କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ଏହି South ସୁପର ଷ୍ଟାର, ତଥାପି ବାପା ଚଲାନ୍ତି ବସ ! ଏଖନ୍ତୁ କିଏ ଏହି ହୀରୋ ?

ନମସ୍କାର ବନ୍ଧୁଗଣ ତେବେ ଲୋକମାନେ ବଲିଉଡ କୁ ଖୁବ ପସନ୍ଦ କରନ୍ତି ଏବଂ ବଲିଉଡ ର ସିନେମା କୁ ମଧ୍ୟ ବହୁତ ଭଲ ପାଇବା ଦିଅନ୍ତି କିନ୍ତୁ ବର୍ତ୍ତମାନ ବଲିଉଡ ସହ ସାଉଥ ଇଣ୍ଡଷ୍ଟ୍ରୀ ଙ୍କୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ସେମାନଙ୍କ ଫିଲ୍ମ,ଗୀତ ଏବଂ କଳାକାର ମାନଂକୁ ମଧ୍ୟ ବେଶ ଭଲ ପାଇବା ଦେଉଛନ୍ତି । ତେବେ ୨୦୧୮ରେ ରିଲିଜ ହୋଇଥିବା କନ୍ନଡ ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୧’ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଇଥିଲା ।

ଏମିତିରେ ଦର୍ଶକମାନେ ଏହାର ଦ୍ଵିତୀୟ ଭାଗ କେଜିଏଫ ଚ୍ୟାପ୍ଟର ୨’ର ଅପେକ୍ଷା କରିଛନ୍ତି । ତେବେ କିନ୍ତୁ କରୋନା କାରଣରୁ ଦର୍ଶକମାନଙ୍କୁ ଏହି ଫିଲ୍ମ ପାଇଁ ଆହୁରି ବି ଅପେକ୍ଷା କରିବାକୁ ପଡିବ । ଫିଲ୍ମରୁ ନିଜ ଫ୍ୟାନଙ୍କ ହୃଦୟରେ ରାଜ କରୁଥିବା ଅଭିନେତା ୟଶଙ୍କ ଫିଲ୍ମ କେଜିଏଫ ଚ୍ୟାପ୍ଟର ୧ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା । ଏହି ଫିଲ୍ମ ବହୁତ ରେକଡ଼ ବି ଭାଙ୍ଗିଥିଲା । ‘କେଜିଏଫ’ ଫିଲ୍ମ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ନିଜର ଖାସ ପରିଚୟ ସୃଷ୍ଟି କରିଥିଲା ।

ତେବେ ଏହି ଫିଲ୍ମ ୨୦୦ କୋଟିରୁ ବି ଅଧିକ ଆୟ କରିଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅଭିନେତା ୟଶଙ୍କ ଫିଲ୍ମ ୨୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲେ ମଧ୍ୟ ତାଙ୍କ ବାପା ଏବେ ବି ବସ ଡ୍ରାଇଭର ଅଛନ୍ତି ଓ ତାଙ୍କ ବାପାଙ୍କ ନାମ ଅରୁଣ ଅଟେ । ତାଙ୍କ ବାପାଙ୍କର ମାନିବା ଅଟେ କି ଏହି  ଟଙ୍କା ଦ୍ଵାରା ତାଙ୍କ ପୁଅକୁ ବଡ ଷ୍ଟାର କରିପାରିଲେ । ତାଙ୍କ ପୁଅ ଜଣେ ବଡ ଫିଲ୍ମ ଷ୍ଟାର ହୋଇ ଯାଇଛି ତଥାପି ସେ ନିଜର ଡ୍ରାଇଭିଙ୍ଗ କାମକୁ ଛାଡିବେ ନାହିଁ ।

ୟଶଙ୍କ ଜନ୍ମ କର୍ଣାଟକରେ ହୋଇଥିଲା । ତାଙ୍କର ଅସଲ ନାମ ନବୀନ କୁମାର ଗୌଡା ଅଟେ । ୟଶ ତାଙ୍କର କ୍ୟାରିୟର ଟିଭି ସିରିୟଲ ‘ନନ୍ଦା ଗୋକୁଲ’ରୁ ଆରମ୍ଭ କରିଥିଲେ । ଏହା ପରେ ୨୦୦୭ରେ ଫିଲ୍ମ ‘ଜାମ୍ବଡା ହୁଦୂଗି’ ରୁ ସେ ନିଜର ଫିଲ୍ମି ଜୀବନ ଆରମ୍ଭ କରିଲେ । କିନ୍ତୁ ଏହି ଫିଲ୍ମରେ ସେ ଦ୍ଵିତୀୟ ଲିଡ ରୋଲ ଥିଲେ । ୟଶ ଫିଲ୍ମ କ୍ୟାରିୟର ୧୨ ବର୍ଷ ର ଅଟେ । ଏହି ସମୟରେ ତାଙ୍କୁ ୧୮ଟି ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଛି ।

ତେବେ ୟଶଙ୍କ ପାଖରେ ୪୦ କୋଟି ଟଙ୍କାରୁ ବି ଅଧିକ ସମ୍ପତି ଅଛି । ତାଙ୍କର ଗୋଟିଏ ବଙ୍ଗଳାର ଦାମ ୩ କୋଟି ଟଙ୍କା ଅଟେ । ସେ ଗୋଟେ ଫିଲ୍ମ ପାଇଁ ୫ କୋଟି ଟଙ୍କା ଚାର୍ଜ କରନ୍ତି । ସେ ଶେଷ ଥର ଫିଲ୍ମ କେଜିଏଫରେ ନଜର ଆସିଥିଲେ । ବର୍ତ୍ତମାନ ସେ କେଜିଏଫ – ୨ର ଶୁଟିଙ୍ଗରେ  ବ୍ୟସ୍ତ ଅଛନ୍ତି । ଆପଣଙ୍କୁ କହି ଦେଉଛୁ କି ୨୦୧୬ରେ ୟଶ ରାଧିକାଙ୍କୁ ବିବାହ କରିଥିଲେ ।


ଟିଭି ସିରିୟଲ ନନ୍ଦା ଗୋକୁଲର ସେଟରେ ତାଙ୍କର ସାକ୍ଷାତ ରାଧିକାଙ୍କ ସହିତ ହୋଇଥିଲା । ସେହି ସ୍ଥାନରୁ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠି ଥିଲା । ସେ ଦୁଇଟି ସନ୍ତାନର ପିତା ଅଟନ୍ତି ଏବଂ ବହୁତ ଖୁସି ରେ ମଧ୍ୟ ଅଛନ୍ତି । ତେବେ ୨୦୧୭ ମସିହାରୁ ରାଧିକା ଏବଂ ୟଶ ମିଶି କରି ଏକ ଫାଉଣ୍ଡେସନ ଖୋଳିଥିଲେ ଯାହାର ନାମ ୟଶ ମାର୍ଗ ଫାଉଣ୍ଡେସନ । ତେବେ ଏହା ଦ୍ୱାରା ସେମାନେ ଅନେକ ଅସୁବିଧା ରେ ଥିବା ଲୋକ ମାନଙ୍କ ର ସାହାର୍ୟ୍ଯ କରିଛନ୍ତି ।

ତେବେ କର୍ଣ୍ଣାଟକ ର କୋପଲ ଜିଲ୍ଲା ରେ ଏକ ନଦୀ ବନେଇଛନ୍ତି ସଫା ପାଣି ପାଇଁ ଯାହାର ଖର୍ଚ୍ଚ ୪ କୋଟି ରୁ ଉପରକୁ ହୋଇଥିଲା । ତେବେ ଏହି ଲେଖା ଉପରେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *