଆପଣ ମାନଙ୍କର । କହିବାକୁ ବହୁତ କିଛି ଇଛା ହେଉଛି କିନ୍ତୁ ମୁଁ କିଛି କହି ପରିବି ନାହିଁ । ଅନୁଭବ କହିଛନ୍ତି ଯେ ଯଦି ସେ କିଛି କହିବେ ତେବେ ଅଯଥାରେ ସେ କଣ୍ଟର୍ବର୍ଶୀ ରେ ଫସିବେ ।

ସେ ଏଭଳି ଆଦୌ ଚାହୁଁ ନାହାନ୍ତି କାରଣ ସେ କହିଛନ୍ତି ଯେ ସେ ବହୁତ ବୋଝ ନେଲେଣି ସେ ସବୁ ଜିନିଷର । ଅନୁଭବ କହିଛନ୍ତି ଯେ ଯଦିଓ ଏଭଳି ଅବସ୍ଥା ହୋଇଗଲାଣି ଯେ “ତୁମେ ମତେ ମାରିସାରିଲାଣି ଆଉ ମାରିବାକୁ ନେଇ ମୋତେ ଡରାଅନି” । ମାତ୍ର ଯଦି ମଣିଷତ୍ଵ ହିସାବରେ ମୋର ଯଦି ଗୋଟିଏ ଲାଷ୍ଟ ୱିଶ ପଚରାଯାଏ ତେବେ, ମୁଁ ଏତିକି କହିବି ଯେ ମୁଁ ସବୁବେଳେ ବଞ୍ଚିବାକୁ ଚାହିଁବି ଏବଂ ମୋ wish ଯାହା ତାହା କେବେ ମଧ୍ୟ ଫୁଲଫିଲ ହେବ ନାହିଁ, ଏହାଛାଡ ଆଉ ଅଧିକ କଣ କହିବି ?

ମୋ ପଟି ସିଲ କରାଯାଇଛି ମୁ କିଛି କହିପାରିବିନି ଏହି ବାବଦରେ । ତେବେ ବନ୍ଧୁଗଣ ଏହିଭଳି ଭାବରେ ଦୁଃଖ ରେ ଅନୁଭବ ନିଜ ମନର କିଛି ବିଶେଷ କଥା ନିଜ ଫ୍ୟାନ୍ସ ମାନଙ୍କୁ ସେୟାର କରିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *