ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରିଷ୍ଠ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ହେଲେ ବନ୍ଧୁଗଣ ଗତ ପହଡଦିନ ରାଇମୋହନ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି । ଅନ୍ୟ ପଟେ ମଞ୍ଚେଶ୍ଵର ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଆଉ ଏହାରି ମଧ୍ୟରେ ଜଣେ ଆଇନଜୀବୀ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଆଇନଜୀବୀ ଜଣକ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି- ପ୍ରଥମତଃ ହେଉଛି ସେ ଏନ୍ଟିକାଷ୍ଟ ମ୍ୟାରେଜ କରିଥିଲେ । ସେ ଯଦି ୱାନ ସାଇଡ ଫାମିଲି ରାସ୍ତାରେ ଥାନ୍ତେ ଏ ଘଟଣା ଘଟି ନଥାନ୍ତା । ଏହା ସହିତ ଦୁଇଟି ଝିଅର ବାପା ହେବା ପୁଅ ବି ନାହିଁ ସମ୍ପତ୍ତି ବାଡି ଭାଗ ବାଣ୍ଟ କେଉଁ ଝିଅ କେତେ ନେବେ ଏସବୁ ଘରେ ଟଣା ଓଟରା ହୋଇଥିବ । ଏହା ଛଡା କିଏ କଣ ପାଠ ପଧିବେ ଆଉ ବାପା କେତେ ଟଙ୍କା ଦେବେ ଜଣେ ଚାହୁଁଛି law ପଢିବି ଆଉ ଡାଇରେକ୍ଟ ସୁପ୍ରିମ କୋର୍ଟରେ ପୋଷ୍ଟ ମିଳିବ ।
ତେଣୁ ଏ ସବୁ ପାଠ ପାଇଁ 7-8 ଲକ୍ଷ ଟଙ୍କା ଦରକାର ଏଇଟା ସହଜ ନୁହେଁ ରାଇମୋହନ ବାବୁ ପଇସା ଯୋଗାଡ କରିପାରି ନଥିବେ । ମୁଁ ଯାହା ଶୁଣୁଛି ସାନ ଝିଅ ଚାହୁଁ ଥିଲେ law ପଢିବା ପାଇଁ ହେଲେ ରାଇମୋହନ ବାବୁ ଝିଅକୁ ପାଠ ପଢେଇବା ପାଇଁ ଫେଲ ମାରିଛନ୍ତି । ‘ରଞ୍ଜିତା ମ୍ୟାଡମ ଆଉ ରାଇମୋହନ ବାବୁଙ୍କ ମଧ୍ୟରେ ସେ ଝିଅ ମାନଙ୍କ ପକ୍ଷ ନେଇଥିବେ ଏ ଏକେଲା ହୋଇଯାଇଥିବେ ।
ସବୁଠାରୁ ବଡ ଦୁଃଖ ଦାୟକ ହେଉଛି ଏ ଯାହା ବି ଟଣା ଅଟୋରା ହୁଅନ୍ତୁ ନା କାହିଁକି ରାଇମୋହନ ବାବୁକୁ ଏକା କରି ଛାଡିଗଲେ ଏଇଟା ସବୁଠାରୁ ବଡ ଭୁଲ । ଜଣେ ବ୍ୟକ୍ତି ନିଜକୁ ଅସହାୟ ଭାବି ସୁସାଇଡ କରିଦେବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କାମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।