Puri ବସଷ୍ଟାଣ୍ଡରେ ଏମିତି ଅନ୍ଦାଜରେ ଚାଲିଥିଲା ଚୋରୀ, ଯାହା ଆଗରୁ ଆପଣ କେବେ ବି ଦେଖିନଥିବେ, ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ କି ବର୍ତ୍ତମାନ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ତେବେ ଆପଣ ମାନେ ଜାଣିଥିବେ କି ପୋଲିସ ମାନେ ଚୋର କୁ ଧରିବା ପାଇଁ ଅନେକ ପ୍ରକାରର ପଦକ୍ଷେପ ଏବଂ ଯୋଜନା କରିଥାନ୍ତି ସେହି ପରି ଚୋର ମଧ୍ୟ ପୋଲିସ କୁ ଚକମା ଦେବା ପାଇଁ ଅନେକ ଯୋଜନା କରିଥାଏ ।

ତେବେ ସେହିଭଳି କିଛି ସ୍ମାର୍ଟ ଚୋରଙ୍କ ସ୍ମାର୍ଟ ଚୋରି ର କିଛି ଦୃଶ୍ୟ ଏହି ସିସିଟିଭି ରେ ରେକର୍ଡ ହୋଇ ଯାଇଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା ।ତେବେ ମାଳତୀପାଟପୁର ବସଷ୍ଟାଣ୍ଡରେ ଅଭିନବ ଉପାୟରେ ଚୋରି । ତେବେ ଚୋରି କରୁଥିବା ସମୟର ଭିଜୁଆଲ ସିସିଟିଭିରେ ଦେଖି ଚୋରଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ ।

ଏଭଳି ଏକ ଭିଜୁଆଲ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ଜଣେ ଚୋରକୁ ଅଟକ ରଖି ସ୍ଥାନୀୟ ଲୋକେ ସଦର ଥାନା ଜିମା ଦେଇଛନ୍ତି । ଅଭିଯୁକ୍ତର ନାମ ଜଣା ପଡିନଥବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଆଜି ସକାଳେ ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ କିଛି ଗଙ୍ଗା ସାଗର ଯାତ୍ରୀ ଜିନିଷପତ୍ର ପାଖରେ ରଖି ବସିଥିଲେ । ତେବେ ତିନିଜଣ ଯୁବକ ଧଳା କପଡା ଧରି ଅଭିନବ ଉପାୟରେ ଚୋରୀ କରି ଫେରାର ହେଉଥିବା ସମୟରେ ସେଠାରେ ଥିବା ଜଣେ ଯୁବକ ପହଞ୍ଚି ଜଣକୁ କାବୁ କରିଥଲେ ।

ତେବେ ଏନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ନାମ ସ୍ପଷ୍ଟ କରିନାହିଁ । ତେବେ ସେଠାରେ କିଛି ଲୋକ ମଧ୍ୟ କହିଛନ୍ତି କି ମାଳତୀପୁର ବସ୍ ଷ୍ଟାଣ୍ଡ ରେ କୌଣସି ସୁବିଧା ନାହିଁ ଏବଂ ଏଠାରେ ପ୍ରାୟତଃ ଚୋରି ହେଉଥାଏ । ରାତିରେ ନିଜ ଜିନିଷ ପତ୍ର ଧରି ଶୋଇ ସକାଳୁ ଉଠି ଦେଖିଲେ ସେସବୁ ଚୋରି ହୋଇ ଯାଇଥାଏ । କୌଣସି ସରକାରୀ କର୍ମଚାରୀ ନାହାନ୍ତି କିମ୍ବା ପୋଲିସ ମଧ୍ୟ ନାହିଁ ।

କେତେବେଳେ କଣ ହୋଇଯିବ ତାହାର ମଧ୍ୟ କୌଣସି ଠିକ ଠିକଣା ନାହିଁ । ତେଣୁ ସରକାର ଏଥିପ୍ରତି ଧ୍ୟାନ ଦେଲେ ବହୁତ ଉପକାର ହେବ ଏବଂ ଯାତ୍ରୀ ମାନେ ସୁରକ୍ଷିତ ଭାବରେ ଯିବା ଆସିବା ମଧ୍ୟ କରି ପାରିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *