Twinkle Khanna ଙ୍କ ବଡ ଖୁଲାସା, କହିଲେ- ‘ଫିଲ୍ମ ର ଏହି ସୀନକୁ ଦେଖି ମତେ ବାରମ୍ବାର ଛିଡାଇ ଥାଏ ମୋ ପୁଅ, ଆଉ କହେ ତୁମେ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅକ୍ଷୟ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ଅକ୍ଷୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଅକ୍ଷୟ କୁମାରଙ୍କ ପରିବାର ସହ ଜଡିତ କିଛି ନା କିଛି କଥା ସୋସିଆଲ ମିଡିଆରେ ଚର୍ଚାରେ ରୁହେ ।

ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଟ୍ଵିଙ୍କଲ ଖନାଙ୍କ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଟ୍ଵିଙ୍କଲ ନିଜ ଛୁଆ ମାନଙ୍କ କଥା କହୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଟ୍ଵିଙ୍କଲ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ସେ ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ଟ୍ଵିଙ୍କଲ ନିଜ ପୁଅ ଆରଭ କୁମାରଙ୍କ ବିଷୟରେ କହୁଥିବାର ନଜର ଆସୁଛନ୍ତି ।

ସେହି ଇଣ୍ଟର୍ବ୍ୟୁରେ ଟ୍ଵିଙ୍କଲ ନିଜ ଫିଲ୍ମ କାରିୟର ବିଷୟରେ ମଧ୍ୟ କହିଥିଲେ । ଟ୍ଵିଙ୍କଲ ଖନା ସେହି ଇଣ୍ଟର୍ବ୍ୟୁରେ କହିଥିଲେ ଯେ, ତାଙ୍କ ପୁଅ ଆରଭ ତାଙ୍କର କିସିଙ୍ଗ ସିନ୍ସକୁ ଦେଖିଲେ ବହୁତ ଚିଡି ଯାନ୍ତି । ବଲିଉଡ ଫିଲ୍ମ ‘ଜାନ’ରେ ତାଙ୍କର ଗୋଟେ କିସିଙ୍ଗ ସିନ୍ ଅଛି । ଆରଭ ସେହି ସିନ୍ କୁ ବାରମ୍ବାର ଦେଖି ଟ୍ଵିଙ୍କଲଙ୍କ ଉପରେ ଚିଡି ଯାନ୍ତି ।

ଟ୍ଵିଙ୍କଲ ଚାହାଁନ୍ତି ନାହିଁ ଯେ, ତାଙ୍କ ପିଲା ମାନେ ତାଙ୍କର କୌଣସି ଫିଲ୍ମ ଦେଖନ୍ତୁ ହେଲେ ଆରଭ ବାରମ୍ବାର ସେହି ଫିଲ୍ମ ଦେଖି ତାଙ୍କ ଉପରେ ଚିଡନ୍ତି । ଟ୍ଵିଙ୍କଲ କହିଛନ୍ତି ଯେ’ଆରଭ ନିଜ ମାର କିସିଙ୍ଗ ସିନ୍ କୁ ନେଇ ଚିଡି ଯାଏ । ଆଗକୁ ସେ କହିଛନ୍ତି’ଥରେ ମୋର ଜନ୍ମ ଦିନରେ ଆରଭ ସେହି କିସିଙ୍ଗ ସିନ୍ କୁ ପାର୍ଟି ସମୟରେ ଚଲେଇ ଥିଲା । ସେ ବହୁତ ଦୁଷ୍ଟ ହେଲେ ସେ ବହୁତ ବୁଦ୍ଧିମାନ ମଧ୍ୟ ଅଟେ ।

ଥରେ ମୁ ଆରଭ ଫୋନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି କାରଣ ସେ ମୋ ନମ୍ବର ପୋଲିସ ନାଁରେ ସେଭ କରିଛି’ । ବନ୍ଧୁଗଣ ଟ୍ଵିଙ୍କଲ ନିଜ ଛୁଆଙ୍କ ଉପରେ ଅନୁଶାସନ ରଖିଛନ୍ତି  । ଟ୍ଵିଙ୍କଲ ଓ ଅକ୍ଷୟଙ୍କ ଦୁଇଟି ଛୁଆ ଅଛନ୍ତି ହେଲେ ଦୁଇଟି ଛୁଆ କେବଳ ତାଙ୍କ ମାଙ୍କୁ ଭୟ କରନ୍ତି । ଅକ୍ଷୟ ଓ ଟ୍ଵିଙ୍କଲ ନିଜ ଦୁଇ ଛୁଆଙ୍କୁ ବହୁତ ଅଧିକ ଭଲ ପାନ୍ତି । ବନ୍ଧୁଗଣ ଏହି ଦୁଇ ଛୁଆ ସବୁବେଳେ ଲାଇମ ଲାଇଟ ଠାରୁ ଦୂରେଇ ରହିବା ପାଇଁ ପସନ୍ଦ କରନ୍ତି । ଆରଭ ସବୁବେଳେ ନିଜ କାମରେ ବ୍ୟସ୍ତ ରୁହନ୍ତି ।

ବର୍ତ୍ତମାନ ଆରଭଙ୍କ ବୟସ ୧୯ ବର୍ଷ ହୋଇସାରିଛି । ଆରଭଙ୍କ ବେଷ୍ଟ ଫ୍ରେଣ୍ଡ ହେଉଛନ୍ତି ସେଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଖାନ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆରଭ କୁମାର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *