ଜନ୍ମ ରୁ ହିଁ ଧନୀ ହୋଇଥାନ୍ତି ଏହି 4 ଟି ରାଶିର ଲୋକ, ନଥାଏ ଜୀବନରେ କିଛି ବି ସମସ୍ଯା ! (Astrology)

ନମସ୍କାର ବନ୍ଧୁଗଣ ତେବେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଗ୍ରହ ଯେୁଁ ରାଶିରେ ରହିଥାନ୍ତି ତାହା ସେହି ବ୍ୟକ୍ତିର ନାମରେ ରହିଥାଏ ଯାହାକୁ ଚନ୍ଦ୍ର ରଶ୍ମୀ କୁହାଯାଇଥାଏ ଓ ଚନ୍ଦ୍ର ରାଶି ଅନୁସାରେ ସମସ୍ତ ୧୨ଟି ରାଶି ପାଇଁ ଅଲଗା ଅଲଗା ନାମ ଅକ୍ଷର କୁହାଯାଇ ଅଛି । ନାମର ପ୍ରଥମ ଅକ୍ଷର ରୁ ବ୍ୟକ୍ତିଙ୍କର ରାଶି ଜଣା ପଡିଥାଏ ତେବେ ସେଥିରେ ତାଙ୍କର ଭବିଶ୍ୱତ ବା ସ୍ୱଭାବ ବିଷୟରେ ଜଣା ପଡିଥାଏ । ସମସ୍ତ ଲୋକର ସ୍ୱଭାବ ଓ ଭବଶ୍ୟ ଅଲଗା ଅଲଗା ହୋଇଥାଏ ।

କିନ୍ତୁ କିଛି ରାଶି ଏପରି ହୋଇଥାନ୍ତି ଯାହା ଅନ୍ୟ ରାଶି ତୁଳନାରେ ଅଧିକ ଭାଗ୍ୟଶାଳୀ ବିଚାର କରାଯାଇତାଏ ଓ ୧୨ଟି ରାଶି ମଧ୍ୟରୁ ୪ଟି ରାଶି ଏପରି ରହିଛି ଯାହାକୁ ବହୁତ ଅଧିକ ଭାଗ୍ୟଶାଳୀ ବିଚାର କରାଯାଉଛି । ଏହି ରାଶି ଶନି ଓ ମଙ୍ଗଳ ଙ୍କର ରାଶି ଅଟେ ଅର୍ଥ ଦୁଇଟି ଶନି ଙ୍କର ରାଶି ଅଟେ ଓ ଦୁଇଟି ମଙ୍ଗଳ ଙ୍କର ରାଶି ଅଟେ ତେବେ ଆସନ୍ତୁ ଜାଣିନେବା କଣ ସେହି ଚାରଟି ରାଶି ଯାହାକୁ ସବୁଠାରୁ ଅଧିକ ଭାଗ୍ୟଶାଳୀ ରାଶି ବିଚାର କରାଯାଉଛି ।

୧- ପ୍ରଥମ ରାଶି ମେଷ ରାଶି । ଏହା ରାଶି ଚକ୍ରର ପ୍ରଥମ ରାଶ ଅଟେ ଓ ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ହୋଇଥାନ୍ତି ମଙ୍ଗଳ ଗ୍ରହ ମାନଙ୍କର ସେନାପତୀ ହୋଇଥାନ୍ତି ଏହି କାରଣରୁ ମେଷ ରାଶିର ଲୋକ ମାନଙ୍କ ଠାରେ ନେତୃତ କରିବାର କ୍ଷମତା ରହିଥାଏ, ଏହି କ୍ଷମତା କାରଣରୁ ଏହି ଲୋକମାନେ ଅନ୍ୟ ରାଶିର ଲୋକ ମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ରହିଥାନ୍ତି ମଙ୍ଗଳ ଏମାନଙ୍କୁ ସହଯୋଗ କରିଥାନ୍ତି ।

୨- ଦିତୀୟ ରେ ବିଛା ରାଶି । ମେଷ ରାଶି ପରେ ହିଁ ବିଛା ରାଶି ର ସ୍ୱାମୀ ବି ମଙ୍ଗଳ ହିଁ ଅଟନ୍ତି ମଙ୍ଗଳ ଗ୍ରହର କାରଣ ରୁ ଏହି ରାଶି ସାହାସି ପ୍ରକୃତି ର ହୋଇଥାନ୍ତି, ଏହି ରାଶିର ବ୍ୟକ୍ତି କୌଣସି କାର୍ଯ୍ୟ କୁ ମଧ୍ୟ ହାତକୁ ନେବାକୁ ଡରନ୍ତି ନାହିଁ ଏବଂ ନିଜର କାମ ପୁରା କରିଥାନ୍ତି, ନିଜର ପରିଶ୍ରମ ଦ୍ୱାରା ହିଁ ଅନ୍ୟ ରାଶି ମାନଙ୍କ ଠାରୁ ଅଧିକ ଭାଗ୍ୟଶାଳୀ ରହିଥାନ୍ତି ଏହି ଲୋକମାନେ କୌଣସି କାର୍ଯ୍ୟ କୁ ଅତି ନିଷ୍ଠା ର ସହିତ କରିଥାନ୍ତି ।

୩- ତୃତୀୟ ରେ ମକର ରାଶି । ଗ୍ରହ ମାନଙ୍କ ମଧ୍ୟରେ ଶନି ଦେବଙ୍କର ସବୁଠାରୁ ଅଲଗା ସ୍ଥାନ ରହିଥାଏ ଶନି ଗ୍ରହ ମାନଙ୍କର ନ୍ୟାୟର ଦେବାତା ଅଟନ୍ତି, ମକର ରାଶିର ସ୍ୱାମୀ ଗ୍ରହ ଶନିଦେବ ଅଟନ୍ତି ଏହି କାରଣ ରୁ ମକର ରାଶି ବ୍ୟକ୍ତିଙ୍କୁ ଶନି ଦେବଙ୍କର କୃପା ସବୁବେଳେ ରହିଥାଏ, ଏହି ରାଶିର ବ୍ୟକ୍ତିଙ୍କ ଠାରେ ଆତ୍ମବିଶ୍ୱାସ ପୂର୍ଣ୍ଣ ଭାବରେ ଭରି ରହିଥାଏ ସେଥିପାଇଁ ଶନିଦେବ ଏହାଙ୍କୁ ଏକ ଭଲ ନେତୃତ କ୍ଷମତା ପ୍ରଦାନ କରିଥାନ୍ତି ।

୪- ଚତୃର୍ଥ ରେ କୁମ୍ଭ ରାଶି । ଏହା ରାଶି ଚକ୍ର ରେ ଏଗାର ତମ ରାଶି ଅଟେ ଏହାଙ୍କର ସ୍ୱାମୀ ଗ୍ରହ ବି ଶନିଦେବ ଅଟନ୍ତି, ଶନିଦେବଙ୍କୁ କର୍ମର ଫଳଦାତ ମଧ୍ୟ କୁହାଯାଇଥାଏ ଅର୍ଥ ଏହି ଗ୍ରହ ଆମର ଭଲ ଓ ଖରାପ କର୍ମର ଫଳ ପ୍ରଦାନ କରିଥାନ୍ତି, ଯଦି କୁମ୍ଭ ରାଶିର ଯାତକ ସଚ୍ଚୁଟତା ସହିତ କାର୍ଯ୍ୟ କରିଥାନ୍ତି ତ ଶନିଦେବ ଏମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଏମାନଙ୍କୁ ପ୍ରଦାନ କରିଥାନ୍ତି ଓ ନିଜର କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଶିକର ପର୍ଯ୍ୟନ୍ତ ପହଞ୍ଚାଇ ଥାନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *