Photo ନଜର ଆସୁଥିବା ଟୋପି ପିନ୍ଧା ଏହି ପତଳା ପିଲାଟି ଆଜି ସମସ୍ତଙ୍କ ହୃଦୟରେ କରୁଛି ରାଜ, କଣ ଆପଣ ଚିହ୍ନି ପାରୁଛନ୍ତି ସେ କିଏ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଦେଶର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଙ୍କୁ ଜାଣିଥିବେ ତେବେ ସେ ହେଉଛନ୍ତି ଦେଶର ସବୁଠାରୁ ପ୍ରିୟ ସେଲିବ୍ରିଟି । ତାଙ୍କର ଖୁବ୍‌ ପ୍ରଶଂସକ ଅଛନ୍ତି । ତାଙ୍କ କମେଡି ଶୋ – ‘ଦି କପିଲ ଶର୍ମା ଶୋ’ ଟେଲିଭିଜନରେ ସବୁଠାରୁ ଅଧିକ ଦେଖାଯାଉଥିବା ଶୋ ମଧ୍ୟରୁ ଅନ୍ୟତମ । କମେଡି କିଙ୍ଗ୍‌ କପିଲ ଶର୍ମା ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ଏହି ସଫଳତା ହାସଲ କରିଛନ୍ତି ।


କପିଲ ଶର୍ମା ଏବେ ଟିଭି ଦୁନିଆର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଜଣେ ଷ୍ଟାର । ତେବେ ୨୦୧୯ରେ ସର୍ବାଧିକ ପାରିଶ୍ରମିକ ପାଉଥିବା ଫୋବର୍ସ ସେଲିବ୍ରିଟିଙ୍କ ତାଲିକାରେ କମେଡିଆନ୍‌ କପିଲ ଶର୍ମା ମଧ୍ୟ ସ୍ଥାନ ପାଇଥିଲେ । ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଡଲାଇନ୍ ପ୍ରସ୍ତୁତ କରିଥିଲେ |

ଦ୍ୱିତୀୟ ଥର ପାଇଁ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଥିବା ଏହି କମେଡିଆନ୍‌ ୨୦୧୯ରେ ୩୪.୯୮ କୋଟି ଟଙ୍କା ରୋଜଗାର କରିଥିଲେ । ତାଙ୍କର ବାର୍ଷିକ ଆୟ ୩୦କୋଟିରୁ ଅଧିକ ଥିଲା । ରିପୋର୍ଟ ଅନୁଯାୟୀ, କପିଲଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୭୦ କୋଟି । ତେବେ ଆପଣ ମାନେ ଏହା ବି ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ କେତେ ଫେମେଶ ତେବେ ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ରେ ହିଁ ନିଜର ସମୟ ଅତିବାହିତ କରୁଛନ୍ତି । ତେବେ ସେ ଜଣେ ସେଲିବ୍ରେଟି ହେଉ କିମ୍ବା କୌଣସି ସାଧାରଣ ଲୋକ ସେ ସୋସିଆଲ ମିଡ଼ିଆ ସହିତ ଜଡିତ ରହୁଛି ।


ତେବେ ସେହିପରି କପିଲ ଶର୍ମା ମଧ୍ୟ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜ ଫ୍ୟାନ ମାନଙ୍କ ସହ ସବୁବେଳେ ଜଡିତ ହୋଇ ରହିଥାନ୍ତି । ତେବେ ସେ ବର୍ତ୍ତମାନ ନିଜର ଇଂଷ୍ଟାଗ୍ରାମ ଆଇ ଡ଼ି ରେ ନିଜର ଛୋଟ ବେଳ ର ଫୋଟୋ କୁ ପୋଷ୍ଟ କରିଥିଲେ ଏବଂ ତାଙ୍କ ସହ ତାଙ୍କ ଭାଇ ମଧ୍ୟ ଥିଲେ । ତେବେ ସେ ଏଥିରେ ଭାଇ ଭାଇ ଲେଖିବା ସହ ୨୮ ବର୍ଷ ତଳ ର ପୁରୁଣା ସ୍ମୃତି ମଧ୍ୟ ଲେଖିଥିଲେ । ତେବେ ଦେଖୁ ଦେଖୁ ଏହି ଫୋଟୋ ଟି ଖୁବ ଭାଇରାଲ ହୋଇ ଗଲା ଏବଂ ବହୁତ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟି ଗଲା ।

ତେବେ ଏହି ଫୋଟୋ ରେ କପିଲ ୧୦-୧୨ ବର୍ଷ ର ଥିବେ ଏବଂ ସେ ଏକ ଟୋପି ମଧ୍ୟ ପିନ୍ଧିଥିଲେ ତେବେ ପ୍ରଥମ ନଜର ରେ ତାଙ୍କୁ ଜାଣିବା ବହୁତ କଷ୍ଟକର ହୋଇଯିବ । ତେବେ ଏହି ଫୋଟୋ ଫାନ ମାନେ ବହୁତ ଭଲ କମେଣ୍ଟ ଦେଇଥିଲେ ଏବଂ ବହୁତ ଭଲ ପାଇବା ମଧ୍ୟ ପ୍ରଦାନ କରିଥିଲେ । ତେବେ କେହି କେହି ଏହା ଲେଖିଥିଲେ କି ଏ ତ ଆମୀର ଙ୍କ ଟୋପି ବୋଲି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *