ଅଭିନେତା Rai Mohan ଙ୍କ ପୋଷ୍ଟମର୍ଟମ କରିଥିବା ବ୍ୟକ୍ତିଙ୍କ ସହ ସେହି ସମୟରେ କଣ ଘଟିଥିଲା ? ଶୁଣନ୍ତୁ ସେ କହୁଛନ୍ତି ? ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରିଷ୍ଠ  ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ ପହଡଦିନ  ରାଇମୋହନ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କ ମୃତ ଶବର ପୋଷ୍ଟ ମୋଟର୍ମ କରିଥିବା ଜଣେ ହସ୍ପିଟାଲ କର୍ତ୍ତୁପକ୍ଷ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।

ଏହି ବ୍ୟକ୍ତି ଜଣକ ରାଇମୋହନଙ୍କ ପୋଷ୍ଟ ମୋଟର୍ମ କରିଥିଲେ । ବ୍ୟକ୍ତି ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ରାଇମୋହନଙ୍କ ପୋଷ୍ଟ ମୋଟର୍ମ କରିବା ବେଳେ ଆମକୁ ବହୁତ କଷ୍ଟ ହେଲା । କାରଣ ଆମେ ତାଙ୍କ ଫିଲ୍ମ ଦେଖି ଆସିଛୁ । ଆମେ ବହୁତ ଶବର ପୋଷ୍ଟ ମୋଟର୍ମ କରି ଆସିଛୁ ହେଲେ ରାଇମୋହନଙ୍କ ପୋଷ୍ଟ ମୋଟର୍ମ କରିବା ସମୟରେ ମୋତେ ବହୁତ ଡର ଲାଗିଲା ।

ମୋ ହାତ ବି ଠିକରେ ଚାଲିଲା ନାହିଁ ସେଥିପାଇଁ ଆମକୁ ଟିକେ ସମୟ ଲାଗିଲା । ରାଇମୋହନଙ୍କ ପୋଷ୍ଟ ମୋଟର୍ମ କରିବା ପାଇଁ ଆମକୁ ଦେଢ ଘଣ୍ଟା ପାଖାପାଖି ଲାଗିଲା । ସେ ଏତେ ବଡ ଲୋକ ତାଙ୍କର ଦକ୍ଷତା ଅଛି ସମସ୍ତେ ତାଙ୍କୁ ଜାଣନ୍ତି । ଆଉ ଏହା ଭିତରେ ଯେଉଁ ଦୁଃଖର ଘଟଣା ଘଟିଲା ମୋତେ ବହୁତ ଡର ଲାଗିଲା । ଏମିତିରେ ତ ତାଙ୍କୁ ଆମେ କେବଳ ସିନେମାରେ ଦେଖିଥିଲୁ ପ୍ରଥମ ଥର ପାଇଁ ତାଙ୍କୁ ସାମ୍ନାରେ ଦେଖିଲି ବହୁତ ଦୁଃଖ ଲାଗିଲା ।

ହେଲେ କଣ କରିବା ଆମେ ଯେଉଁ କର୍ମ କରୁଛୁ ଆମକୁ କରିବାକୁ ପଡିବ ତେଣୁ ଟିକେ ଡେରି ବି ହେଲା । ସେହି ଭଳିଆ ଲୋକକୁ ମୁଁ ଆଜି ମୋ ନିଜ ହାତରେ ପୋଷ୍ଟ ମୋଟର୍ମ କରିଲି ମୁଁ ବହୁତ ଦୁଃଖିତ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ବ୍ୟକ୍ତି ଜଣକ ନିଜର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *