ହେ ମା’ କାଳିଜାଇ ରକ୍ଷା କର…ଚିଲିକାରେ ପୁଣି ଅଘଟଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ସମୟ ବହୁତ ଖରାପ ରହିଛି । କେତେବେଳେ କେଉଁଠି ଦୁର୍ଘଟଣା ତ କେତେବେଳେ କେଉଁଠି କାହାର ହତ୍ୟା । ତେବେ କେତେବେଳେ ଖରା ଯୋଗୁଁ ଜୀଵନ ହାନି ତ କେତେବେଳେ ବର୍ଷା ଯୋଗୁଁ ବନ୍ୟା ର ଭୟ । ତେବେ ଏହାକୁ ଦେଖି ସମସ୍ତେ କଳିଯୁଗ ଅନ୍ତ ବୋଲି ମଧ୍ୟ ଅନୁମାନ କରି ସାରିଲେଣି । ତେବେ ଗତ କିଛି ସମୟ ହେବ ପାଣି ର ପ୍ରକୋପ ରେ ଅନେକ ଲୋକ ମାନଙ୍କ ର ଜୀଵନ ସଙ୍କଟ ରେ ପଡି ଯାଉଛି ଏବଂ କିଛି ଲୋକ ମୃତ୍ୟୁବରଣ କରି ଦେଉଛନ୍ତି ।

କାରଣ କିଛି ସମୟ ଧରି ଲଗାତାର ଭାବରେ ଏହି ପାଣି ଯୋଗୁଁ କିଏ ବୁଡି କିମ୍ବା କିଏ ଭାସି ନିଜର ପ୍ରାଣ କୁ ହରାଇ ଦେଇଛନ୍ତି ଯାହାକି ବହୁତ ଦୁଃଖଦ ର କାରଣ । ତେବେ ଫୁଣି ଥରେ ଆଉ ଏକ ଦୁଃଖଦ ଘଟଣା ଘଟିଛି ଚିଲିକା ରେ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଆପଣ ଜାଣିଥିବେ ପୂର୍ବରୁ କାଳ ବୈଶାଖୀର ତାଣ୍ଡବ । ଚିଲିକାରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା ।

ଘଟଣାରେ ଜଣେ ନିଖୋଜ ଥିବା ବେଳେ ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରା ଯାଇଥିଲା । ପ୍ରବଳ ବର୍ଷା ପବନ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡ଼ିଥିବା ଅନୁମାନ କରା ଯାଉଥିଲା । କାଳିଜାଇରୁ ଫେରିବା ବେଳେ କାଳବୈଶାଖୀ ଝଡ଼ ଯୋଗୁଁ ଏହି ଅଘଟଣ ଘଟିଥିଲା । ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ । ତେବେ ସେହିଭଳି ବର୍ତ୍ତମାନ ଚିଲିକା ମଝିରେ ଫସି ରହିଥିବା ଡଙ୍ଗାକୁ ଉଦ୍ଧାର କରାଯାଇଛି ।

ଯାନ୍ତ୍ରିକ ତୃଟି ଯୋଗୁଁ ଜହ୍ନିକୁଦା ଚିଲିକା ନିକଟରେ ଫସି ରହିଥିଲା ଯାତ୍ରୀ ବାହି ଦେଶୀ ଡଙ୍ଗା । ଡଙ୍ଗାରେ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଏବଂ ୨୦ଟି ବାଇକି ଫସି ରହିଥିଲା । ଦୀର୍ଘ ଦୁଇ ଘଣ୍ଟା ଧରି ଚିଲିକା ମଝିରେ ଫସି ରହିବା ପରେ ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ମସ୍ୟଜୀବୀଙ୍କ ଡଙ୍ଗା ପହଁଚି ଦଉଡି ସାହାଯ୍ୟରେ ଭିଡି ଚିଲିକା ପାର କରି ଯାତ୍ରୀ ମାନଙ୍କୁ ସାତପଡ଼ା ଘାଟ ନିକଟରେ ପହଞ୍ଚାଇ ଥିଲେ ।

ସମସ୍ତ ଯାତ୍ରୀ ସୁରକ୍ଷିତ ରଖିବା ମଟର ବୋର୍ଟ ସଂଘ ପକ୍ଷରୁ ସୂଚନା ମିଳିଛି । ତେବେ ସମସ୍ତେ ମାଆ କାଳିଜାଇ ଙ୍କୁ ପାର୍ଥନା କରିଥିଲେ ଏବଂ ମାଆ ମଧ୍ୟ ତାଙ୍କ ପାର୍ଥନା ଶୁଣିଥିଲେ । ତେବେ ଭାଗ୍ୟ ବଶତଃ ସମସ୍ତେ ଠିକ ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *