‘Rahul ଙ୍କୁ ନେଇ ଆସିଲା ବଡ ଖବର, ଜ୍ବରରେ କମ୍ପୁଛି Rahul, ହେଲେ ତା’ର…’ ଦେଖନ୍ତୁ ହସ୍ପିଟାଲ ଭିତରର ତାଜା ଚିତ୍ର…

ବନ୍ଧୁଗଣ ଏବେ ସମସ୍ତ ସ୍ଥାନରେ କେବଳ ଗୋଟିଏ ଘଟଣାର ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ହେଉଛି ବୋରୱେଲ ଭିତରେ ଫସିଥିବା ରାହୁଲର । ତେବେ ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ।

ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଆସିଛି ଏକ ବଡ ଖବର । ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆସିଛି ଏହି ବଡ ଖବର । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବିଳାସପୁର ଆପୋଲୋ ହସ୍ପିଟାଲରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଅଛି । ସେ ସ୍ଵାଭାବିକ ଭାବରେ ନିଶ୍ଵାସ ପ୍ରଶ୍ଵାସ ନେଉଛି । ବ୍ଲଡ଼ ପ୍ରେସର, ସୁଗାର ନର୍ମାଲ ଥିବା ବେଳେ ହୃତ ସ୍ପନ୍ଦନ ମଧ୍ୟ ଠିକ ଭାବରେ ଚାଲୁ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ଏବେ ହସ୍ପିଟାଲ ପକ୍ଷରୁ ରାହୁଲର କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ରାହୁଲର ଚିକିତ୍ସା ଚାଲି ଥିବା ଦେଖିବାକୁ ମିଳିଛି । ଏହା ସହ ସବୁଠାରୁ ବଡ କଥା ହେଉଛି ରାହୁଲ ଶରୀରରେ ଏବେ ଟିକେ ସାମାନ୍ୟ ଜ୍ଵର ଆସିଛି । ଜ୍ଵର ଆସିବା ପରେ ସମସ୍ତେ ଟିକେ ବ୍ୟତିବ୍ୟସ୍ତ ହୋଇଥିଲେ । ଆଉ ତା ପରେ ପୁଣି ଥରେ ରାହୁଲର ଚିକିତ୍ସାକୁ ତ୍ବରାନିତ କରଯାଇଥିଲା ।

ଆଉ ଏହା ପରେ ଜଣା ପଡିଥିଲା ରାହୁଲ ଶରୀରରେ ସାମାନ୍ୟ ଜ୍ଵର ଥିଲେ ମଧ୍ୟ ସେ ସ୍ଵାଭାବିକ ଭାବରେ ନିଶ୍ଵାସ ପ୍ରଶ୍ଵାସ ନେଇ ପାରୁଛି । ରାହୁଲ ଖୁବ ଶୀଘ୍ର ହସ୍ପିଟାଲରୁ ଡିଶଚାର୍ଜ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଡାକ୍ତର । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *