ଦେଖନ୍ତୁ Video: ବେଦିରେ ବର କନ୍ୟାଙ୍କ ମଧ୍ୟରେ ଲାଗିଲା ଜବରଦସ୍ତ ଫାଇଟିଙ୍ଗ, 5 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି….

କହିବାକୁ ଗଲେ ବିବାହ ସମସ୍ତଙ୍କ ଘରେ ଏକ ଖୁସିର ପରିବେଶ ସୃଷ୍ଟି କରିଦିଏ । ଯାହାକୁ ନେଇ କେବଳ ବର କନ୍ୟା ନୁହନ୍ତି ପୁରା ପରିବାର ଖୁସିରେ ଝୁମି ଉଠନ୍ତି । କିନ୍ତୁ ବେଳେ ବେଳେ ଏହି ବିବାହ ସମାରୋହରେ କିଛି ବିବାଦ ମଧ୍ୟ ଦେଖାଯାଏ । ଯାହାକି ବହୁତ ବଢି ଗଲେ ବିବାହ ଭାଙ୍ଗି ଯିବା ସ୍ଥିତିକୁ ବି ଚାଲି ଆସେ । କିନ୍ତୁ ଅନ୍ୟ କେତେକ ବିବାହରେ ବିବାଦ ହେବା ସତ୍ବେ ବି ବର ଓ କନ୍ୟାଙ୍କ ବିବାହ ହୋଇ ଥାଏ ।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବର ଓ କନ୍ୟାଙ୍କ ଭିଡିଓ ବହୁତ ଭାଇରାଲ ହେଉଛି । ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକମାନେ ଦେଖିସାରିଛନ୍ତି ଓ କମେଣ୍ଟ ବି କରୁଛନ୍ତି । କହିବାକୁ ଗଲେ ଭିଡିଓରେ ଆପଣ ଦେଖି ପାରିବେ କି ବର ଓ କନ୍ୟା ବେଦି ଉପରେ ହିଁ ଲଢିବା ଆରମ୍ଭ କରି ଦେଇଛି ।

ଦେଖି ଲାଗୁଛି କି ଦୁଇ ଜଣ ପରସ୍ପରକୁ ପସନ୍ଦ କରୁ ନାହାନ୍ତି । କେବଳ ନାଁ କୁ ବାହା ହେଉଛନ୍ତି । ବାହାଘରରେ ଏହିଭଳି ଝଗଡା ଆପଣ ଆଗରୁ କେବେ ବି ଦେଖି ନ ଥିବେ । କହିବାକୁ ଗଲେ ବାହାଘରରେ ବରଯାତ୍ରୀକୁ ନେଇ କିମ୍ବା ଯୌତୁକକୁ ନେଇ ବିବାଦ ଦେଖାଯାଏ । କିନ୍ତୁ ଏହି ବାହାଘରରେ ବର ଓ କନ୍ୟା ମଧ୍ୟରେ ଝଗଡା ଦେଖିବାକୁ ମିଳୁଛି । ଯାହାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା କରା ଯାଉଛି । ଭିଡିଓରେ ଯେମିତି କି ଆପଣ ଦେଖି ପାରିବେ ପ୍ରଥମେ ବର କନ୍ୟାକୁ ମିଠା ଖୁଆଇବା ପାଇଁ ଚେଷ୍ଟା କରୁଛି ।

କିନ୍ତୁ କନ୍ୟା ମିଠାକୁ ଖାଇବା ପରିବେର୍ତ୍ତେ ମିଠାକୁ ହାତରେ ଧରି ଦୂରକୁ ଫୋପାଡି ଦେଉଛି । ଯାହାକୁ ଦେଖିବା ପରେ କିଛି ସେଠି ଥିବା କିଛି ଲୋକମାନେ ହସୁଥିଲେ । କନ୍ୟା ବରକୁ ପାଣି ପିଇବା ପାଇଁ ଗ୍ଳାସରେ ପାଣି ଦେଉଛି । କିନ୍ତୁ ବର ବି ସେହିଭଳି କରି ପାଣି ଗ୍ଳାସକୁ ଫୋପାଡି ଦେଉଛି । କନ୍ୟା ପାଣି ଗ୍ଳାସକୁ ଧରି ପୁଣି ଥରେ ଦୂରକୁ ଫୋପାଡି ଦେଉଛି । ଯାହାକୁ ଦେଖିବା ପରେ କେବଳ ଆପଣ ନୁହନ୍ତି ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇ ଯାଇଛି ।

ବର୍ତ୍ତମାନ ସମସ୍ତେ ଜାଣିବାକୁ ଚେଷ୍ଟା କରୁଛନ୍ତି ଏହିଭଳି କରିବାର ଅସଲ କାରଣ କଣ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣା ପଡି ନାହିଁ କି ଏହି ଦୃଶ୍ୟ କେଉଁ ସ୍ଥାନର ଅଟେ ଓ ଏହିଭଳି କାରିବାର ଅସଲ କାରଣ ବିଷୟରେ ବି ଜଣା ପଡି ନାହିଁ । କିନ୍ତୁ ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । କିଏ କହୁଛି ଟକ୍କର ଯୋଡି, ଅନ୍ୟ କିଏ କହୁଛି ଏକ୍ସ ବୟଫ୍ରେନ୍ଡ ସହ ବାହାଘର ହେଲେ ଏମିତି ହୁଏ ।

Leave a Reply

Your email address will not be published. Required fields are marked *