ସେ ମୋ ପ୍ରଥମ ଶ୍ରେଣୀ ସାଙ୍ଗ ଥିଲା,ଟଙ୍କା ଫେରେଇବ କହି ରୁମ୍ କୁ ଡାକି ଶାଢ଼ୀ ଖୋଲି ଲିପକିସ କଲା, ଏବେ ଭାଇରଲ କରୁଛି ଭିଡ଼ିଓ, କଣ କହିଲେ ଏହି ଯୁବତୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ହେଉଛି ଏକ ଅବିସ୍ମରଣୀୟ ସମ୍ପର୍କ ଯାହା ଉପରେ ଶରୀର, ମନ, ଅର୍ଥ, ସବୁକିଛି ଆମନ୍ତ୍ରିତ ହୁଏ । ଏହା ହେଉଛି ପ୍ରେମର ସମ୍ପର୍କ, ଏହା ଏକ ସମ୍ପର୍କ ଯାହାକୁ ଆମେ ହୃଦୟ ଏବଂ ଆତ୍ମା ସହିତ ଗ୍ରହଣ କରୁ । ଏହା ହେଉଛି ସେହି ସମ୍ପର୍କ ଯାହା ପାଇଁ ଆମେ ଆମ ଜୀବନର ସବୁକିଛି ପରସ୍ପରକୁ ବଳିଦାନ ଦେଇଥାଉ । ଏବଂ ଏହା ସହିତ, ଆମେ ଆମର ଦିନ, ରାତି, ଆମର ସକାଳ, ସନ୍ଧ୍ୟା ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଇଥାଉ ।

ତେବେ କିନ୍ତୁ ବର୍ତ୍ତମାନ କିଛି ଲୋକ ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ବଦନାମ କରି ସାରିଲେଣି ଏହି ସମ୍ପର୍କ ରେ କଳଙ୍କ ଲଗେଇ ସାରିଲେଣି । ତେବେ ଆସନ୍ତୁ ସେହିଭଳି ଏକ ଘଟଣା ଶୁଣିନେବା ।ତେବେ ଘଟଣା ଟି କିଛି ଏପରି କି ବର୍ତ୍ତମାନ ଜଣେ ସ୍ତ୍ରୀ ତାଙ୍କ ନାମ ହେଉଛି ରଶ୍ମିତା ଦାସ । ତେବେ ସେ ନିଜ ସ୍ୱାମୀ ଏବଂ ନିଜ ସାଙ୍ଗ ଙ୍କ ବିରୋଧରେ ସାଇବର କ୍ରାଇମ ରେ ଅଭିଯୋଗ କରିଛନ୍ତି କି ତାଙ୍କର ଏକ ଭିଡିଓ କୁ ଭାଇରାଲ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ତାଙ୍କୁ ଧମକ ମଧ୍ୟ ଦେଉଛନ୍ତି ।

ତେବେ ତାଙ୍କର କହିବା କଥା କି ତାଙ୍କ ସ୍ୱାମୀ ର ଆଉ ଜଣେ ଝିଅ ସହ ଲଭ ଆଫେର ଥିଲା । ତେବେ ସେ ମୋତେ ବି ବଦନାମ କରିବା ପାଇଁ ମୋ ସାଙ୍ଗ ସହ ମିଶି ଏପରି ଯୋଜନା କରିଛନ୍ତି ତେବେ ମୋ ସାଙ୍ଗ ଯିଏ ସେ ହେଉଛି ମୋର ପ୍ରଥମ ଶ୍ରେଣୀ ର କ୍ଳାସ ମେଟ ତେବେ ସେ ମୋ ଠାରୁ ପଇସା ନେଇଥିଲା ତେବେ ତା କରନା କାଳ ରେ ଚାକିରୀ ପଳେଇ ଥିଲା ଯାହା ମୁଁ ଜାଣି ନଥିଲି ।

ତେବେ ମୁଁ ତାକୁ ଯେତେବେଳେ ପଇସା ମାଗିଥିଲି ସେତେବେଳେ ସେ ମୋତେ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିଥିଲା । ତେବେ ପରେ ମୋତେ ସପିଙ୍ଗ କରେଇବାକୁ ନେଇ ସେଇ ଥିରେ ହିଁ ପଇସା ଦେଇଦେବି କହି ଗୋଟିଏ ରୁମ କୁ ନେଇଥିଲା ଏବଂ ସେଠାରେ ସେ ଡ୍ରିଙ୍କ ମଧ୍ୟ କରିଥିଲା ତେବେ ପରେ ସେ ମୋ ଶାଢ଼ୀ ଖୋଲି ମୋତେ ଲିପ କିସ କରିଥିଲା । ତେବେ ମୁଁ ତାକୁ ବାରଣ ମଧ୍ୟ କରିଥିଲି ପରେ ସେ ମୋତେ କ୍ଷମା ମଧ୍ୟ ମାଗି ନେଇଥିଲା ।

ତେବେ ପରେ ସେ ଭିଡିଓ ମୋ ସ୍ୱାମୀ ଙ୍କ ପାଖକୁ ଆସିଥିଲା ପରେ ମୋ ସ୍ୱାମୀ ସେହି ଭିଡିଓ କୁ ଭାଇରାଲ କରୁଛନ୍ତି ଏବଂ ସମସ୍ତଙ୍କୁ କହୁଛନ୍ତି ମୁଁ ଚରିତ୍ର ହୀନା । ତେଣୁ ମୋତେ ଉଚିତ ନ୍ୟାୟ ମିଳୁ ବୋଲି ମୋର ଦାବି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *