Bollywood ର ଏହି 5 ହିରୋଇନ, ହୀରୋ ଙ୍କୁ ଛାଡି ଭିଲିୟାନଙ୍କୁ ବାଛିଲେ ନିଜ ଜୀବନସାଥୀ, ନମ୍ବର 1 ଙ୍କ ଯୋଡି ତ ସବୁଠୁ ସୁପର ହିଟ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ର ଫିଲ୍ମ ରେ ଯେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନାୟକ ମାନଙ୍କ ରହିଛି ସେତେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଖଳ ନାୟକ ଙ୍କ ମଧ୍ୟ ରହିଛି ।
କାରଣ ଖଳ ନାୟକ ଙ୍କ ବିନା ଫିଲ୍ମ ର କାହାଣୀ ଅଧୁରା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ଖଳନାୟକ ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ କହିବୁ ତେବେ ଏହି ଖଳନାୟକ ମାନଙ୍କ ପତ୍ନୀ ମଧ୍ୟ ହେଉଛନ୍ତି ବଲିଉଡ ର ଜଣେ ନାମୀ ଦାମୀ ଅଭିନେତ୍ରୀ ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ନବାଵ ଶାହା । ତେବେ ନବାଵ ଜଣେ ଦକ୍ଷ କଳାକାର ଏବଂ ଆପଣ ମାନେ ତାଙ୍କୁ ଅନେକ ସିନେମା ରେ ମଧ୍ୟ ଅଭିନୟ କରିଥିବାର ଦେଖିଥିବେ ତେବେ ଟାଇଗର ଜିନ୍ଦା ହେ ରେ ମଧ୍ୟ ସେ ନଜର ଆସିଥିଲେ । ତେବେ ଏହି ଖଳନାୟକ ମିସ ଫେମିନା ହୋଇଥିବା ଅଭିନେତ୍ରୀ ପୂଜା ବତ୍ରା ଙ୍କୁ ବିବାହ କରିଛନ୍ତି । ତେବେ ପୁଜାଙ୍କ ର ଏହା ଦ୍ଵିତୀୟ ବିବାହ । ତେବେ ପୂଜା ମଧ୍ୟ ବଲିଉଡ ର ଜଣେ ନାମୀ ଦାମୀ ଅଭିନେତ୍ରୀ ଯିଏ ନିଜ ସୌନ୍ଦର୍ଯ୍ୟ ର ଯାଦୁ ରେ ଲୋକ ମାନଙ୍କ ହୃଦୟ ରେ ବାସ କରି ପାରିଛନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତା ସୋନୁ ସୁଦ । ତେବେ ସୋନୁ ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ତେବେ ସେ ଅନେକ ସିନେମା ରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ଯେପରି ଦବଙ୍ଗ,ସିଂବା, ଆଦି । ତେବେ ସୋନୁ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସୋନାଲି ସେ ଜଣେ ଫିଲ୍ମ ପ୍ରଯୋଜକ ତେବେ ସେ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ।


୩- ତୃତୀୟ ରେ ହେଉଛନ୍ତି ଆଶୁତୋଷ ରାଣା । ତେବେ ସଂଘର୍ଷ, ବାଦଲ ଓ ଦୁଷ୍ମନ୍ ଭଳି ଫିଲ୍ମ ରେ ଖଳ ନାୟକ ଭୂମିକା ରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ସାମ୍ନା ରେ ଅନ୍ୟ ଙ୍କ ଅଭିନୟ ଫିକା ପଡ଼ି ଯାଇଥିଲା । ଯଦି ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ କହିବୁ ତେବେ ସେ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ରେଣୁକା ସାହାଣେ । ରେଣୁକା ଙ୍କୁ ହମ ଆପକେ ହେ କନ୍ ଫିଲ୍ମ ରେ ଦେଖିବାକୁ ମିଳିଥିଲା । ଏହି ଯୋଡ଼ି ୨୦୦୧ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ ଏବଂ ଏହି ଯୋଡ଼ି ଙ୍କ ଦୁଇଟି ପୁଅ ମଧ୍ୟ ଅଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ରେଣୁକା ଆଶୁତୋଷ ଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି ପ୍ରକାଶ ରାଜ । ତେବେ ବଲିଉଡ ରୁ ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜ ଅଭିନୟ ର ଯାଦୁ ବିସ୍ତାର କରିଥିବା ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାମ ହେଉଛି ପୁନି ବର୍ମା । ଏହି ଯୋଡ଼ି ୨୦୧୦ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ । ପୁନି ବର୍ମା ପ୍ରଫେସନ ରୁ ଜଣେ କୋରୟୋଗ୍ରାଫର୍ ଅଟନ୍ତି । ଯିଏ ବଲିଉଡ ର ଅନେକ ଫିଲ୍ମ ଗୀତ ରେ କୋରୟୋଗ୍ରାଫି କରିଛନ୍ତି । ତେବେ ପୁନି ବର୍ମା ପ୍ରକାଶ ରାଜ ଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି ।


୫- ପଞ୍ଚମ ରେ ହେଉଛନ୍ତି ଶକ୍ତି କପୁର । ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଖଳନାୟକ ଶକ୍ତି କପୁର । ଖଳ ନାୟକ ଙ୍କ କଥା ଉଠିଲେ ଶକ୍ତି କପୁର ଙ୍କ ନାଁ ଆସିବା ସାଧାରଣ କଥା । ଏହି ଆଇକୋନିକ ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି ସିବାଙ୍ଗି କୋଲ୍ହାପୁରେ । ଏହି ଯୋଡ଼ି ପରସ୍ପର କୁ ଲଭ ମ୍ୟାରେଜ କରିଥିଲେ । ପରେ ଦୁଇ ସନ୍ତାନ ଙ୍କ ମାତାପିତା ହୋଇଥିଲେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସିବାଙ୍ଗି କୋଲ୍ହାପୁରେ ମଧ୍ୟ ପ୍ରଫେସନ ରୁ ଜଣେ ଅଭିନେତ୍ରୀ ଅଟନ୍ତି ।

Leave a Reply

Your email address will not be published. Required fields are marked *