ମହିଳାଙ୍କୁ ମେଟ୍ରୋ ଟ୍ରାକ ଆଗକୁ ଠେଲିଦେଲେ ଜଣେ ଯୁବକ ! ଆଉ ତା’ପରେ ଯାହା ହେଲା…ଦେଖିଲେ ଆପଣ ନିଜ ଆଖିକୁ ବିଶ୍ଵାସ କରି ପାରିବେନି, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟୁଛି ଏବଂ ଏହା କ୍ୟାମେରା ରେକର୍ଡ ନ ହୋଇଥିଲେ ବୋଧ ହୁଏ କେହି ବିଶ୍ୱାସ ମଧ୍ୟ କରି ନଥାନ୍ତେ ତେବେ ଆସନ୍ତୁ ସେହି ପରି ଏକ ଭିଡିଓ ଯାହା ଖୁବ ଭାଇରାଲ ହେଉଛି ସେ ବିଷୟରେ ଜାଣିନେବା ।

ତେବେ ଦୁର୍ଘଟଣା ସର୍ବଦା ଭୟାନକ । ଏହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିଥାଏ । ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦ୍ରୁତ ଗତିରେ ଆସୁଥିବା ମେଟ୍ରୋ ଟ୍ରେନ ଆଡକୁ ଜଣେ ମହିଳାଙ୍କୁ ଠେଲି ଦେଇଥିଲେ ଜଣେ ଯୁବକ । ଏମିତି ଏକ ଛାତିଥରା ଘଟଣା ଘଟିଛି ବେଲଜିୟମରେ । ବେଲଜିୟମର ରାଜଧାନୀ ବ୍ରସେଲ୍ସରେ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଛି ।

ତେବେ ୩୦ ସେକେଣ୍ଡର ଏହି ସିସିଟିଭି ଭିଡିଓ ଆପଣ ମଧ୍ୟ ଦେଖିଲେ ଚମକି ପଡିବେ । ମହିଳା ଜଣଙ୍କ ରୋଜିଅର ମେଟ୍ରୋ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ପଛଆଡୁ ହଠାତ ଆସି ତାଙ୍କୁ ମେଟ୍ରୋ ଟ୍ରାକକୁ ଠେଲି ଦେଇଥିଲେ ଯୁବକ । ତେବେ ସୌଭାଗ୍ୟ ବଶତଃ ଟ୍ରେନ୍ ଡ୍ରାଇଭର ଇମର୍ଜେନ୍ସି ବ୍ରେକ୍ ଲଗାଇଥିଲେ । ଇମର୍ଜେନ୍ସି ବ୍ରେକ କାରଣରୁ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲେ ହେଁ ଟ୍ରେନ ଡ୍ରାଇଭର ଏବଂ ମହିଳା ସାମାନ୍ୟ ଆହତ ହୋଇଥିଲେ ।


ଡ୍ରାଇଭରଙ୍କ ପ୍ରତ୍ୟୁତ୍ପନ୍ନମତିତା କାରଣରୁ ମୃତ୍ୟୁ ଠାରୁ ମାତ୍ର କିଛି ଇଞ୍ଚ ଦୂରରେ ରହି ଯାଇଥିଲେ ମହିଳା । ଉଭୟ ଡ୍ରାଇଭର ଏବଂ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ସେଥିପାଇଁ କୁହାଯାଏ ରଖେ ଯଦି ହରି ତେବେ ତାକୁ କିଏ ମାରି ପାରିବ । ତେବେ କିନ୍ତୁ ଏହି ସବୁ ସ୍ଥାନରେ ଆପଣ ସୁରକ୍ଷିତ ରୁହନ୍ତୁ ଏବଂ ବେଶ ସାବଧାନ ମଧ୍ୟ ହୁଅନ୍ତୁ କାରଣ କେତେବେଳେ ବି କିଛି ହୋଇ ପାରେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *