Sumit ଉପରେ ଗର୍ଜିଲେ ପଡୋଶୀ ମହିଳା, ଧମକ ଦେଇ କହିଲେ ‘Tapaswini କୁ ନ ନେଲେ ଘରେ ପଶିବୁ, ଦେଖିବା କିଏ…’ ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ବର୍ତ୍ତମାନ ପୁଣି ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇଛନ୍ତି । ତପସ୍ଵିନୀଙ୍କୁ ଛାଡି ସୁମିତ ଚମ୍ପଟ ମାରିବା ପରେ ଲୋକ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଗତ କିଛି ଦିନ ତଳେ ସୁମିତ ଏକ ଅଡିଓ ମେସେଜ ଦେଇଥିଲେ । ସେହି ଅଡିଓ ମେସେଜରେ ସେ କହିଥିଲେ ଯେ, ତାଙ୍କ ଦେହ ଅସୁସ୍ଥ ଅଛି ଓ ତପସ୍ଵିନୀ ତାଙ୍କ ବିରୋଧରେ ଯାହା ସବୁ ଅଭିଯୋଗ କରିଛନ୍ତି ତାହା ମିଛ ଅଟେ ।


ଗତ କାଲି ଗତ କାଲି କୋର୍ଟରେ ତପସ୍ଵିନୀଙ୍କ ପିଟିସନ ଜବାବ ରଖିଥିଲେ ସୁମିତଙ୍କ ଓକିଲ ଏବେ ଆସୁଥିବା ଡିସେମ୍ବର ୨୦ରେ ହେବ ସେସନ କୋର୍ଟର ଶୁଣାଣୀ । ପ୍ରଥମରୁ ତପସ୍ଵିନୀ ନିଜର ନ୍ୟାୟ ଲଢେଇ ଏକା ଲଢୁଥିଲେ ଓ କିଛି ସମୟ ପରେ ତାଙ୍କ ସହ ଛିଡା ହୋଇଥିଲେ ପ୍ରମିଳା । ହେଲେ ଏବେ ଅନେକ ଲୋକ ତପସ୍ଵିନୀଙ୍କ ପାଇଁ ଛିଡା ହୋଇଛନ୍ତି । ସୁମିତଙ୍କ ଘରର ପଡୋଶୀ ମହିଳା ମାନେ ଏହି ମାମଲାକୁ ବର୍ତ୍ତମାନ ବଡ ପ୍ରତିକ୍ରିୟା ଦେଉଛନ୍ତି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ତେବେ ବନ୍ଧୁଗଣ ପଡୋଶୀ ମହିଳା ମାନେ କଣ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏବେ ତପସ୍ଵିନୀ ଓ ପ୍ରମିଳା ପୁଣି ଶାଶୁ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ପଡୋଶୀ ମାନଙ୍କର ଭିଡ ଜମିଛି । ଘଟଣା ସ୍ଥଳରେ ଜଣେ ପଡୋଶୀ ମହିଳା ସୁମିତଙ୍କ ବିଷୟରେ କହିଛନ୍ତି । ପଡୋଶୀ ମହିଳା ଜଣକ କହିଛନ୍ତି-‘ସୁମିତ ରଖିବ ତପସ୍ଵିନୀକୁ ।

ତୋର ଯଦି ଦେହ ଖରାପ ଅଛି ତା ହେଲେ ତୁ ପ୍ରଥମେ ତୋ ସ୍ତ୍ରୀକୁ ଘର ଭିତରେ ରଖ ତା ପରେ ତୁ ମେଡିକାଲରେ ଆଦମିଟ ହେ’ । ଆଗକୁ ପଡୋଶୀ କହିଛନ୍ତି-‘ଏମିତି କାଲେ ପାଞ୍ଚ ଲୋକ ଜାଣିବେ କୋର୍ଟ ବି ଜାଣିବ ହେଲେ ଚୋର ଭଳିଆ ଘର ଭିତରେ କଣ ପସିଛୁ । ନ୍ୟାୟ ଦରକାର ତପସ୍ଵିନୀକୁ । ସବୁ ମହିଳା ଘରୁ ବାହାର ଆଉ ତା ଘର ଭାଙ୍ଗି ଭିତରକୁ ପଶ ସେ କେମିତି ଘର ଭିତରେ ଲୁଚି ରହିବ ଆମେ ବି ଦେଖିବା ।

ସେ ଝିଅ ଯେମିତି କାନ୍ଦ ବୋବା କରି ହାରାସ ହୋଇଛି ସୁମିତ ଉପରେ ସବୁ ରାଗିକି ଅଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପଡୋଶୀ ମାନେ ଏହି ମାମଲାକୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *