ସାପ ବି ହାରିଗଲା ରାହୁଲ ଜିତିଲେ…ସାପ ସହ ଦୀର୍ଘ 5 ଦିନ ଧରି ଏମିତି ଲଢିଥିଲେ Rahul, ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର, ଦେଖନ୍ତୁ Video

ବନ୍ଧୁଗଣ ଏବେ ସମସ୍ତ ସ୍ଥାନରେ କେବଳ ଗୋଟିଏ ଘଟଣାର ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ହେଉଛି ବୋରୱେଲ ଭିତରେ ଫସିଥିବା ରାହୁଲର । ତେବେ ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ।

ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଆସିଛି ଏକ ବଡ ଖବର । ଆଉ ଏହାରି ମଧ୍ୟରେ ରାହୁଲଙ୍କୁ ନେଇ ଏକ ବଡ ଖବର ଆସିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବୋରୱେଲ ଭିତରେ ଫସିବା ବେଳେ ସାମ୍ନାରେ ଥିଲା ମୃତ୍ୟୁର ସାପ । ଜୀବନ ପାଇଁ ସାପ ସହ ଲଢୁଥିଲା ରାହୁଲ ।

ନଥିଲା ଗୋଟିଏ କି ଦୁଇଟି ବିପଦ ଏକାଧିକ ଶତ୍ରୁ ସହ ଏକା ସଂଗ୍ରାମ କରୁଥିଲେ ସାହୁ । ରାହୁଲ ନାମଟି ଲୋକମାନେ ସେତେବେଳେ ମନେ ପକାଇବେ ଯେତେବେଳେ ଜୀବନ ସଂହାରରେ ଲୋକେ ଆତ୍ମ ସମର୍ପଣ କରୁଥିବେ । ଏହି ନାମ ସେତେବେଳେ ମନେ ପଡିବ ଯେତେବେଳେ ସାମ୍ନାରେ ଥିବ ଏକାଧିକ ବିପଦ ଆଉ ଲଢିବା ପାଇଁ ମିଳୁ ନଥିବ ରାସ୍ତା ।

ରାହୁଲ ଆଜି ପ୍ରେରଣାର ଗନ୍ତା ଘର ପାଲଟି ଛନ୍ତି । କିଟି କିଟି ଅନ୍ଧାର ଆଉ ଆଣ୍ଠୁଏ ପାଣି ଭିତରେ ଜୀବନ କାତିଛନ୍ତି ରାହୁଲ । ଆଉ ତା ଭିତରେ ଥିଲା ବିଷାକ୍ତ ସାପ । ଏକାଧିକ ଶତ୍ରୁ ସାମ୍ନାରେ ଥାଇ ବି ହାରି ନଥିଲେ ରାହୁଲ । ସେ ସାପ ସହ ଲଢେଇ କରି ଜିତିଲା । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *