ବୋହୂ ଫେରି ପାଇ ଶାଶୁଙ୍କ ଖୁସିର ସୀମା ନାହିଁ, ‘ମୋ ବୋହୁ ଫେରିଲା, ଆଜି ମୋ ପୁଅ-ବୋହୁ ମତେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ହରପ୍ରିୟା ଙ୍କ ଶାଶୁ କହିଛନ୍ତି ଯେ ସେ ବହୁତ ଖୁସି ଅଛନ୍ତି । ସେ ତାଙ୍କ ବୋହୂ କୁ ଫେରି ପାଇଛନ୍ତି । କାରଣ ସେମାନେ ଉଭୟଙ୍କୁ ଭଲପାଇ ବିବାହ କରିଥିଲେ । ଏବଂ ଆମ୍ଭ ଖୁସି ରେ ତ ସେମାନେ ଖୁସି ନୁହନ୍ତି ନା ? ପୁଅ ବୋହୂ ଉଭୟ ଉଭୟଙ୍କୁ ଭଲ ପାଇଥିଲେ । ଏଣୁ ତାଙ୍କ ଜୀବନକୁ ରକ୍ଷା କରିଲେ । ଏହା ସହିତ ମି-ଡି-ଆ ଭାଇମାନେ ମଧ୍ୟ ବହୁତ ସହଯୋଗ କରିଛନ୍ତି ତାଙ୍କୁ ମଧ୍ୟ ବହୁତ ଧନ୍ୟବାଦ ।

ଆଜି ମୁଁ ମୋ ବୋହୂ ଙ୍କୁ ଫେରି ପାଇଲି ଆଜି ମୁଁ ବହୁତ ଖୁସି ଅଛି । ତେବେ ହରପ୍ରିୟା ଙ୍କ ଶାଶୁ କହିଛନ୍ତି ଯେ ଝିଅ ଘର ପାଖରେ ଆମ୍ଭ ବନ୍ଧୁ ବାନ୍ଧବ ରହୁଛନ୍ତି, ଏବଂ ଆମ୍ଭେ ଖବର ଦେଇଥିଲୁ ଯେ ପୁଅ ଖାଉନାହିଁ ପିଉନାହିଁ ଏହିଭଳି ଭାବରେ ତା ସ୍ତ୍ରୀ କୁ କିଏ ନେଇ ଯାଇଛି ସେ ତାକୁ ପାଉନାହିଁ । ପୁଅ ପାଗଳ ହେଉଛି ଖାଉନାହିଁ ପିଉନାହିଁ ତଥା ଆମ୍ଭକୁ ମଧ୍ୟ ରଖେଈ ଥୋଇ ଦେଉନାହିଁ କ’ଣ କରିବା ?

ଏହା ପରେ ମଇଦାପୁର ରେ ଥିବା ବାନ୍ଧିବାନ୍ଧବ ତଦନ୍ତ କରିଲେ ଏବଂ ଆମ୍ଭେ ଜାଣିବାକୁ ପାଇଲୁ ଯେ ସେ ଏଭଳି ମନ୍ଦିର କୁ ଆସୁଛି । ବାହାଘର ପାଇଁ ମନ୍ଦିରକୁ ଆସିଥିଲା କି କ’ଣ ପାଇଁ ଆମ୍ଭେ ତାହା କହିପାରିବୁ ନାହିଁ । ଆମ୍ଭେ ଖୋଜ ଖବର ପାଇ ସେଠାରେ ଜଗିଲୁ ଏବଂ ଜଗିବା ପରେ ବୋହୂ କାରରେ ଗଲା ଏବଂ ଆମ୍ଭେ ସେଠାରେ ବୋହୂ କୁ ପାଇଲୁ ।

ପୁଅ ଫୋନ କରି କହିଲା ଯେ ମା’ ମୁଁ ମୋ ସ୍ତ୍ରୀ କୁ ପାଇଛି ମୁଁ ବହୁତ ଖୁସି । କହିଲା ଯେ ମା’ ତୋ ବୋହୂ ମୋ ପାଖରେ ବସିଛି ମା’ ମୁଁ ଏତେ ଖୁସି ଯେ ଆଜି ତୁ କଳ୍ପନା କରି ପାରିବୁ ନାହିଁ । ଏବଂ ସେତେବେଳେ ମୋ ପୁଅ ରାହୁଲ କୁ ମୁଁ କହିଲି ଯେ ପୁଅ ତୋ ଖୁସିରେ ମୁଁ ଖୁସି । ତୁ ଯେତେବେଳେ ତାକୁ ପାଇ ଖୁସି ଅଛୁ ମୁଁ କାହିଁ ତତେ ବାଧା ଦେବି ?

ପୁଅ ଯେତେବେଳେ ମୋ ବୋହୂର ନାମ ଧରି ଡାକିଦେଲା ସେତେବେଳେ ମୋ ବୋହୂ ତା ମାମୁଁ ର ହାତ ଛିଞ୍ଚାଡି ପଳାଇ ଆସିଲା । ଏବଂ ଶଶୁର ମଧ୍ୟ ତାକୁ ଗେଲ କଲା ପରେ ପଚାରିଲେ ତୁ ଖୁସି ଅଛୁ ମୋ ବୋହୂ କହିଲା ଯେ ହଁ ମୁଁ ଖୁସି ଅଛି । ତେବେ ବନ୍ଧୁଗଣ ଏହିଭଳି ହରପ୍ରିୟ ର ଶାଶୁ ନିଜ ଖୁସି ପ୍ରକାଶ କରିଛନ୍ତି । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *