ହୁ ହୁ ହେଇ ଜଳିଲା ଟ୍ରେନ ! ଦେଖିଲେ ଛାତି ଥରି ଉଠିବ, Video ହେଲା ଭାଇରାଲ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଆପଣ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟନା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ ଟ୍ରେନ ହୁତୁ ହୁତୁ ହୋଇ ଜଳୁ ଥିବାର ନଜର ଆସୁଛି । ଏଭଳି ଦୃଶ୍ୟ ବନ୍ଧୁଗଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ମିଡିଆ ରିପୋର୍ଟସ ଅନୁସାରେ ସେନା ଅଗ୍ନିପଥ ଯୋଜନାକୁ ବିରୋଧ କରି ହଙ୍ଗମା ହେଇଛି । ବିହାରର ଅନେକ ସ୍ଥାନରେ ସେନା ନିଯୁକ୍ତି ଆଶାଇଙ୍କ ଲଙ୍କା କାଣ୍ଡ । କ୍ରମାଗତ ଦ୍ଵିତୀୟ ଦିନ ପାଇଁ ଶହ ଶହ ଆନ୍ଦୋଳନକାରୀ ଟ୍ରେନକୁ ଟାର୍ଗେଟ କରିଛନ୍ତି । କ୍ରମାଗତ ଭାବରେ ଦ୍ଵିତୀୟ ଦିନ ପାଇଁ ଜୋରଦାର ବିକ୍ଷୋପ ଦେଖିବାକୁ ମିଳିଛି । ସେମାନେ ଏକ ପ୍ୟାସେଞ୍ଜର ଟ୍ରେନକୁ ନିଆଁ ଲଗାଇ ଦେଇଛନ୍ତି ।

ଆଉ ଏହାର ଦୃଶ୍ୟ ଆପଣ ମାନଙ୍କ ସାମ୍ନାରେ ଅଛି । ହୁତୁ ହୁତୁ ହୋଇ ଜଳି ଯାଇଛି ଟ୍ରେନ । ଏହା ସହିତ ବ୍ୟାପକ ଭଙ୍ଗା ରୁଜା କରିଛନ୍ତି ଆନ୍ଦୋଳନକାରୀ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଘୋଡାଇବା ପାଇଁ ଫାଙ୍କା ଗୁଳି ଚଳାଇଛି । ସେହିପରି ସେହେନାବାଦ ରେଲୱେ ଷ୍ଟେସନ ନିକଟରେ ପୋଲିସ ଉପରକୁ ଆନ୍ଦୋଳନକାରୀ ମାନେ ଟେକା ପଥର ମାଡ କରିଛନ୍ତି । ଆରା ଷ୍ଟେସନ ନିକଟରେ ଆନ୍ଦୋଳନକାରୀଙ୍କୁ ଘୋଡାଇବା ପାଇଁ ଲୁହ ବୁହା ଗ୍ୟାସ ଚଳାଇଛି ।

ସେନାରେ ଅଗ୍ନିପଥ ଯୋଜନାରେ ଅଗ୍ନି ବୀରଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଅଗ୍ନି ବୀରଙ୍କ ଚାକିରି ଅବଧି ମାତ୍ର 4 ବର୍ଷ ରହିବ । 90 ଦିନ ମଧ୍ୟରେ ଆରମ୍ଭ ହେବ ନିଯୁକ୍ତି ରାଲି । ହେଲେ ଅଗ୍ନି ବୀରଙ୍କୁ ପେନସନ ମିଳିବ ନାହିଁ ତେଣୁ ଏହି ଯୋଜନାକୁ ସେନା ଆଶାଇ ମାନେ ବିରୋଧ କରି ଏସବୁ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *