ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରକୃତି ମିଶ୍ର ବମ୍ବେରେ କ’ ଣ କରୁଛି । ଆମେ ସବୁ ଇନଷ୍ଟାରେ ସବୁ ଦେଖିଛୁ । ତେବେ ଓଡିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କୁ ନେଇ କାଷ୍ଟିଙ୍ଗ କାଉଚର ବିବାଦ ଉଠିଛି । ଯାହାକୁ ଖଣ୍ଡନ କରି ସଞ୍ଜୟ ନାୟକ ଗଣ ମାଧ୍ୟମ ସାମ୍ନାରେ ଏପରି କିଛି ମନ୍ତବ୍ୟ ରଖିଛନ୍ତି । ତେବେ ସଞ୍ଜୟ ନାୟକଙ୍କ କହିବା ଅନୁଯାଇ ମୁଁ ମୋର ସଂପୂର୍ଣ୍ଣ ଠିକ ବାଟରେ ରହିଛି । ମୋ ନାମରେ ଏସବୁ ଯାହା ବି ବିବାଦ ଉଠୁଛି । ତାହା ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ ।
ଯେଉଁ ମାନେ ସବୁ ମୋ ବିଷୟରେ ଏତେ ବଡ ମିଛ ଅଭିଯୋଗ ଆଣିଛନ୍ତି । ସେମାନେ ସବୁ ଛୁଆ ସେମାନେ ମୋତେ ଜାଣିନାହାନ୍ତି । ଯେଉଁ ନୂଆ ଝିଅଟି ମୋ ନାମରେ କାଷ୍ଟିଙ୍ଗର ଅଭିଯୋଗ ଆଣିଛି । ସେ ତ ତାହାର ଯାହା କହିବାର ଥିଲା । ସେ କହିଲା । ସେହି କଥାରେ କେତେ ସତ୍ୟତା ଅଛି କି ନାହିଁ ସେଇଟା ସବୁ ଲୋକ କହିବେ । ହେଲେ ଏହି ଘଟଣାରେ ପ୍ରକୃତି ମିଶ୍ର ମଝିରେ ପଶିକି ନିଜର ସବୁ ଯେଉଁ ବୟାନ ମୋ ବିଷୟରେ ଦେଇଛି । ସେସବୁ ସେ କିଛି ବି ଠିକ କରିନାହିଁ ।
ପ୍ରକୃତିର ପ୍ରକୃତିକୁ ସାରା ଓଡିଶାବାସୀ ଜାଣିଛନ୍ତି । ସେ ବମ୍ବେ ଯାଇ ଯାହା ସବୁ କରୁଛି । ସେହି ବିଷୟରେ କିଛି ମଧ୍ୟ ଅଛପା କାହାକୁ ଅଛପା ନାହିଁ । କାରଣ ଆମେ ସମସ୍ତେ ପ୍ରକୃତିକୁ ଇନଷ୍ଟାରେ ଦେଖୁଛୁ । ହେଲେ ପ୍ରକୃତି ମିଶ୍ର ମୋ ନାମରେ ଏପରି କିଛି ସଙ୍ଗୀନ ଅଭିଯୋଗ ଉଠାଇବାର ମୂଳ ଉଦ୍ଧେଶ୍ୟଟି ହେଉଛି । ଯେହେତୁ ବାବୁଶାନ ଓ ପ୍ରକୃତି ମିଶ୍ର ବିବାଦ ବେଳେ ମୁଁ ପ୍ରକୃତି ବିପକ୍ଷରେ ଯାଇ କହିଥିଲି । ତେଣୁ ସେ ସେଦିନର ସବୁ ରାଗ ରଖିଥିଲା ।
ଯେଉଁଟାକି ପ୍ରକୃତି ମିଶ୍ର ସବୁ ରାଗ ମୋ ନାମରେ ମିଛି ଅଭିଯୋଗ ଆଣି ରାଗ ସାରିବାକୁ ବସିଛି । ଫିଲ୍ମ ଇଣ୍ଡଷ୍ଟ୍ରି ହେଉଛି ମୋ ପରିବାର । ହେଲେ ମୋ ନାମରେ ଯେଉଁ ସବୁ ଅଭିନେତ୍ରୀ କାଷ୍ଟିଙ୍ଗ କାଉଚର ବିବାବ ଉଠେଇଛନ୍ତି । ତେଣୁ ସେଇଟା କିନ୍ତୁ ସଂପୂର୍ଣ୍ଣ ଏକ ମିଥ୍ୟା ଅଭିଯୋଗ ଅଟେ ।