ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ତରକା ସବ୍ୟସାଚୀ ଏବଂ ଅର୍ଚିତା ଙ୍କୁ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି ତେବେ ଉଭୟ ଙ୍କ ବିବାହ ସରିଛି । ଏହା ସହିତ ସବ୍ୟସାଚୀ ଏବଂ ଅର୍ଚିତା ନିଜ ଜୀବନରେ ବେସ ଖୁସିରେ ଅଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଯେ ସବ୍ୟସାଚୀ ଜଣେ ଅଭିନେତା ହେବା ସହିତ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । ଏ ନେଇ ଅର୍ଚ୍ଚିତ ମିଡିଆ ସାମ୍ନା ରେ କିଛି ଏଭଳି କହିଛନ୍ତି ଯେ ଆପଣ ଜାଣିଲେ ଚକିତ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।
ଅଭିନେତ୍ରୀ ଅର୍ଚ୍ଚିତା କହିଛନ୍ତି ଯେ ସବ୍ୟସାଚୀ ଜଣେ ସମାଜସେବୀ ଅଟନ୍ତି ଏବଂ ସେ ଜଣେ ରିୟଲ ହିରୋ ଅଟନ୍ତି । ଅର୍ଚ୍ଚିତ କହିଛନ୍ତି ଯେ ସବ୍ୟସାଚୀ ମୁଖ୍ୟତଃ ସବୁ କାର୍ଯ୍ୟ ନିଜେ ଏକୁଟିଆ କରିବାକୁ ଭଲ ପାଇଥାନ୍ତି । ପ୍ରତ୍ୟକ ଛୋଟ ଛୋଟ କେସ ତଥା ଗୋଟେ ଛୋଟ ଛୁଆ ର ଯଦି ଦେହ ଖରାପ ଥିବ, କାହାକୁ ହସ୍ପିଟାଲ ପହଞ୍ଚାଇବାକୁ ଥିବ, କିଛି ମଧ୍ୟ ହେଲେ ସେ ନିଜକୁ ମ୍ୟାନେଜ କରିଥାନ୍ତି ।
ଦେଖିବାକୁ ଗଲେ ସବ୍ୟ ଙ୍କ ଫ୍ୟାମିଲି ରେ ବହୁତ ଜଣ ଅଛନ୍ତି ତାଙ୍କୁ ଷପୋର୍ଟ କରିବା ନିମନ୍ତେ । କିନ୍ତୁ ସେ ନିଜ କାମ ନିଜେ କରନ୍ତି । ଅର୍ଚ୍ଚିତା କହିଛନ୍ତି ଯେ ସେ ସେଭଳି କିଛି ବଡ ସାଥ ଦିଅନ୍ତି ନାହିଁ । ଯେ ହେତୁ ସବ୍ୟସାଚୀ ୨୪ ଘଣ୍ଟା ବ୍ୟସ୍ତ ରୁହନ୍ତି ଏଣୁ ମୁଁ କେବେ ମଧ୍ୟ ତାଙ୍କୁ କମ୍ପ୍ଲେନ କରିନହିଁ । ମୁଁ କେବେ ମଧ୍ୟ କହିନାହିଁ ଯେ ଯଦି ଫିଲ୍ମ କରୁଛ ତେବେ ଅନ୍ୟ ମାନଙ୍କ ପାଇଁ କାହିଁ ସମୟ ବାହାର କରି ବାହାରକୁ ଜାଉଅଛ ? ଏହିଭଳି ମୁଁ କେବେ କମ୍ପ୍ଲେନ କରିନାହିଁ ।
ସବ୍ୟସାଚୀ ଯଦି ରାତି ଅନିଦ୍ରା ହୋଇ ତଥା ଡେଡିକେଟ ହୋଇ କାହାକୁ ସମୟ ଦେଉଛନ୍ତି, ଯଦି ସେ ଖୁସି ହେଉଛନ୍ତି ତେବେ ମୁଁ କିଛି କୁହେନାହିଁ । ମୁଁ ମଧ୍ୟ ବହୁତ ଖୁସି । ତାଙ୍କୁ କୌଣସି କାର୍ଯ୍ୟ ରେ ଅଟକାଇବା ତଥା ମନା କରିବା ଏହା ଉଚିତ ନୁହେଁ କାରଣ ସବ୍ୟ ଯାହା ମଧ୍ୟ କରୁଛନ୍ତି ବହୁତ ଭଲ କରୁଛନ୍ତି ବୋଲି କହିଛନ୍ତି ଅର୍ଚ୍ଚିତା ।
ତେବେ ଭଗବାନ କରନ୍ତୁ ସବ୍ୟସାଚୀ ଏବଂ ଅର୍ଚ୍ଚିତ ଏହିଭଳି ଲୋକ ମାନଙ୍କ କଲ୍ୟାଣ ତଥା ସେବା କରନ୍ତୁ ଏବଂ ଖୁବ ସଫଳ ହୋଇ ନିଜ ଜୀବନରେ ଆଗକୁ ବଢନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।