“ଆସିବା ପରଠୁ ଯିବା ପର୍ଯ୍ୟନ୍ତ ଆମକୁ 4 ଟା ପିଲା ଫଲୋ କରୁଛନ୍ତି” ଧାରଣାରତ Tapaswini ଓ Pramila ମାଉସୀ ଯାହା କହିଲେ ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତେବେ ଗତ କାଲି କୋର୍ଟରେ ତପସ୍ଵିନୀଙ୍କ ପିଟିସନ ଜବାବ ରଖିଥିଲେ ସୁମିତଙ୍କ ଓକିଲ ଏବେ ଆସୁଥିବା ଡିସେମ୍ବର ୨୦ରେ ହେବ ସେସନ କୋର୍ଟର ଶୁଣାଣୀ । ତପସ୍ଵିନୀ ଓ ସୁମିତଙ୍କୁ ରହିବା ପାଇଁ ଯେଉଁ ଗେଷ୍ଟ ହାଉସ ଦିଆଯାଇଥିଲା ସେହି ଗେଷ୍ଟ ହାଉସକୁ ତପସ୍ଵିନୀ ଛାଡିବା ପରେ ଏବେ ପୁଣି ସେ ନିଜ ଶାଶୁ ଘର ସାମ୍ନାରେ ଧାରଣାରେ ବସି ଛନ୍ତି ।

ତପସ୍ଵିନୀଙ୍କ ସପୋର୍ଟରେ ତାଙ୍କ ସହ ସମାଜସେବୀ ପ୍ରମିଳା ମଧ୍ୟ ବସିଛନ୍ତି । ବନ୍ଧୁଗଣ ଶାଶୁ ଘର ସାମ୍ନାରେ ଧାରଣା ଦେବା ବେଳେ ଗତ କିଛି ସମୟ ହେବ ତପସ୍ଵିନୀ ଓ ପ୍ରମିଳା ଏକ ହୋସ ଉଡେଇଲା ଭଳି ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବୟାନ ବିଷୟରେ । ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-ମୁ ଆସିବା ପରଠୁ ଯିବା ପର୍ଯ୍ୟନ୍ତ ଆମକୁ ୪ଟା ପିଲା ଫଲୋ କରୁଛନ୍ତି ।

ହେଲେ ଆମେ ମାନେ ତାଙ୍କୁ ଡରିଲୁ ନାହିଁ’ । ତପସ୍ଵିନୀଙ୍କ ସହ ପ୍ରମିଳା ମଧ୍ୟ ଏହି ଘଟଣା ବିଷୟରେ କହିଛନ୍ତି । ତେବେ ବନ୍ଧୁଗଣ ଆଗରୁ ମଧ୍ୟ ତପସ୍ଵିନୀ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ ଓ ଏବେ ତାଙ୍କର ଏହି ବୟାନ ବିଷୟରେ ଜାଣିଲେ ଲୋକ ମାନେ ଏହି ଘଟଣା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ବର୍ତ୍ତମାନ ଉଭୟ ତପସ୍ଵିନୀ ଓ ପ୍ରମିଳା ଧାରଣାରେ ବସିଛନ୍ତି ।

ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ମଧ୍ୟ ଛିଡା ହେଉଛନ୍ତି । ବନ୍ଧୁଗଣ ତପସ୍ଵିନୀ ହେଉଛନ୍ତି ଜଣେ ସାହାସୀ ମହିଳା ସେ ନ୍ୟାୟ ନପାଇବା ପର୍ଯ୍ୟନ୍ତ ହାର ନମାନିବାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ପକ୍ଷରେ ସୁମିତ ଚମ୍ପଟ ମାରିବା ପରଠାରୁ ଲୋକ ମାନଙ୍କ ସାମ୍ନାକୁ ଆସି ନାହାନ୍ତି । ଗତ କିଛି ଦିନ ତଳେ ସେ ଏକ ଅଡିଓ ମେସେଜ ଦେଇଥିଲେ । ତାଙ୍କ ଦେହ ଅସୁସ୍ଥ ଅଛି ଓ ଘର ଖୋଜା ଚାଲିଛି ବୋଲି ସେ ସେହି ମେସେଜରେ କହିଥିଲେ ।

ଏହା ସହିତ ତପସ୍ଵିନୀ ତାଙ୍କ ବିରୋଧରେ କରିଥିବା ସମସ୍ତ ଅଭିଯୋଗକୁ ସେ ମିଛ ବୋଲି କହିଥିଲେ । ତା ହେଲେ ବନ୍ଧୁଗଣ ତପସ୍ଵିନୀଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *