ଖରାପ ଭାଷାରେ ଗାଳି ଗୁଲଜ କଲେ କଣ ହୁଏ ? ଏହା ସହିତ ପଢନ୍ତୁ ଆଜିର 20 ଟି ଅନୁଚିନ୍ତା

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ନିଜ ଜୀବନରେ କିଛି ନା କିଛି ଭୁଲ କରିଥାନ୍ତି । ଲୋକମାନେ ଯେତେ ସତ ରାସ୍ତାରେ ଚାଲିବାକୁ ଚାହୁଁ ଥିଲେ ମଧ୍ୟ ଜଣା ଅଜଣାତରେ କିଛି ନା କିଛି ଭୁଲ ହୋଇଯାଇଥାଏ । ତେବେ ଗୋଟେ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଆପଣ ମାନଙ୍କୁ କିଛି ବିଶେଷ କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଆମ ସମସ୍ତ ଲୋକଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ସକାଳୁ ଝାଡା ଗଲା ବେଳେ କିମ୍ବା ଝାଡା ବସିଲା ବେଳେ ଦାନ୍ତ ଘସନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୨. ଖାଦ୍ୟ ଖାଇବା ବେଳେ ବତିଶିଥର ଚୋବାଇ ଖାଇଲେ ଭଲ ହଜମ ହୁଏ ଏବଂ ଶରୀର ପାଇଁ ହିତକର ହୋଇଥାଏ ।

୩. ଅଣ୍ଟା ଦରଜ ହେଉଥିଲେ ସୁଣ୍ଠି ଓ ଅଶ୍ଵଗନ୍ଧା ଚୂର୍ଣ୍ଣକୁ ଦୁଇ ଚାମଚ ସକାଳେ ଓ ସନ୍ଧ୍ୟା ବେଳେ ଉଷୁମ ପାଣିରେ ଖାଇଲେ ତାହା ଦୂର ହୁଏ ।

୪. ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିଲେ ମେଥି ଗୁଣ୍ଡ ଏକ ଚାମଚ ସକାଳୁ ଉଷୁମ ପଣିରେ ଖାଇଲେ ତାହା ଦୂର ହୁଏ ।

୫. ଦାନ୍ତ ବିନ୍ଧା ହେଉଥିଲେ ଜୁଆଣୀ ପାଣିକୁ ଦିନକୁ ତିନିଥର କୁଳୁକୁଜା କାଲେ ତାହା ଦୂର ହୋଇଥାଏ ।

୬. ଖରାପ ଶବ୍ଦ ବ୍ୟବହାର କରି ଅନ୍ୟକୁ ଗାଳି ଗୁଲଜ କଲେ ଧନ କ୍ଷୟ ହେବା ସହିତ ଦରିଦ୍ରତା ଆସିଥାଏ ।

୭. ଅପଶବ୍ଦ ବ୍ୟବହାର କରି କାହାକୁ ଥଟା କରନ୍ତୁ ନାହିଁ ଏହା ଦ୍ଵାରା ସନ୍ତାନ ସନ୍ତତି ମାନଙ୍କ ବୁଦ୍ଧିହାନି ହୋଇଥାଏ ।

୮. ଦୈନଦିନ ଜୀବନରେ ଅସୁବିଧା ଓ ଅସନ୍ତୁଳନ ଦେଖା ଦେଲେ ସକାଳୁ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ ଏବଂ ଓସ୍ତ ଗଛକୁ ପୂଜା କରନ୍ତୁ ଏହା ମଙ୍ଗଳ ହୋଇଥାଏ ।

୯. ଜାତକରେ ଯଦି ବୃହସ୍ପତି ନୀଚରେ ଥାଏ ତେବେ ମୁଣ୍ଡରେ ଚନ୍ଦନ ଟିପା ଲଗାନ୍ତୁ ଏବଂ ସକାଳୁ ମନ୍ଦିର ଯାଇ ଠାକୁର ଦର୍ଶନ କରନ୍ତୁ ।


୧୦. ପାଣି ନଷ୍ଟ କରିବା ହେଉଛି ଦରିଦ୍ରତାର ଲକ୍ଷଣ ତେଣୁ ଗାଧେଇବା ବେଳେ ଅଧିକ ଜଳ ନଷ୍ଟ କରନ୍ତୁ ନାହିଁ ।

୧୧. ଜାତକରେ ଯଦି ରବି ନୀଚରେ ଥିବେ ତା ହେଲେ ପିତା ମାତାଙ୍କ ସହ ଝଗଡା ହୁଏ ଓ ଆଖି ରୋଗ ଦେଖା ଦିଏ ତେଣୁ ସକାଳୁ ସୂର୍ଯ୍ୟ ଦର୍ଶନ କରନ୍ତୁ ।

୧୨. ଜାତକରେ ମଙ୍ଗଳ ନୀଚରେ ଥିଲେ ଭାତୃ ବିବାଦ ଦେଖା ଦିଏ ଏବଂ ରକ୍ତଚାପ ରୋଗ ହୋଇଥାଏ ତେଣୁ ମନ୍ଦିରରେ ନଡିଆ ମୁଣ୍ଡ ଚାରିକାରେ ବୁଲାଇ ବାଡାନ୍ତୁ ।

ତା ହେଲେ ବନ୍ଧୁଗଣ ଏହି ସବୁ କଥା ଗୁଡିକର ଧ୍ୟାନ ନିଶ୍ଚୟ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *