Santanu Kumar ଓ କମେଡି କିଙ୍ଗ Papu Pompom ଙ୍କ ମଧ୍ୟରେ କମ୍ପିଟିସନ, viral ହେଲା ଆଉ ଏକ ଭିଡିଓ, ଦେଖିଲେ ହସି ହସି ଗଡିବେ ଆପଣ…

ଆପଣ ସମସ୍ତେ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉ ଥିବା ଶୋ ଓଡିଶାର ନୂଆ ସ୍ଵର Jr ନିଶ୍ଚିତ ରୂପରେ ଦେଖୁଥିବେ । ଏଥିରେ ଛୋଟ ଛୋଟ ପିଲାମାନଙ୍କୁ ଗାଇବା ପାଇଁ ଚାନ୍ସ ଦିଆ ଯାଉଛି । ଏହାରି ମଧ୍ୟରେ ଗୋଟିଏ ଛୋଟ ପିଲାର ନାଁ ହେଉଛି ଶାନ୍ତୁନୁ କୁମାର । ଯିଏକି କେବଳ ନିଜର ଗୀତ ମାଧ୍ୟମରେ ନୁହନ୍ତି ନିଜର କମେଡି ମାଧ୍ୟମରେ ବି ଦର୍ଶକମାନଙ୍କ ପସନ୍ଦିତା ପ୍ରତିଯୋଗୀ ହୋଇ ଯାଇଛନ୍ତି । ସେ ଭଲ ଗୀତ ଗାଆନ୍ତି । ଯାହାକୁ ଆପଣ ସମସ୍ତେ ଶୁଣିଥିବେ ଓ ଦେଖିଥିବେ ।

କିନ୍ତୁ ଏହା ସହିତ ସେ ଭଲ କମେଡି ବି କରନ୍ତି । ଏଥିପାଇଁ ଶାନ୍ତୁନୁ କୁମାର ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚିତ ହୋଇ ଯାଇଛନ୍ତି । କେତେକ ଇଣ୍ଟରଭିୟୁ ମଧ୍ୟ ଦେଇସାରିଛନ୍ତି । ଯାହାକୁ ଦର୍ଶକମାନେ ଦେଖି ନିଜର ମନୋରଞ୍ଜନ କରୁଛନ୍ତି ।  ଶାନ୍ତୁନୁ କୁମାର ବହୁତ ଛୋଟ ଅଟନ୍ତି । ତଥାପି ତାଙ୍କର ପ୍ରତିଭା ସାମ୍ନାରେ ବଡ ବଡ କଳାକାର ବି ଫେଲ ।

କହିଦେଉଛୁ କି ଓଡିଶାର ନୂଆ ସ୍ଵର ରିୟାଲଟି ଶୋରେ କିଛି ଦିନ ତଳେ ପପୁ ପମ୍ପ ପମ୍ପ ଅତିଥି ରୂପରେ ଯାଇ ଥିଲେ । ଯେଉଁଠି ସେ ସମସ୍ତଙ୍କ ସହିତ ମସ୍ତି ମଜାକ କରୁଥିବାର ନଜର ଆସିଛନ୍ତି । ଏହା ମଧ୍ୟରେ ପପୁ ପମ୍ପ ପମ୍ପ ଓ ସାନ୍ତୁନୁଙ୍କ କଥାବାର୍ତ୍ତା ସମସ୍ତଙ୍କୁ ହସିବା ପାଇଁ ବାଧ୍ୟ କରି ଦେଲା । କହିବାକୁ ଗଲେ ପପୁ ପମ୍ପ ପମ୍ପ ପ୍ରଥମେ ମାୟାରେ ବାୟା ଗୀତ ଗାଇଲେ ।

ଯାହାକୁ ଶାନ୍ତୁନୁ କୁମାର ବି ରିପଟ କରିଲେ । ଏହା ପରେ ପପୁ ପମ୍ପ ସାନ୍ତୁନୁଙ୍କୁ ତାଙ୍କର ଏକ ଗୀତାକୁ ନେଇ ପ୍ରଶ୍ନ କରିଲେ କି ସେ ଯେଉଁ ବୁଢା ହଡା ଭେଣ୍ଡିଆ ଗୀତ ଗାଇଲେ ସେଥିରେ ତାଙ୍କୁ ସେ କେଉଁ ଲିସ୍ଟରେ ରଖିଛନ୍ତି । ବୁଢା ନା ହଡା ନା ଭେଣ୍ଡିଆ । ଯାହାର ଉତ୍ତର ବହୁତ ମଜାଦାର ଥିଲା । ଶେଷରେ ସେ ପପୁ ଭାଇଙ୍କୁ ଭେଣ୍ଡିଆ ବୋଲି କହିଲେ ।

କହିବାକୁ ଗଲେ ଶାନ୍ତୁନୁ ପ୍ରାୟତଃ ସବୁ ଶୋରେ ଗୀତ ଗାଇବା ସହିତ କମେଡି ବି କରୁଥିବାର ନଜର ଆସିଥାନ୍ତି । ଯାହାକୁ ଦର୍ଶକମାନେ ବି ପସନ୍ଦ କରନ୍ତି । କହିଦେଉଛୁ କି ଶାନ୍ତୁନୁ କୁମାର ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇ ଯାଇଛନ୍ତି । ଶୋ’ର ଅନ୍ୟ ପ୍ରତିଯୋଗୀମାନଙ୍କ ତୁଳନାରେ ଶାନ୍ତୁନୁ ବହୁତ ପପୁଲାର ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *