Exclusive: ଷଷ୍ଠରୁ ହିଁ ନଷ୍ଟ ! ଷଷ୍ଠ ଶ୍ରେଣୀରେ ପଢୁଥିବା ସମୟରେ ଅର୍ଚ୍ଚନା କରିଥିଲେ ଭୟଙ୍କର କାଣ୍ଡ…

ଦର୍ଶକ ବନ୍ଧୁ ଏବେ ବହୁତ ଚର୍ଚ୍ଚିତ ବ୍ଲଆକ ମଏଲର ଅର୍ଚ୍ଚନା ନାଗଙ୍କ ନୂଆ ଗୁମର ଆମେ କହିବା ପାଇଁ କହୁଛି । ଆଜି ଆମେ ଆପଣ ମାନଙ୍କୁ ଅର୍ଚ୍ଚନାଙ୍କ ବିଷୟରେ ଏକ ନୂଆ ଗୁମର କହିବାକୁ ଯାଉଛୁ । ଘଟଣା ହେଉଛି 2006 ଏବଂ 2007 ମସିହାର ଘଟଣା । ଯେତେବେଳେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ଅର୍ଚ୍ଚନା ନାଗ ଆଉ ସେତେବେଳେ ସେ ଏକ ଯୁବକଙ୍କ ବିରୋଧରେ ବଳ-ଆତକାରର ଅଭିଯୋଗ ଆଣିଥିଲେ ।

ଆଉ ଏ ଘଟଣା ପରେ ସରକାରୀ ସ୍କୁଲରେ ପାଠ ପଢାଉ ଥିବା ଅର୍ଚ୍ଚନାଙ୍କ ମାଆ କେଶିଙ୍ଗାକୁ ବଦଳି ହୋଇଯାଇଥିଲେ । ଆଉ ସେବେଠାରୁ ସୁନ୍ଦରୀ ଅର୍ଚ୍ଚନା କେଶିଙ୍ଗାରେ ରହି ଆସୁଥିଲେ । ଆଉ ସବୁ ଠାରୁ ବଡ କଥା ହେଉଛି ଏ ଘଟଣା ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ହଁ ଦର୍ଶକ ବନ୍ଧୁ ମାତ୍ର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ସମୟରେ ବଳ-ଆତକାରର ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ନାଗ ।

ଆଉ ତା ପରେ ସପ୍ତମ, ଅଷ୍ଟମ ଓ ଦଶମ ଶ୍ରେଣୀର ପାଠ ପାଢୀଥିଲେ ମାଆଙ୍କ ପାଖରେ ରହି । କିନ୍ତୁ ଅର୍ଚ୍ଚନାଙ୍କ ନିଶା ଆଉ ମାଆଙ୍କର ଆଶା ଥିଲା ବହୁତ ଅଲଗା । ଦଶମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ଗାଁରୁ ରାଗି କୁଆଡେ ଭୁବନେଶ୍ବରକୁ ଚାଲି ଆସିଲେ ଅର୍ଚ୍ଚନା ନାଗ । ଆଉ ସେଠାରେ ରହି ଏକ ବିଉଟି ପାର୍ଲରରେ କିଛି ଦିନ କାମ କରିଥିଲେ ଅର୍ଚ୍ଚନା ନାଗ ।

ରାଜଧାନୀର ଚିକ ମିକ ଆଲୁଅ ତାଙ୍କୁ ସୁନ୍ଦରୀ ହେବା ପାଇଁ ବାଧ୍ୟ କରିଦେଲା । ଆଉ ସେ ଯେଉଁ ପାର୍ଲରରେ କାମ କରୁଥିଲେ ସେହି ପାର୍ଲରରେ ଆସୁଥିବା ସମ୍ଭ୍ରାନ୍ତ ଘରର ମହିଳା ଏବଂ ଯୁବତୀଙ୍କୁ ଦେଖି ସେ ବି କେମିତି ସେମିତି ଜୀବନ ବଞ୍ଚିବେ ମନେ ମନେ ଭାବୁ ଥିଲେ । ହେଲେ ସେପରି ଜୀବନ ବଞ୍ଚିବା ପାଇଁ ସେ ଯେଉଁ ବାଟ ବାଛିଲେ ତାହା ତାଙ୍କୁ ଆଜି ଜେଲର ଚାରି କାନ୍ଥ ଭିତରେ ରଖିଦେଲା ।

ହଁ ଦର୍ଶକ ବନ୍ଧୁ ମହିଳା ବ୍ଲଆକ ମଏଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ତାଙ୍କ କଳା କାର୍ଣ୍ଣମା ଏବେ ସାରା ଓଡିଶା ବାସୀଙ୍କ ସାମ୍ନାରେ ଆସିଛି । ସେ ନିଜ ଚେହେରାର ମାୟା ଜାଲରେ ଜଣଙ୍କ ପରେ ଜଣଙ୍କୁ ଫସାଇ ତାଙ୍କୁ ଲୁଟୁ ଥିଲେ । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *