100 ବର୍ଷରେ ପ୍ରଥମ ଥର କ୍ରୋଧିତ ହୋଇଛନ୍ତି ଶନିଦେବ, କାଲି ଠାରୁ ସାବଧାନ ରୁହନ୍ତୁ କେବଳ ଏହି 1 ରାଶିର ଲୋକ (Astrology)

ନମସ୍କାର ବନ୍ଧୁଗଣ ତେବେ ଆମ ଜୀବନ ରେ ଯାହାକିଛି ବି ଘଟିଥାଏ ତାହା ଗ୍ରହ ମାନଙ୍କ ଚଳାଚଳ ଉପରେ ନିର୍ଭର କରିଥାଏ । ଯଦି ତାଙ୍କର ଚଳାଚଳ ଭଲ ଥାଏ ତେବେ ଆମ ର ସବୁକିଛି ଭଲ ହୋଇଥାଏ ଏବଂ ତାଙ୍କର ଚଳାଚଳ ଯଦି ଠିକ ନ ଥାଏ ତେବେ ଆମ ଜୀବନ ରେ ସବୁ ଅଶୁଭ ହୋଇଥାଏ । ଗ୍ରହ ମାନଙ୍କ ମଧ୍ୟରେ ଶନିଦେଵ ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ । ଶନିଦେଵ ଙ୍କୁ ନ୍ୟାୟ ର ଦେବତା ବୋଲି କୁହା ଯାଇଥାଏ । କିନ୍ତୁ ବର୍ତ୍ତମାନ ଶନିଦେଵ ବହୁତ କ୍ରୋଧିତ ଅଛନ୍ତି ।


ଯାହାଦ୍ୱାରା କି କିଛି ରାଶି ଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବାକୁ ଯାଉଛି । ଯଦି ଆପଣ ତାଙ୍କୁ ଶାନ୍ତ ଏବଂ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ତାଙ୍କ ଶରଣ ରେ ଆସିବାକୁ ପଡିବ । ଆପଣଙ୍କୁ ଶନିଦେଵ ଙ୍କୁ ପ୍ରସନ୍ନ କରିବାକୁ ପଡିବ । ତେବେ ଶନିଦେଵ ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଯେଉଁମାନେ କି ସବୁବେଳେ ସତ୍ୟ ପଥରେ ଚାଲନ୍ତି ଏବଂ ବହୁତ ଭଲ କାର୍ଯ୍ୟ କରିଥାନ୍ତି ।

ତେବେ ଶନିଦେଵ ତାଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଯେଉଁମାନେ କେବେବି ଅନ୍ୟାୟ କରନ୍ତି ନାହିଁ । ଆପଣ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ସନ୍ଧ୍ୟା ସମୟରେ ଶନି ଚାଳିଶା ର ପାଠ କରନ୍ତୁ । ଯଦି ଆପଣ ଏହା କରି ନ ପାରୁଛନ୍ତି ତେବେ ଆପଣ ହନୁମାନ ଚାଳିଶା ମଧ୍ୟ ପାଠ କରି ପାରିବେ । ଏହାଦ୍ବାରା ଶନିଦେଵ ପ୍ରସନ୍ନ ହୋଇଯିବେ । ଶନିଦେଵ ଙ୍କର ଏହିପରି ପ୍ରବେଶ ବହୁତ ବର୍ଷ ପରେ ହୋଇଛି ଯାହାଫଳରେ ଏହାର ପ୍ରଭାବ କିଛି ରାଶି ଙ୍କ ଉପରେ ପଡିପାରେ ତେଣୁ କିଛି ରାଶି ସାବଧାନ ରହିବା ଆବଶ୍ୟକ ।


ତେବେ ଏହା ଛଡା ତେବେ ଆପଣ ଆପଣଙ୍କ କାମରେ ଭଲ କରିବେ । ସବୁ ସ୍ଥାନ ରେ ଆପଣ ଆପଣଙ୍କ ମାନ ସମ୍ମାନ ବୃଦ୍ଧି କରିବେ । ବ୍ୟବସାୟ ଆଦି କାର୍ଯ୍ୟ ରେ ଆପଣ ସଫଳତା ଲାଭ କରିବେ । ଆପଣ ଆପଣଙ୍କ ସବୁ କାର୍ଯ୍ୟ ରେ ସଫଳତା ଦେଖିବେ । ଶନିଦେଵ ଙ୍କ ବକ୍ର ଦୃଷ୍ଟି ରୁ ରକ୍ଷା ପାଇବା ପାଇଁ ଆପଣ ହନୁମାନ ଙ୍କର ଆରାଧନା କରନ୍ତୁ । ତେବେ ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ହନୁମାନ ଙ୍କ ବହି ପାଠ କରନ୍ତୁ ଏହାଦ୍ବାରା ଶନିଦେବଙ୍କ କୃପା ଆପଣଙ୍କ ପ୍ରତି ବଢିବ ।


ଏହି ରାଶି ଗୁଡିକ ତ ସାବଧାନ ରହିବେ ହେଲେ ଯେଉଁ ରାଶି ମାନଙ୍କ ର ଫାଇଦା ହେବ ସେହି ରାଶି ଗୁଡିକ ହେଲା । – ମେଷ ରାଶି, ଧନୁ ରାଶି, ବୃଷଭ ରାଶି, କୁମ୍ଭ ରାଶି, ତୁଳା ରାଶି ଏବଂ କନ୍ୟା ରାଶି । ତେବେ ଆପଣ ଶନିଦେଵ ଙ୍କ ଆରାଧନା କରନ୍ତୁ ଏବଂ ଭଲ କର୍ମ କରନ୍ତୁ ଆପଣଙ୍କ ସହ ସବୁ ଭଲ ହେବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *