ହଠାତ କାହିଁକି ଏମିତି ରାଗିଗଲେ Rudra Maharathy, ବିଧାୟକଙ୍କୁ କହିଲେ ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ହେଉଛନ୍ତି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୨୧ ମସିହାରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ରୁଦ୍ର ପ୍ରତାପ ମହାରଥୀଙ୍କ ବାପାଙ୍କ ନାମ ପ୍ରଦୀପ ମହାରଥୀ ଯିଏକି ଜଣେ ରାଜନେତା ଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତେବେ ୨୦୨୦ ମସିହାରେ ତାଙ୍କ ବାପା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ ଏବଂ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁଁ ସେ ବିଧାୟକ ଥିବା ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ଖାଲି ପଡ଼ିଥିଲା, ତେଣୁ ୨୦୨୧ରେ ହୋଇଥବା ଉପ-ନିର୍ବାଚନରେ ରୁଦ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୬,୯୭୨ ଖଣ୍ଡ ଭୋଟ୍ ପାଇଥିଲେ ।  ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ତାଙ୍କ ଭଳି ନେତା ବର୍ତ୍ତମାନ ବହୁତ କମ ଦେଖିବାକୁ ମିଳୁଛି । ତେବେ ସବୁ ନେତା ମନ୍ତ୍ରୀ ଙ୍କ ଭଳି ଇଲେକ୍ସନ ଜିତିବା ପରେ ଘରେ ନ ବସି କିମ୍ବା ମଜା ମସ୍ତି ନ କରି ବରଂ ସେ ନିଜର କର୍ତ୍ତବ୍ୟ କରୁଛନ୍ତି । ତେବେ ରୁଦ୍ର ପିପିଲି ରେ ଥିବା ପି ଏଚ ଡ଼ି ଅଫିସ ରେ ସ୍ଥିତି ପରଖିବା ପାଇଁ ଯାଇଥିଲେ । ତେବେ ତାଙ୍କୁ ଅନେକ ଅଭିଯୋଗ ଆସୁଥିଲା କି ପିଏଚଡ଼ି ଅଫିସ ରେ ଅଧିକାରି ମାନେ ନିଜର କାମ ଠିକ ଭାବରେ କରୁ ନାହାନ୍ତି କିମ୍ବା ଫୋନ ମଧ୍ୟ ଉଠାଉ ନାହାନ୍ତି ।

ତେବେ ସେହି କଥା କେତେ ସତ କେତେ ମିଛ ଦେଖିବା ପାଇଁ ସେ ଅଫିସ ଯାଇଥିଲେ ତେବେ ଅଫିସ ଯାଇ ଦେଖିବା ବେଳେ ଜଣା ପଡିଥିଲା କି ଅଫିସ ରେ ୧୨ ଜଣ ଷ୍ଟାଫ ଅଛନ୍ତି କିନ୍ତୁ ଅଫିସରେ ମାତ୍ର ଦୁଇ ତିନି ଜଣ ଷ୍ଟାଫ ରହିଛନ୍ତି । ତେବେ ସେ ଅନ୍ୟ ମାନଙ୍କୁ ଫୋନ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା ଏହା ପରେ ସବୁ କର୍ମଚାରୀ ଙ୍କ ନାଁ ନମ୍ବର ନେଇ ତୁରନ୍ତ ଏକ ବୈଠକ ବସେଇବା ପାଇଁ ଆଦେଶ ଦେଇଥିଲେ ।


ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *