Amitabh Bacchan କୋଟି କୋଟି ଟଙ୍କାର ମାଲିକ ହେଇ ମଧ୍ୟ ଆଜି ବି ଦୁଇ ବେଳା ଦୁଇ ମୁଠା ଖାଇବାକୁ ପାଆନ୍ତି ନାହିଁ ତାଙ୍କର ଏହି ପରିବାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଅମିତାଭ ବଚ୍ଚନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଅମିତାଭ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବଚ୍ଚନ ପରିବାର ନିଜ ସଂସ୍କାର ପାଇଁ ସବୁବେଳେ ଚର୍ଚାରେ ରୁହେ । ବନ୍ଧୁଗଣ ଅମିତାଭ ୭୯ ବର୍ଷ ବୟସରେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ।

ଯଦି ଆମେ ଅମିତାଭଙ୍କ ସମ୍ପତ୍ତି ବିଷୟରେ ଚର୍ଚା କରୁ ତା ହେଲେ ତାଙ୍କ ପାଖରେ ୩୫୦୦ କୋଟି ଟଙ୍କାର ସମ୍ପତ୍ତି ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ସୂଚନାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଗୋଟେ ଫିଲ୍ମ କରିବା ପାଇଁ ଅମିତାଭ ୧୦ କୋଟି ଟଙ୍କାରୁ ଅଧିକ ଚାର୍ଜ କରନ୍ତି । ଅମିତାଭଙ୍କ ଜୀବନୀ ରାଜା ମହାରାଜାଙ୍କ ଠାରୁ କମ ନୁହେଁ ।

ବନ୍ଧୁଗଣ ଅମିତାଭଙ୍କ ପରିବାରରେ ଜୟା ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଵର୍ଯ୍ୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ ସହିତ ଅନ୍ୟ କିଛି ସଦସ୍ୟ ମଧ୍ୟ ଅଛନ୍ତି । ହେଲେ ଅମିତାଭଙ୍କ ପରିବାରରେ ଏପରି ମଧ୍ୟ କିଛି ସଦସ୍ୟ ଅଛନ୍ତି ଯେଉଁ ମାନେ ଆଜି ଦରିଦ୍ରତାରେ ଜୀବନ ଅତିବାହିତ କରୁଛନ୍ତି । ଅମିତାଭ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଲେ ବି ତାଙ୍କର କିଛି ପରିବାର ସଦସ୍ୟ ଆଜି ଦରିଦ୍ରତାରେ ବଞ୍ଚୁ ଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅମିତାବଙ୍କ ସେହି ପରିବାର ସଦସ୍ୟ ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ଅମିତାଭ ବଚ୍ଚନ ମାଉସୀଙ୍କ ପୁଅ ନାମ ରାମଚନ୍ଦ୍ର ଥିଲା ଓ ତାଙ୍କ ପୁଅର ନାମ ହେଉଛି ଅନୁପ ରାମଚନ୍ଦ୍ର ଯିଏ ଅମିତାଭଙ୍କ ସମ୍ପର୍କୀୟ ଅଟନ୍ତି । ଅନୁପ ବର୍ତ୍ତମାନ ଦରିଦ୍ରତାରେ ଜୀବନ କାଟୁ ଛନ୍ତି ଆଜି ତାଙ୍କ ଅବସ୍ଥା ବହୁତ ଖରାପ ଅଛି ।

ମି-ଡି-ଆ ରିପୋର୍ଟସ ଅନୁସାରେ ଅନୁପଙ୍କ ପାଖରେ ଆଗରୁ ବହୁତ ସମ୍ପତ୍ତି ଥିଲା ହେଲେ ସମୟ ବିତିବା ସହିତ ସେ ଧୀରେ ଧୀରେ ଗରିବ ହୋଇଗଲେ । ଆଗରୁ ଅମିତାବ ଓ ଅନୁପଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ହେଲେ କିଛି ପାରିବାରିକ ବିଶୃଙ୍ଖଳା କାରଣରୁ ଏହି ଦୁଇଟି ପରିବାରର ସମ୍ପର୍କ ଖରାପ ହୋଇଗଲା । ମି-ଡି-ଆ ରିପୋର୍ଟସ ଅନୁସାରେ ଏକ ଘର ପାଇଁ ଅମିତାଭ ଓ ଅନୁପଙ୍କ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ଏହା ସହିତ ଅନୁପ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ବିବାହରେ ମଧ୍ୟ ଆସି ନଥିଲେ । ପାରିବାରିକ ବିବାଦ ହେତୁ ଆଜି ଅମିତାଭ ଓ ଅନୁପ ଅଲଗା ରହୁଛନ୍ତି ଯାହାଫଳରେ ଅନୁପଙ୍କୁ ଦରିଦ୍ରତାର ଶିକାର ହେବାକୁ ପଡିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *