ହିନ୍ଦୀରେ ଗର୍ଜିଲେ କଂଗ୍ରେସ ବିଧାୟକ Sura Routray, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆମ ଓଡିଶାରେ ଏମିତି ଅନେକ ବିରୋଧୀ ନେତା ଅଛନ୍ତି ହେଲେ ସୁର ରାଉତରାଯ କୌଣସି ଫିଲ୍ମ ଷ୍ଟାର ଠାରୁ କମ ନୁହନ୍ତି । ସୁର ଭାଇ ସବୁବେଳେ ନିଜ କଡା ଜବାବ ଓ ନିଜ ସମାଜସେବା ପାଇଁ ଚର୍ଚାରେ ରୁହନ୍ତି । ଓଡିଶାରେ ଘଟୁଥିବା କିଛି ବିଶେଷ ଘଟଣା ଉପରେ ସୁର ଭାଇ ନିଜର ପରଫେକ୍ଟ ପ୍ରତିକ୍ରିୟା ଦିଅନ୍ତି ।

ଓଡିଶାରେ ସୁର ଭାଇଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଯଦି ଓଡିଶାରେ କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟେ ତା ହେଲେ ଲୋକ ମାନେ ସୁର ଭାଇଙ୍କ ପ୍ରତିକ୍ରିୟା ଦେଖିବା ପାଇଁ ଅପେକ୍ଷାରେ ରୁହନ୍ତି । କଂଗ୍ରେସ ଦଳରେ ରହି ସୁର ଭାଇ ଅନେକ ଅସହାୟ ଲୋକ ମାନଙ୍କର ସହଯୋଗ କରିଛନ୍ତି । ତେବେ ନିଜ ପର୍ଶନାଲ ଲାଇଫ ପାଇଁ ମଧ୍ୟ ସୁର ଭାଇ ଚର୍ଚାରେ ରୁହନ୍ତି । ରାଜନୀତି ସହିତ ସୁର ଭାଇ ଓଡିଆ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି ।

ସୁର ଭାଇ କେତେକ ଓଡିଆ ଆଲବମରେ ମଧ୍ୟ କାମ କରିଛନ୍ତି । ଆପଣ ମାନେ ସମସ୍ତେ ସୁର ଭାଇଙ୍କ ସେହି ସବୁ ଆଲବମ ଗୁଡିକ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏହା ସହିତ ସୁର ଭାଇ ଅନେକ ସଭା ସମିତିରେ ମଧ୍ୟ ଯୋଗ ଦିଅନ୍ତି । ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ସଭା ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଅଧିକ ଭା-ଇ-ରା-ଲ ହେଉଛି ।

ଏହି ସଭା ଭିଡିଓ ଦେଖିଲେ ଆପଣ ମାନଙ୍କ ମୁଣ୍ଡ ଟିଣ ହୋଇଯିବ । ବନ୍ଧୁଗଣ ଏହି ଭିଡିଓର ଚର୍ଚା ସବୁ ଆଡେ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ସୁର ଭାଇଙ୍କ ଏହି ସଭା ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଅଧିକ ଭା-ଇ-ରା-ଲ ହେଉଛି । ସୁର ଭାଇଙ୍କ ହିନ୍ଦୀ ଆପଣ ମାନେ ଆଗରୁ ମଧ୍ୟ ଶୁଣିଥିବେ ।

ସୁର ଭାଇଙ୍କ ଖଣ୍ଡି ଓଡିଆ ଖଣ୍ଡି ହିନ୍ଦୀ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଏହି ସଭା ଭିଡିଓରେ ସୁର ଭାଇ ଅପଗ୍ରେଡ ଲେବୁଲ ହିନ୍ଦୀ କହୁଛନ୍ତି । ଆପଣ ମାନେ ସୁର ଭାଇଙ୍କ ଏହି ହିନ୍ଦୀ କଥା ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହୋଇଯିବ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ହିନ୍ଦୀ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *